Monthly Archives

November 2020

କରୋନା ସଂକ୍ରମଣରେ ରାଜ୍ୟରେ ଆଜି ୫ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଆଜି କରୋନା ସଂକ୍ରମଣରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଖୋର୍ଦ୍ଧା ଜିଲ୍ଲାରୁ ୩ ଜଣ ଓ ନୂଆପଡ଼ାରୁ ୨ ଜଣ ଆଜି ମୃତ୍ୟୁବରଣ କରିଥିବା କୁହାଯାଇଛି ।
Read More...

୫ ଶହ ତଳକୁ ଖସିଲା ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା : ରାଜ୍ୟରେ ଆଜି ୪୧୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ୫ ଶହ ତଳକୁ ଖସିଛି ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ୪୧୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୪୧ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୧୧୭ ଜଣ ଅଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ
Read More...

ଶୀତର ପ୍ରକୋପ : ୧୫ ଡିଗ୍ରୀ ତଳେ ୧୧ ସହର

ଭୁବନେଶ୍ୱର, (ସୁଶା‌ନ୍ତ ସାହୁ) : ଶୀତର ପ୍ରକୋପରେ ଓଡ଼ିଶା ଥରୁଛି । ଓଡ଼ିଶାର ୧୧ ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଥିବା ରକେର୍ଡ କରାଯାଇଥିବା ସୂଚନାରେ କୁହାଯାଇଛି । ସୋନପୁର ସବୁଠୁ ବେଶୀ ଥଣ୍ଡା ସହର ପାଲଟିଛି । ଏଠାରେ ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ ତଳକୁ ଖସିପଡିଥିବା
Read More...

ବେଲଖଣ୍ଡି ଶିବ ମନ୍ଦିରରେ କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ର‌ଦ୍ଧାଳୁଙ୍କ ଭିଡ଼

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଓ କଳାହାଣ୍ଡି ଜିଲ୍ଲା ସୀମାନ୍ତରେ ଥିବା ଐତିହାସିକ ବେଲଖଣ୍ଡି ଶିବ ମନ୍ଦିର ଆଜି କାର୍ତ୍ତିକ ପୂର୍ଣ୍ଣିମା ଦିନରେ ଭଗବାନ ଶିବଙ୍କୁ ଦର୍ଶନ କରିବା ପାଇଁ ଦୂର ଦୁରନ୍ତରୁ ଲୋକମାନେ ଦର୍ଶନ କରିବା ପାଇଁ ଭିଡ଼ ଲଗାଇଥିବା ଦେଖିବାକୁ ମିଳିଛି
Read More...

ସଂପର୍କ ସଂପର୍କେ

ଶରଦିନ୍ଦୁ ଭୂଷଣ ହୋତା ଅନୁଭବି ଲୋକେ କହନ୍ତି - ସଂପର୍କ ହିଁ ଜୀବନ । କଥାଟିକୁ ପରିଷ୍କାର ଭାବେ ବୁଝାଯିବା ଦରକାର । ଠିକ୍‌ ଠିକ୍‌ ବୁଝି ନ ହେଲେ ବୋଧ ବାଉଳା ହେବା ସାର ହେବ । ତହିଁରୁ ମହତି ବିନଷ୍ଟି । ଜନ୍ମ ମଣିଷକୁ ଏକ ସ୍ଥୂଳ ପରିଚୟ ଦିଏ । ଅମୁକ ଘରର ଛୁଆ, ସମୁକ ତା'ର ମା'ବୁଆ,
Read More...

ସାଲେଭଟାରେ ରକ୍ତଦାନ ଶିବିର : ୨୧ ୟୁନିଟ ରକ୍ତ ସଂଗ୍ରହ

ଆଗଲପୁର, (ଦେବାଶିଷ ପଧାନ) : ଆଗଲପୁର ବ୍ଲକ ସାଲେଭଟା ନୂତନ ଡାକ୍ତରଖାନା ଠାରେ ଆଇଡ୍ରିମ ପବ୍ଲିକ ସ୍କୁଲ ଓ ଆମ ଓଡିଶାର ମିଳିତ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଡା.ହିମାଂଶୁ ଶେଖର ମିଶ୍ର ଯୋଗଦାନ କରି ଏହି ଶିବିରକୁ ଉଦଘାଟନ କରିଥିଲେ ।
Read More...

