Daily Archives

ଆଜିି ଓଡ଼ିଶାରୁ ୬୬୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଶାରୁ ଆଜି ୬୬୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୩୮୫ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ୨୮୩ ଆଂଚଳିକ ସଂକ୍ରମଣର ଶିକାର ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଜିଲ୍ଲା ଅନୁସାରେ
Read More...

ଭେଡେନ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ଶୈଲସୁତା ଦାଶଙ୍କ ଦେହା‌ନ୍ତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଭେଡେନ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ଶୈଲସୁତା ଦାଶଙ୍କ ହୃଦଘାତରେ ପରଲୋକ ହୋଇଥିବା ସୂଚନା ମିଳିଛି । ଜଣେ ଧର୍ମ ପରାୟଣ ମହିଳା ଥିଲେ ସେ ଓ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ତମ ଶିକ୍ଷା ପ୍ରଦାନ କରି ସମସ୍‌ସ୍ତଙ୍‌ଙ୍କ ପ୍ରିୟ ଭାଜନ
Read More...

ବାଇଡେନଙ୍କୁ ଅଭିନନ୍ଦନ ନ ଜଣାଇବାର କାରଣ କହିଲେ ରୁଷ ରାଷ୍ଟ୍ରପତି ପୁଟିନ

ମସ୍‌କୋ : ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ବିଜୟ ପାଇଁ ଅଭିନନ୍ଦନ ନ ଜଣାଇବାର କାରଣ କହିଛନ୍ତି ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଶ୍ରୀ ପୁଟିନ୍‌ କହିଛନ୍ତି ଯେ, ଆଇନଗତ ଯୁଦ୍ଧ ସ୍ଥିର ନହେବା ପର୍ଯ୍ୟନ୍ତ ସେ ଅପେକ୍ଷା କରିବେ, ତା’ପରେ ସେ ବାଇଡେନଙ୍କୁ
Read More...

ଅମାନବୀୟ କାଣ୍ଡ : ନାବାଳିକା ଝିଅକୁ ପୋଡି ହତ୍ୟା ଉଦ୍ୟମ : ବାପାଙ୍କ ନାଁରେ ଅଭିଯୋଗ ଅଣିଲେ ମାମୁଁଘର ଲୋକେ

ବେଲପଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ଡେବରିପାଲି ଗାଁରେ ଦେଖିବାକୁ ମିଳିଛି ଅମାନବୀୟ କାଣ୍ଡ । ଜଣେ ନାବାଳିକାକୁ ଝିଅକୁ କିରୋସିନ ଢାଳି ପୋଡି ଦେଇ ହତ୍ୟା ଉଦ୍ୟମ କରାଯାଇଛି । ଗୁରୁତର ନାବାଳିକା ହେଲେ ସୂର୍ୟ୍ୟକାନ୍ତୀ ନାଗ(୧୬) । ସୂଚନା ଅନୁସାରେ ସୂର୍ୟ୍ୟକାନ୍ତୀ
Read More...

ଆଜି ପବିତ୍ର ଅଁଳା ନବମୀ

ବଲା‌ଙ୍ଗିର, (କେପିଏନ୍‌ଏସ୍‌) : ଆଜି କାର୍ତ୍ତିକ ମାସ ଶୁକ୍ଲପକ୍ଷ ନବମୀ ତିଥି ବା ପବିତ୍ର ଅଁଳା ନବମୀ । ଚଳିତ ବର୍ଷ କରୋନା ସଂକ୍ରମଣ ଯୋଗୁଁ ସବୁ ପର୍ବପର୍ବାଣୀ ଫିକା ପଡ଼ିଥିବା ବେଳେ ଅଁଳା ନବମୀ ଏହି ଅବସରରେ ମଧ୍ୟ କାଁ ଭାାଁ ମ‌ନ୍ଦିରମାନ‌ଙ୍କୁ ଶ୍ରଦ୍ଧାଳୁଙ୍କୁ ଦେଖିବାକୁ ମିଳୁଛି ।
Read More...

ସୁନା ବ୍ୟବସାୟୀ ନିଖୋଜ ଘଟଣା : ନିଖୋଜ ହେବାର ୧୭ଦିନ ପରେ ମୁଦଘାଟ-ଚିପାକାନୀ ଜଙ୍ଗଲରୁ ମୃତ ଦେହ ଉଦ୍ଧାର କଲା ପୁଲିସ

ମୃତ ଦେହ ପାଖେ ରହିଛି ମୃତକଙ୍କ ବାଇକ୍ : ଗୁପ୍ତଧନ ପାଇଁ ହତ୍ୟା ସନ୍ଦେହ, ତଦନ୍ତ କରୁଛି ପୁଲିସ ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଥାନା ଅଧୀନରେ ଥିବା ହାତୀସରା ଗାଁର ନିଖୋଜ ଥିବା ସୁନା ବ୍ୟବସାୟୀର ମୃତ ଦେହ ଦେଓଗାଁ ଓ ପାଟଣାଗଡ଼ ଥାନାର ସୀମା ମୁଦଘାଟ-ଚିପାକାନି ଜଙ୍ଗଳରେ
Read More...

