Daily Archives

ଜିଲ୍ଲା ଦଳିତ ଶିକ୍ଷକ ସଂଘ ବଲାଙ୍ଗିର ଆନୁକୁଲ୍ୟରେ ସାବିତ୍ରୀ ବାଇ ଫୁଲେ ଜୟନ୍ତୀ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର): ଜିଲ୍ଲା ଦଳିତ ଶିକ୍ଷକ ସଂଘ ବଲାଙ୍ଗିର ଆନୁକୁଲ୍ୟରେ ସ୍ଥାନୀୟ ଯାଦବ ଭବନ ଠାରେ ମାତା ସାବିତ୍ରୀବାଇ ଫୁଲେଙ୍କ ୧୯୧ତମ ଜନ୍ମ ଜୟନ୍ତୀ ସମାରୋହରେ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ଉପ-ଜିଲ୍ଲାପାଳ ସୁଧାକର ନାୟକ, ମୁଖ୍ୟବକ୍ତା ଭାବରେ ଖପ୍ରାଖୋଲ ଗୋଷ୍ଠି
Read More...

ସାବିତ୍ରୀ ବାଇ ଫୁଲେଙ୍କ ଜୟନ୍ତୀ ପାଳିତ

ବଲାଙ୍ଗୀର, (ଦେବାଶିଷ ମିଶ୍ର‌): ଭାରତ ବର୍ଷରେ ନାରୀ ଶିକ୍ଷାର ଆଦ୍ୟ ମୂଳଦୁଆ ପକାଇଥିଲେ ସାବିତ୍ରୀ ବାଇ ଫୁଲେ । ଶିକ୍ଷା ରୂପକ ଜ୍ଞାନର ଆଲୋକରେ ନିଜେ ଆଲୋକିତ ହେବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କୁ ମଧ୍ୟ ଆଲୋକିତ କରି ପାରିଥିଲେ ବୋଲି ସ୍ଥାନୀୟ ସାଂବାଦିକ ଭବନ ଠାରେ ଗଣ୍ଡାବଜା ସାପ୍ତାହିକ
Read More...

ପ୍ରେମିକଙ୍କୁ ପିଟି ପିଟି ହତ୍ୟା : ୩ ଅଭିଯୁକ୍ତ ଗିରଫ

ପାଟଣା, (କେପିଏନ୍‌ଏସ୍‌) : ଜଣେ ପ୍ରେମିକଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲା ପାଟଣା ଥାନା ଏରେଣ୍ଡେଇ ଗାଁ ରାଜଭାଡ଼ି ବଜାରରେ ଯୁବକଙ୍କୁ ଠେଙ୍ଗାରେ ପିଟି ପିିଟି ହତ୍ୟା କରାଯାଇଛି । ତେଣୁ ୩ ଜଣ
Read More...

୧୬ ଚକିଆ ଟ୍ରକ ମାଡିଗଲା ଘର ଉପରେ

ରାଇରଙ୍ଗପୁର, (କେପିଏନ୍‌ଏସ୍‌) : ଘର ଉପରେ ମାଡିଗଲା ୧୬ ଚକିଆ ଟ୍ରକ ବୋଲି ଖବର ମିଳିଛି । ସୂଚନା ଯୋଗ୍ୟ ଯେ, ରାଞ୍ଚି-ବିଜୟୱାଡା ଜାତୀୟ ରାଜପଥ ୨୨୦ ବହଲଦା ଥାନା ଗମ୍ଭାରିଆ ଗ୍ରାମରେ ଗତକାଲି ବିଳମ୍ବିତ ରାତ୍ରିରେ ଏକ ଟ୍ରକ ଦୃତଗତିରେ ଆସୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା
Read More...

ବରିଷ୍ଠ ସାମ୍ବାଦିକ ଶଙ୍କର ପ୍ରସାଦ ମିଶ୍ରଙ୍କୁ ଶ୍ରଦ୍ଧାଞ୍ଜଳି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ପୂଜ୍ୟପୂଜା ସେବା ସଂଗଠନ ତରଫରୁ ଟିକ୍ରାପଡା ସ୍ଥିତ ଦଧିବାମନ ମନ୍ଦିର ଠାରେ ବିଶିଷ୍ଟ ସାମ୍ବାଦିକ ଶଙ୍କର ପ୍ରସାଦ ମିଶ୍ରଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରାଯାଇଛି । ଡାକ୍ତର ଅଶୋକ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ନାଟ୍ୟଭୂଷଣ
Read More...

