ଭାରତୀ ସିଂଙ୍କୁ ଡ୍ରଗ୍ ଯୋଗାଉ ଥିବା ବିକ୍ରେତା ଏନସିବି ହାତରେ ଧରାପଡ଼ିଲା
ନୂଆଦିଲ୍ଲୀ : ଡ୍ରଗ୍ସ ମାମଲାରେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ଏବଂ ହର୍ଷ ଲିମ୍ବାଚିୟାଙ୍କୁ ଗିରଫ କରାଯାଇଥିଲା । ତାଙ୍କ ଘରୁ ଗଞ୍ଜା ଏବଂ ଅନ୍ୟାନ୍ୟ ଡ୍ରଗ୍ସ ଉଦ୍ଧାର କରାଯାଇଥିଲା । ଭାରତୀ ଏନସିବି ଅଧିକାରୀଙ୍କ ସାମ୍ନାରେ ଡ୍ରଗ୍ସ ଗ୍ରହଣ କରୁଥିବା ସ୍ୱୀକାର କରିଥିଲେ। ଗୋଟିଏ ଦିନ ନ୍ୟାୟିକ!-->…
Read More...
Read More...