ଦୁଇ ହଜାର ବର୍ଷ ପୁରୁଣା ହିନ୍ଦୁ ମନ୍ଦିର ପାକିସ୍ତାନରେ ରହିଛି : ମୁସଲମାନମାନେ ମଧ୍ୟ ମୁଣ୍ଡ ନୁଆଁନ୍ତି ଏହି ମନ୍ଦିରରେ

ବାଲୁଚିସ୍ତାନ : ସମସ୍ତେ ଜାଣନ୍ତି, ଭାରତ ଏହାର ସଂସ୍କୃତି, ଧର୍ମ ଏବଂ ମନ୍ଦିର ପାଇଁ ସାରା ବିଶ୍ୱରେ ଜଣାଶୁଣା । କିନ୍ତୁ ଆପଣ ଜାଣି ଆଶ୍ଚର୍ୟ୍ୟ ହେବେ ଯେ ଆମର ପଡୋଶୀ ଦେଶ ଯାହା ଏକ ମୁସଲମାନ ପ୍ରାଧାନ୍ୟ ଦେଶ, ପାକିସ୍ତାନରେକିଛି ପ୍ରସିଦ୍ଧ ହିନ୍ଦୁ ମନ୍ଦିର ମଧ୍ୟ ଅଛି । ଏହାର ବୈଶିଷ୍ଟ୍ୟ
Read More...

ଅରୁଣାଚଳ ନିକଟ ବ୍ରହ୍ମପୁତ୍ର ନଦୀ ଉପରେ ଏକ ବୃହତ ବନ୍ଧ ନିର୍ମାଣ କରୁଛି ଚୀନ୍

ବେଜିଂ : ପୂର୍ବ ଲଦାଖରେ ଚାଲିଥିବା ସୀମା ବିବାଦ ମଧ୍ୟରେ ଚୀନ୍ ଡ୍ରାଗନ୍ ତିବ୍ଦତରୁ ଉତ୍ପନ୍ନ ବ୍ରହ୍ମପୁତ୍ର ନଦୀର ନିମ୍ନ ସ୍ରୋତରେ ଭାରତ ସୀମା ନିକଟରେ ଏକ ବୃହତ ବନ୍ଧ ନିର୍ମାଣ କରୁଛି । ଏହି ଡ୍ୟାମ୍ ଏହା ଚାଇନାରେ ନିର୍ମିତ ବିଶ୍ୱର ବୃହତ୍ତମ ଡ୍ୟାମ୍ ଥ୍ରୀ ଗର୍ଗ ଠାରୁ ତିନି ଗୁଣ ଅଧିକ ଜଳ
Read More...

ବିଜେପି ବିଧାୟକ କିରଣ ମାହେଶ୍ୱରୀ କରୋନା ଯୁଦ୍ଧରେ ହାରିଗଲେ : ମେଦାନ୍ତ ହସ୍ପିଟାଲରେ ପରଲୋକ

ନୂଆଦି‌ଲ୍ଲୀ : ଦେଶରେ କରୋନାରୁ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ରାଜସ୍ଥାନର ରାଜସମନ୍ଦର ଭାରତୀୟ ଜନତା ପାର୍ଟି (ବିଜେପି) ବିଧାୟକ କିରଣ ମାହେଶ୍ୱରୀଙ୍କ ଦେହାନ୍ତ ହୋଇଛି । ନିକଟରେ ସେ କରୋନା ପଜିଟିଭ୍ ହୋଇଥିଲେ । ଏହା ପରେ ହରିୟାଣାର ଗୁରୁଗ୍ରାମରେ ଅବସ୍ଥିତ ମେଦାନ୍ତ ହସ୍ପିଟାଲରେ
Read More...

ଦିଲ୍ଲୀ ଜାମ୍‌ କରିବାକୁ କୃଷକଙ୍କ ଚେତାବନୀ : ନଡ୍ଡାଙ୍କ ଘରେ ବିଳମ୍ବିତ ରାତିରେ ବୈଠକ

ନୂଆଦିଲ୍ଲୀ : କୃଷି ଆଇନକୁ ନେଇ ଗତ ୨ ମାସ ଧରି କୃଷକମାନେ ଆନ୍ଦୋଳନ ଚଳାଇଛନ୍ତି ଏବଂ ବର୍ତ୍ତମାନ ଏହି ସଂଗ୍ରାମ ଦିଲ୍ଲୀର ନିକଟତର ହୋଇଛି । କୃଷକମାନେ ଗତ ୪ ଦିନ ଧରି ଦିଲ୍ଲୀ ସୀମାରେ ଛିଡ଼ା ହୋଇଛନ୍ତି ଏବଂ ସେମାନଙ୍କର ଦାବୀ ହେଉଛି ଯନ୍ତର ମନ୍ତରରେ ବିରୋଧ କରିବା । କୃଷକ ଆନ୍ଦୋଳନ ଯୋଗୁଁ
Read More...