Daily Archives

ସ୍ବେଚ୍ଛାସେବୀ ସଂଗଠନ ବଦାନ୍ୟ ବନ୍ଧୁ ତରଫରୁ ଶୀତ ବସ୍ତ୍ର ବଣ୍ଟନ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାରେ କାର୍ତ୍ତିକ ମାସ ଶେଷ ସପ୍ତାହ ଆରମ୍ଭରୁ ପ୍ରବଳ ଶୀତ ଅନୁଭୂତ ହେଉଛି । ଜଙ୍ଗଲ ପାହାଡ଼ ଅଞ୍ଚଳରେ ଏହି ଶୀତର ପ୍ରକୋପ ଆହୁରି ଅଧିକ ପରିଲକ୍ଷିତ ହେଉଛି। ଏହାକୁ ଦୃଷ୍ଟିରେ ରଖି ବରଗଡ଼ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ବଦାନ୍ୟ ବନ୍ଧୁ
Read More...

ଧର୍ମ ପରାୟଣ ବ୍ୟକ୍ତିଙ୍କ ପରଲୋକ

ଭୋଗରାଇ : (ଶିବନାରାୟଣ ପାତ୍ର) : ଭୋଗରାଇ ବ୍ଲକ ଖରିଦପିପଳ ଗ୍ରାମ ପଞ୍ଚାୟତ ଅଧୀନସ୍ଥ ଦହମୁଣ୍ଡା ଗ୍ରାମର ହରେନ୍ଦ୍ର ନାଥ ଦାସ ବେବର୍ତ୍ତାଙ୍କ ବାର୍ଦ୍ଧକ୍ଯ ଜନିତ ଗତ ମଙ୍ଗଳବାର ରାତ୍ରୀରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୬ ବର୍ଷ ହୋଇଥିଲା । ସ୍ୱର୍ଗତଃ ବେବର୍ତ୍ତା ଜଣେ
Read More...

ଆଦିବାସୀଙ୍କ ପ୍ରତି ସରକାରଙ୍କ ଚରମ ଅବହେଳା, ଉପେକ୍ଷା ଓ ପାତର ଅନ୍ତର ନୀତି ପ୍ରତିବାଦରେ ଜିଲ୍ଲାପାଳ କାର୍ଯ୍ୟାଳୟ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଆଦିବାସୀମାନଙ୍କ ପ୍ରତି ବୈମାତୃକ ମନୋଭାବ ରଖୁଛନ୍ତି । ଆଦିବାସୀମାନଙ୍କ ପ୍ରତି ଅବହେଳା କରୁଛନ୍ତି । ବିକାଶ ମୂଳକ କାର୍ୟ୍ୟରେ ପାତର ଅନ୍ତର ନୀତି ଅବଲମ୍ବନ କରୁଛନ୍ତି । ଉନ୍ନୟନମୂଳକ କାର୍ୟ୍ୟ, ଯୋଜନା, ଆର୍ଥିକ ସହାୟତାରୁ
Read More...

ସାମ୍ବାଦିକତା ଓ ଗଣ ଯୋଗାଯୋଗ ପାଠ୍ୟକ୍ରମ ପାଇଁ ବଲାଙ୍ଗିର ମାଟିର ଯୁବକ ମନୋନୀତ

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ୍ ବାଦୀମୁଣ୍ଡା ଗ୍ରାମର ରାଜୀବ କୁମାର ତ୍ରିପାଠୀ (ଚୀନୁ) । ଏସିଆ ମହାଦେଶର ସର୍ବପୁରାତନ ଓ ଶ୍ରେଷ୍ଠ ମିଡ଼ିଆ ତଥା ଗବେଷଣା ଅନୁଷ୍ଠାନ, ଭାରତୀୟ ଜନସଂଚାର ସଂସ୍ଥାନ, ଆଇଆଇଏମ୍‌ସି ଦିଲ୍ଲୀର ଆଞ୍ଚଳିକ କ୍ୟାମ୍ପସ ଢେଙ୍କାନାଳରେ
Read More...

ଅମଲିପାଲିରେ ମାଇକ୍ରୋ ଏକଟିଭିଟି ସେଣ୍ଟର ଉଦଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୱାର୍ଡ ନଂ - ୭ ଅମଲିପାଲି ଠାରେ ଏକ ମାଇକ୍ରୋ ଏକଟିଭିଟି ସେଣ୍ଟର ଉଦଘାଟିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ଏକ କାର୍ୟ୍ୟକ୍ରମରେ ପଦ୍ମପୁର ଉପ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ମୁଖ୍ୟଅତିଥି ଭାବରେ
Read More...