ପେକ୍ସ ପଞ୍ଜିକରଣରୁ ଦୁର୍ନୀତି : ଧାନ ବିକ୍ରି ଟଙ୍କା ଖାଉଥିଲେ ଭୂତ ଚାଷୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଖରିଫ ଧାନ କିଣା । ଚାଷୀ ଏହି ଧାନ କିଣା ପ୍ରକ୍ରିୟାରେ ସାମିଲ ହୁଅନ୍ତି । ଧାନ ବିକନ୍ତି ମଣ୍ଡିରେ । ମିଲର୍ସ ଧାନ ନିଅନ୍ତି । ଚାଷୀଙ୍କ ଖାତାରେ ଧାନ ବିକ୍ରି ଟଙ୍କା ପଡେ । ତେବେ କଟ୍‍ନି ଛଟ୍‍ନି ସହ ବେପାରୀଙ୍କ ଧାନ କିଣାକୁ ନେଇ ପ୍ରତିବାଦ କରନ୍ତି
Read More...

ଚାଲିଗଲେ ଓଡିଶା ରାଜ୍ୟପାଳଙ୍କ ଧର୍ମପତ୍ନୀ ସୁଶୀଳା ଦେବୀ

ଭୁବନେ‌ଶ୍ୱର : ଓଡିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ପତ୍ନୀଙ୍କ ଦେହାନ୍‌ନ୍ତ ହୋଇଥିବା ସୂଚନା ମିଳିଛି । ରାଜ୍ୟପାଳଙ୍କ ପତ୍ନୀ ସୁଶୀଳା ଦେବୀ ଚିକିତ୍ସାଧିୀନ ରହିଥିବା ବେଳେ ମୃତ୍ୟୁବରଣ କରିଛନ୍ତି । ଗତ ନଭେମ୍ବର ୧ ତାରିଖରେ କରୋନା ସଂକ୍ରମଣର ଶିକାର ହୋଇଥିଲେ ସେ । ଭୁବନେଶ୍ୱରର ଏକ
Read More...

ଚର୍ଚ୍ଚାରେ କ୍ଷୁଦ୍ର ଚଳଚ୍ଚିତ୍ର “ଟାଙ୍ଗର୍”

କଳାହାଣ୍ଡି, (ପି.କେ.ସାହୁ) : ପରମ୍ପରା ସମାଜକୁ ସବୁବେଳେ ନୂଆ ଶିକ୍ଷା ଦିଏ, ମଣିଷକୁ ନିଆରା ପରିଚୟ ଦିଏ । ଅତ୍ୟାଧୁନିକ ମଣିଷକୁ ପୁଣିଥରେ ମାଟିମଗ୍ନ କରିବା ହିଁ “ଟାଙ୍ଗର୍”ର ମୂଳ ଉଦ୍ଦେଶ୍ୟ । ଏଇ ଚଳଚ୍ଚିତ୍ରର ପ୍ରଯୋଜନା କରିଛନ୍ତି ପଣ୍ଡିତ ଅଜିତ କୁମାର ଦାଶ ଏବଂ କାହାଣୀ ଓ ସଂଳାପ
Read More...

ରାଜସ୍ଥାନରେ କରୋନା ସଂକ୍ରମଣ ଆଶଂକା : ୮ ଜିଲ୍ଲାରେ ରାତ୍ରିକାଳୀନ କର୍ଫ୍ୟୁ

ଜୟପୁର : କରୋନା ସଂକ୍ରମଣର ସ୍ଥିତିକୁ ଦୃଷ୍ଟିରେ ରଖି ରାଜସ୍ଥାନ ରାଜ୍ୟ ସରକାର ୮ଟି ଜିଲ୍ଲାରେ ପୁଣି ରାତ୍ରିକାଳୀନ କର୍ଫ୍ୟୁ ଜାରି କରିଛନ୍ତି । ଗତକାଲି ରାତିଠାରୁ ଏହା ଲାଗୁ ହୋଇଥିବା ଜଣାପଡ଼ିଛି । ଜୟପୁର, ଯୋଧପୁର, କୋଟା, ବିକାନେର, ଉଦୟପୁର, ଆଜେମେର, ଅଲୱାର ଏବଂ ଭିଲୱାରାର
Read More...