ନେତାଜୀ ୟୁଥ କ୍ଲବ ପକ୍ଷରୁ ପଂଚାୟତ ସ୍ତରୀୟ ଆଠଦିନିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ
କଟକ : କଟକ ସଦର ବ୍ଲକ କନ୍ଦରପୁର ପଂଚାୟତ ଉପକଣ୍ଠ ବମ୍ବୁରି ଗ୍ରାମର ସାମାଜିକ ସଂଗଠନ "ନେତାଜୀ ୟୁଥ କ୍ଲବ" ପକ୍ଷରୁ ଆୟୋଜିତ ଆଠଦିନିଆ କ୍ରିକେଟ ଟୁନାମେଣ୍ଟରେ ନିମନ୍ତ୍ରିତଥିବା କଟକ ଏବଂ ଜଗତସିଂହପୁର ଜିଲ୍ଲାର ୧୨ଟି ପଂଚାୟତର ୧୬ଟି ଟିମ ଯଥା କନ୍ଦରପୁର, ସୋମପୁର, ଗୋବିନ୍ଦପୁର, ଫକୀରପଡା-୧,!-->…
Read More...
Read More...