Monthly Archives

November 2020

ରାତି ସାରା ପ୍ରଚୁର ଶବ୍ଦ ପ୍ରଦୂଷଣ କଲା ଭଳି ବାଣ ଫୁଟା

ସମ୍ବଲପୁର, (ସମ୍ବଲପୁର) : ଦୀପାବଳୀ ବେଳେ ବାଣ ବିକ୍ରୀ ଓ ଫୁଟାଇବା ପାଇଁ ବାରଣ କରଯାଇଥିଲା ଓ ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରଚାର କରାଯାଇଥିଲା । ଫଳତଃ ମୁଖ୍ୟ ରାସ୍ତାରେ ଅନ୍ୟ ବର୍ଷ ପରି ବାଣ ଫୁଟା ହୋଇ ନ ଥିଲା, ମାତ୍ର ସହରର ଗଳି କନ୍ଦିରେ ଓ ପଡାମାନଙ୍କରେ ଏହାର କିଛି
Read More...

ଲଜ୍ଜ୍ୟା : ଅସୁରଙ୍କ ପଂଝାରେ କୁନିଝିଅ : କଙ୍କଡ଼ାହାଡ଼ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ୫ ଅଟକ

ଢେଙ୍କାନାଳ : ପୁଣି ଏକ ଲଜ୍ଜ୍ୟାକର ଘଟଣାରେ ଅସୁରଙ୍କ ପଂଝାରେ ଜଣେ କୁନିଝିଅ ପ୍ରତି ପାଶବିକ ଅତ୍ୟାଚାରର ଶିକାର ହେବା ସହ ପ୍ରାଣ ହରାଇଛି । ଏହି ଘଟଣା ଢେଙ୍କାନାଳ ଅଂଚଳରେ ଚାଂଚଲ୍ୟ ସୃଷ୍ଟି କରିଛି । ସୂଚନା ଅନୁସାରେ ଗତ ୧୨ ତାରିଖ ସନ୍ଧ୍ୟାରେ କଙ୍କଡାହାଡ ଥାନା ଖରଖରି ଗାଁର ଜଣେ ୫ ବର୍ଷ
Read More...

ମାନିଲେନି ଅମାନିଆଁ : ଜବର୍‌ଦସ୍ତ ବାଣଫୁଟାରେ ବାୟୁ ପ୍ରଦୁଷଣ, ଦିଲ୍ଲୀରେ ପ୍ରଦୂଷଣ ଅବସ୍ଥା ଗୁରୁତର

ନୂଆଦିଲ୍ଲୀ : ଏନଜିଟିର ଆଦେଶ ଏବଂ ଦିଲ୍ଲୀ ସରକାରଙ୍କ ଅନୁରୋଧ ସତ୍ତେ୍ୱ ଦିଲ୍ଲୀବାସୀ ମାନିଲେନି । ଅମାନିଆଁଙ୍କ ଦ୍ୱାରା ଜବର୍‌ଦସ୍ତ ବାଣଫୁଟାରେ ଅସମ୍ଭାଳ ବାୟୁ ପ୍ରଦୂଷଣ ଦେଖାଦେଇଛି ଦିଲ୍ଲୀରେ । ପୂର୍ବରୁ ପ୍ରଦୂଷିତ ଥିବା ଦିଲ୍ଲୀର ବାୟୁ ଆହୁରି ପ୍ରଦୂଷିତ ହୋଇ ଗୁରୁତର ପର୍ଯ୍ୟାୟରେ
Read More...

ବାଣିଜ୍ୟିକ କୋର୍ଟ ଖୋଲିବା ପାଇଁ ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ

ସମ୍ବଲପୁର, (ଦାମୋଦର ପଣ୍ଡା) : ସମ୍ବଲପୁର ସମେତ କଟକ, ଭୁବନେଶ୍ୱର, ବ୍ରହ୍ମପୁରରେ ବାଣିଜ୍ୟିକ କୋର୍ଟ ଖୋଲିବା ପାଇଁ ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହାଦ୍ୱାରା ଆଗାମୀ ଦିନରେ ବାଣିଜ୍ୟ ମାମଲାଗୁଡିକର ବିଚାର ତୁରନ୍ତ ହୋଇ ପାରିବ । ଏହି ବାଣିଜ୍ୟିକ କୋର୍ଟଗୁଡିକର ସୀମା
Read More...

ସୋଲାର ପ୍ୟାନେଲ ଜଳଯୋଗାଣ ପ୍ରକଳ୍ପ ହେଲା ଲୋକାର୍ପିତ

ଲୋଇସିଂହା,(ଶ୍ୟାମସୁନ୍ଦର ମେହେର) : ଗ୍ରାମାଂଚଳରେ ବିଦ୍ୟୁତ ବିଭ୍ରାଟ ଯେ।।ଗୁଁ ଅନେକ ସମୟରେ ପାନୀୟ ଜଳ ଯୋଗାଣ ବାଧାପ୍ରାପ୍ତ ହେଉଥିବା ବେଳେ ସୋଲାର ପ୍ୟାନେଲ ବ୍ୟବସ୍ଥା ସୁବିିଧା ଦେଇଥାଏ । ଏହି କ୍ରମରେ ଲୋଇସିଂହା ବ୍ଲକ ଅନ୍ତର୍ଗତ ଝାରମୁଣ୍ଡା ଗ୍ରାମରେ ୱାଲ୍ଡ ଭିଜନ ଇଣ୍ଡଆ ସହାୟତାରେ
Read More...

ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହେଲା : ଆଜି ବିହାର ଏନଡିଏର ନେତା ନିର୍ବାଚିତ ହେବେ ନୀତିଶ କୁମାର

ପାଟ୍‌ନା : ସରକାର ଗଠନ ପାଇଁ ଆଜି ବିହାରରେ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏନଡିଏର ନେତା ନିର୍ବାଚିତ ହେବେ ନୀତିଶ କୁମାର ବୋଲି ସୂଚନାରେ କୁହାଯାଇଛି । ମିଳିଥିବା ଖବର ଅନୁସାରେ ଆଜି ଦିନ ୧୨ଟା ୩୦ରେ ଏନଡିଏ ବିଧାୟକ ଦଳ ବୈଠକ ବସିବ, ଯେଉଁଥିରେ ପାଟନାରେ ହେବାକୁ ଥିବା ଏହି ବୈଠକରେ
Read More...

ପରଧିଆପାଲି ବିସ୍ଥାପିତଙ୍କ ମେଳିରେ ବିଧାୟକ : ଆଗ ଥଇଥାନ, ପଛେ ଡ୍ୟାମ କାମ

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : ଲୋଇସିଂହା ବ୍ଲକ ଅନ୍ତର୍ଗତ ଗଡଶଙ୍କର ଡୁଙ୍ଗୁରିପାଲିରେ ଚାଲିଥିବା ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ୪ ବିସ୍ଥାପିତ ଗ୍ରାମର ଲୋକଙ୍କୁ ନେଇ ଏକ ବୈଠକ ପରଧିଆପାଲି ଗାଁରେ ଅୟୋଜିତ ହୋଇଥିଲା । ଆଗ ଥଇଥାନ, ପଛେ ଡ୍ୟାମ କାମ ନାରା ଦେଇ ଆୟୋଜିତ ଏହି ବୈଠକରେ
Read More...

ଝାରବନ୍ଧରେ ଗିରି ଗୋବର୍ଦ୍ଧନ ପୂଜା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ଝାରବନ୍ଧ ବ୍ଲକ ଯାଦବ ସମାଜର ଗିରି ଗୋବର୍ଦ୍ଧନ ପୂଜା ପାଇଁ ଶନିବାର ଦିନ ୩ଘ ସମୟରେ କଳସ ଯାତ୍ରା ହୋଇ ଯାଇଛି । କରୋନା ମହାମାରୀ କୁ ଆଖି ଆଗରେ ରଖି ମାତ୍ର ୫୧ ଜଣ କଳସ ଧାରୀଙ୍କୁ ସାମିଲ କରାଯାଇଥିଲା । ସମସ୍ତଙ୍କୁ ସେନିଟାଜର ହାତ ଧୁଆ
Read More...

ସିଧା ହୋଇ ବସନ୍ତୁ ଓ ସୁସ୍ଥ ରୁହନ୍ତୁ

ଶରୀରର ଆଭ୍ୟନ୍ତରୀଣ ଅଙ୍ଗ ବିଶ୍ରାମ ନେବା ବିଶେଷ ମହତ୍ତ୍ୱ ରଖେ । ଏହାର ଅନେକ ଦିଗ ଅଛି । ଆମେ ବର୍ତ୍ତମାନ ଏହାର କେବଳ ଗୋଟିଏ ଦିଗ ଉପରେ ବିଚାର କରାଯାଉ । ଶରୀରର ଅଧିକାଂଶ ଗୁରୁତ୍ୱପୂର୍ଣ୍ଣ ଆଭ୍ୟନ୍ତରୀଣ ଅଙ୍ଗ ଛାତି ଏବଂ ପେଟରେ ଥାଏ । ଏହି ସମସ୍ତ ଅଂଶକୁ ନଟ୍‌ ବୋଲ୍ଟ ସହିତ ଗୋଟିଏ
Read More...

ଦୀପାବଳି ପୂର୍ବରୁ ସୀମାରେ ଗୁଳି ବିନିମୟ : ୩ ଭାରତୀୟ ଓ ୪ ପାକିସ୍ତାନୀ ସୈନିକ ନିହତ

ନୂଆଦିଲ୍ଲୀ : ଭାରତ ଏବଂ ପାକିସ୍ତାନ ପରସ୍ପରକୁ ନିୟନ୍ତ୍ରଣ ଲାଇନ୍‌ରେ ଅସ୍ତ୍ରବିରତି ଉଲ୍ଲଂଘନ କରିଥିବା ଅଭିଯୋଗ କରିଛନ୍ତି । ଭାରତୀୟ ସେନା କହିଛି ଯେ ଜାମ୍ମୁ କାଶ୍ମୀରର ଲାଇନ୍‌ ଅଫ୍‌ କଣ୍ଟ୍ରୋଲ ନିକଟରେ ଥିବା ଗୁରେଜ ଏବଂ ଉରି ସମେତ ଅନେକ ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କରି
Read More...