ସାମ୍ବାଦିକ ସ୍ୱର୍ଗତଃ ଶଙ୍କର ପ୍ରସାଦ ମିଶ୍ରଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା

ଟିଟିଲାଗଡ, (ଗୌରବ ଦର୍ଜୀ) : ବଲାଙ୍ଗିର ଜିଲ୍ଲାର ବରିଷ୍ଠ ସାମ୍ବାଦିକ ସ୍ବର୍ଗତଃ ଶଙ୍କର ପ୍ରସାଦ ମିଶ୍ରଙ୍କ ବିୟୋଗରେ ଆଜି ଟିଟିଲାଗଡ଼ ସାମ୍ବାଦିକ ସଂଘ ତରଫରୁ ଏକ ଶ୍ରଦ୍ଧାଞ୍ଜଳି ସଭା ତଥା ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଟିଟିଲାଗଡ଼ ମହାବୀର ପଂଚାୟତ ଧର୍ମଶାଳାରେ ଆୟୋଜିତ ଏହି
Read More...

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହଡପ୍‌ ଅଭିଯୋଗ : ଥାନାରେ ଏତଲା

ଟିଟିଲାଗଡ, (ଗୌରବ ଦର୍ଜୀ) : ୨୦୨ ୨ ମସିହା ସୁଦ୍ଧା ଦେଶର ସବୁ ପରିବାରଙ୍କ ମୁଣ୍ଡ ଉପରେ ଛାତ ରହିବ ବୋଲି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତିଜ୍ଞା କରି କହିଥିଲେ । ତେଣୁ ‘ପ୍ରଧାନମନ୍ତ୍ରୀ ଆବସ ଯୋଜନା’ ପ୍ରଧାନମନ୍ତ୍ରୀଙ୍କର ଏକ ବହୁ ଅଭିଳଷିତ ଯୋଜନା ଓ ଗୁରୁତ୍ବପୂର୍ଣ୍ଣ ଜାତୀୟ
Read More...

ପ୍ରଶାସନର ବିଚିତ୍ର ନୀତି : ଗୋଟିଏ ଘର ପାଇଁ ଦୁଇଟି ସରକାରୀ ଅନୁଦାନ !

ପ‌ଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ରାଜବୋଡାସ‌ମ୍ବର ବ୍ଳକ ଅନ୍ତର୍ଗତ ବୁଡାମାଲ ଗ୍ରାମ ପଞ୍ଚାୟତ ବୁଡାମାଲ ଗ୍ରାମରେ ଦେଖିବାକୁ ମିଳୁଛି ବିଚିତ୍ର ନୀତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଲେଖାଯାଉଛି ଗୋଟିଏ ପଟରେ । ଆଉ ଗୋଟିଏ ପଟରେ ଲେଖାଯାଉଛି ବିଜୁ ପକ୍କା ଘର । ପ୍ର‌ଶ୍ନ
Read More...

ଆରମ୍ଭ ହେଲା ବହୁ ପ୍ରତୀକ୍ଷିତ ମେଧାବୃତ୍ତି ପରୀକ୍ଷା

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ରାଜବୋଡାସମ୍ବର ଉଚ୍ଚ ବିଦ୍ୟାଳୟ ଠାରେ ଛାତ୍ରଛାତ୍ରୀଙ୍କ ବହୁ ପ୍ରତୀକ୍ଷିତ ଅକ୍ଲାନ୍ତ ପରିଶ୍ରମର ଫଳ ସ୍ୱଋପ ଆଜି ମେଧାବୃତ୍ତି ପରୀକ୍ଷା ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ସରୋଜ କୁମାର ଭୋଇଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ
Read More...

କେନ୍ଦ୍ର ମନ୍ତ୍ରୀ ସଦାନନ୍ଦ ଗୌଡ଼ା ହଠାତ୍‌ ଅସୁସ୍ଥ : ଡାକ୍ତରଖାନାରେ ଭର୍ତ୍ତି

ନୂଆଦିଲ୍ଲୀ : ହଠାତ୍ ସ୍ୱାସ୍ଥ୍ୟ ଖରାପ ହେବା ପରେ କେନ୍ଦ୍ର ସାର ଓ ରାସାୟନିକ ମନ୍ତ୍ରୀ ସଦାନନ୍ଦ ଗୌଡ଼ାଙ୍କୁ ଚିତ୍ରାଦୁର୍ଗ ଜିଲ୍ଲାର ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେ କାର ଭିତରେ ବସିବାକୁ ଯାଉଥିବା ବେଳେ ବେହୋଶ ହୋଇ ତଳେ ପଡ଼ି ଯାଇଥିଲେ । ପ୍ରାଥମିକ ସୂଚନା ଅନୁଯାୟୀ
Read More...
error: Content is protected !!