ଧାନ ବିକ୍ରି ଆରମ୍ଭରୁ ଚାଷୀ ଅସନ୍ତୋଷ : କଟ୍‌ନି-ଛଟ୍‌ନି ପ୍ରକ୍ରିୟାକୁ ବିରୋଧ କରି ଆନ୍ଦୋଳନ ଜାରି

ବେଲପଡ଼ା, (ଅଚ୍ୟୁତ ସିପୁନ ଖମାରୀ) : ବେଲପଡ଼ା ବ୍ଲକ ଧୁମାଭଟା ମଣ୍ଡିରେ କଟନି-ଛଟନି ପ୍ରକ୍ରିୟା ନେଇ ଚାଷୀ ଅସନ୍ତୋଷ ବୃଦ୍ଧି ପାଇଥିବା ଦେଖାଯାଉଛି । ଏଫ୍‌ଏକ୍ୟୁ ନାଁରେ ଚାଷୀମାନଙ୍କୁ ଶୋଷଣ ଲୁଟ୍ କରୁଥିବା କଥା ସାମ୍ନାକୁ ଆସିଛି । ଆଜି ସକାଳୁ ସକାଳୁ ମଣ୍ଡିରେ ଚାଷୀ ଆଣି ଧାନ ପକେଇଥିଲେ
Read More...

ନବମ ଶ୍ରାଦ୍ଧ ସମାରୋହ ଅବସରରେ ପ୍ରଫେସର ନାରାୟଣ ପୃଷେଠଙ୍କ ଗଳ୍ପ ସଂକଳନ ‘ହଳଦୀ ବସନ୍ତ’ ଲୋକାର୍ପିତ

ବଲା‌ଙ୍ଗିର, (କେପିଏନ୍‌ଏସ୍‌) : ଏକ ନିର୍ଦ୍ଦିଷ୍ଟ ସମୟକୁ ଜାଣିବା ପାଇଁ ଲୋଡା ସେହି ସମୟରେ ସୃଷ୍ଟି ହୋଇଥିବା ସାହିତ୍ୟର ଅଧ୍ୟୟନ । ସମୟର ସ୍ଵରକୁ ଲିପିବଦ୍ଧ କରିଥିବା ସାହିତ୍ୟ ଯେତେବେଳେ ପାଠକର ସମୟ ସହ ସମତାଳରେ ପ୍ରବାହିତ ହୁଏ, ସେତେବେଳେ ସେହି ସାହିତ୍ୟ ହୁଏ ସର୍ବକାଳର । ପ୍ରଫେସର
Read More...

ଜେଏନୟୁ ପ୍ରବେଶିକା ପରୀକ୍ଷାରେ କଳାହାଣ୍ଡି ଛାତ୍ରଛାତ୍ରୀଙ୍କ ସଫଳତା

କଳାହାଣ୍ଡି, (ପି.କେ.ସାହୁ) : ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟ (ଜେଏନୟୁ) ପ୍ରବେଶିକା ପରୀକ୍ଷା ୨୦୨୦ ରେ କଳାହାଣ୍ଡି ଜିଲ୍ଲାର ଦୁଇ ଜଣ ଶିକ୍ଷାର୍ଥୀ କୃତିତ୍ବ ହାସଲ କରିଛନ୍ତି । ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ଭବାନୀପାଟଣା ତଥା ବର୍ତ୍ତମାନର କଳାହାଣ୍ଡି ବିଶ୍ବବିଦ୍ୟାଳୟରୁ ଉଭୟ
Read More...

କଠିନ ବର୍ଜ୍ୟବସ୍ତୁ ପରିଚାଳନରେ ବରଗଡ଼ ପୌର ପରିଷଦ ବିଫଳ

ବରଗଡ଼, (ସତ୍ୟନାରାୟଣ ପଧାନ) : ମଇଳା ଆବର୍ଜନାର ପାହାଡ଼ ତାହା ପୁଣି ୪୦ ଫୁଟ ଉଚ୍ଚ ! ଦେଖିଲେ ବିଶ୍ୱାସ ହେବନି, କିନ୍ତୁ ସତ । ବରଗଡ ପୋୖର ପରିଷଦ ଅଧୀନରେ ଥିବା ଡମ୍ପିଙ୍ଗୟାଡ଼ ଏବେ ସବୁ ସୀମା ଟପି ସମ୍ପୂର୍ଣ୍ଣ ଆବର୍ଜନାମୟ ହୋଇ ସାରିଛି । ରବିବାର ଏହି କୁତ୍ରିମ ଆବର୍ଜନା ପାହାଡରେ ନିଆଁ
Read More...

ଝିଟିକି ଡାକ୍ତରଖାନାରେ ଡାକ୍ତର ରହୁ ନଥିବା ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ ଝିଟିକି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନିୟମିତ ରହୁ ନଥିବା ଅଭିଯୋଗ ହୋଇଛି । ଝିଟିକି ଏକ ଉପାନ୍ତ ଓ ଆଦିବାସୀ ଗ୍ରାମ ବହୁଳ ଜନ ବସତି ଅଟେ । ଏହି ଡାକ୍ତରଖାନାରେ ଆଖପାଖ ଅଞ୍ଚଳରେ ଲୋକେ
Read More...