ପୁଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ : ଟଳି ପଡିଲା ମାଓ କମାଣ୍ଡର ସନ୍ତୋଷ
ମାଲକାନଗିରି : ସବୁବେଳେ ଚର୍ଚ୍ଚାରେ ରହେ ମାଲକାନଗିରି ଜିଲ୍ଲା । ପୁଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ଲାଗି ରହିଥିବା ବେଳେ ଛତିଶଗଡ ସୀମାନ୍ତରେ ପୁଣି ପୁଲିସ ଓ ମାଓବାଦୀ ମଧ୍ୟରେ ଜୋରଦାର ଚାଲିଥିଲା ଗୁଳି ବିନିମୟ । ଶେଷରେ ପୁଲିସ୍ ଗୁଳିରେ ମାଓ କମାଣ୍ଡର ସନ୍ତୋଷ ପୋଡିଆମୀ ଟଳି!-->…
Read More...
Read More...