Daily Archives

ନୀତୀଶ ପୁଣି ହେବେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ନୀତୀଶ କୁମାର ପୁଣି ମୁଖ୍ୟମନ୍ତ୍ରୀ ହେବେ । ଆଜି ଅନୁଷ୍ଠିତ ଏନଡିଏ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏନଡିଏ ନେତା ଭାବେ ନୀତୀଶ କୁମାର ନିର୍ବାଚିତ ହୋଇଛନ୍ତି । ପର୍ୟ୍ୟବେକ୍ଷକ ରାଜନାଥ ସିଂହ ଏନଡିଏ ନେତା ଭାବେ ନୀତୀଶଙ୍କ ନାମ ଘୋଷଣା କରିଛନ୍ତି । କିଛି ସମୟରେ
Read More...

ବୁଡି ଅଂଚଳ ଅଗ୍ରଗାମୀ ସଂଘର ୧୧ ଦଫା ଦାବୀ : ଗୋଟିଏ ପ୍ରକଳ୍ପରେ ସର୍ବତ୍ର ଗୋଟିଏ ଆଇନ ଲାଗୁ ହେଉ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲାର ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ନିର୍ମାଣ କାମ ଗତ ୨ ବର୍ଷରୁ ଅଧିକ ସମୟ ହେଲା ବନ୍ଦ ହୋଇ ପଡିରହିଛି । ଇତି ମଧ୍ୟରେ ନିର୍ମାଣ କାମ ପୁଣି ଆରମ୍ଭ କରିବା ପାଇଁ ସରକାର ତତ୍ପରତା ପ୍ରକାଶ କରିଛନ୍ତି । କିନ୍ତୁ ସରକାରଙ୍କ ନିଷ୍ପତ୍ତିକୁ
Read More...

ବଙ୍ଗାଳି ଅଭିନେତା ସୌମିତ୍ର ଚାଟର୍ଜୀଙ୍କ ପରଲୋକ

ନୂଆଦିଲ୍ଲୀ : ଜଣାଶୁଣା ବଙ୍ଗାଳି ଅଭିନେତା ସୌମିତ୍ର ଚାଟର୍ଜୀ(୮୫)ଙ୍କ ପରଲୋକ ହୋଇଯାଇଛି । ୨୦୧୨ରେ ଦାଦାସାହେବ ଫାଲକେ ପୁରସ୍କାର ପାଇଥିବା ସୌମିତ୍ର ଚାଟାର୍ଜୀଙ୍କୁ ଲାଇଫ ସପୋଟ ସିଷ୍ଟମରେ ରଖା ଯାଇଥିଲା । ଗତ କିଛି ଦିନରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ଥିବାରୁ କଲିକତାର ଏକ ଘରୋଇ
Read More...

ରାସ୍ତା ମରାମତି ପାଇଁ ଜିଲ୍ଲାପାଳଙ୍କୁ ଗୁହାରୀ କଲେ ଗ୍ରାମବାସୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ସଂପୃକ୍ତ ବ୍ଲକ୍‌ର ବୁଢ଼ାବାହାଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖଲିଆପାଲି ଗାଁର ଗ୍ରାମବାସୀମାନେ ରାସ୍ତା ମରାମତି ପାଇଁ ବଲାଙ୍ଗିର ଜିଲ୍ଲାପାଳଙ୍କଠାରେ ଗୁହାରୀ କରିଛନ୍ତି । ସେମାନଙ୍କ କହିବା ଅନୁସାରେ ଗାଁରୁ ବୁଢ଼ାବାହାଲ ଗ୍ରା.ପ.କୁ ଯାଇଥିବା ମୁଖ୍ୟ
Read More...

ଅଚଳ ହୋଇ ପଡିରହିଛି ନଳକୂପ : ପାଣି ପାଇଁ ଜନସାଧାରଣ ଅସୁବିଧା ଭୋଗୁଛନ୍ତି

ଆଗଲପୁର (ଦେବାଶିଷ ପଧାନ) : ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ନଅଗାଁ ପଞ୍ଚାୟତର କଣ୍ଠିପାଲି ଗ୍ରାମରେ ଦୀର୍ଘ ଏକ ମାସ ହେବ ନଳକୂପ ଅଚଳ ହୋଇ ପଡି ରହିଥିବାରୁ ଗୋଟିଏ ପଡ଼ାର ଜନସାଧାରଣ ପାଣି ଟିକିଏ ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗ୍ରାମବାସୀ ବାରମ୍ବାର ବିଭାଗୀୟ
Read More...

ଗରମ ପାଣି ଗାଧୋଇବାର ଲୋଭରୁ ଚାଲିଗଲା ୨ ଜୀବନ : ମା’ ଝିଅଙ୍କ ମୃତ୍ୟୁ

ଗୁଣପୁର : ଗରମ ପାଣି ଗାଧୋଇବାର ଲୋଭରୁ ଚାଲିଯାଇଛି ୨ ଅମୂଲ୍ୟ ଜୀବନ । ପାଣି ଗରମବେଳେ ୨ଜଣଙ୍କ ଜୀବନ ଚାଲିଯିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି ପଦ୍ମପୁର ଥାନା ସାଇନନଗର ସାହିରେ । ଘର ଭିତରୁ ମା' ଝିଅଙ୍କ ମୃତଦେହ ଉଦ୍ଧାର କରାଯାଇଛି । ପାଣି ଗରମ କରୁଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ
Read More...

ଆତଙ୍କିସ୍ତାନର ସେନାଙ୍କ ଆରୋପ, ପାକିସ୍ତାନରେ ଆତ୍ମଘାତୀ ଆକ୍ରମଣ ପାଇଁ ଭାରତ ୧ କୋଟି ଟଙ୍କା ଦେଇଛି

ଇସଲାମାବାଦ : ଜାମ୍ମୁ କାଶ୍ମୀରରେ ଆତଙ୍କବାଦ କାରଖାନା ଚଳାଉଥିବା ଆତଙ୍କିସ୍ତାନ (ପାକିସ୍ତାନ) ଏବେ ଏଫ୍‌ଏଟିଏଫ୍‌ରୁ ରକ୍ଷା ପାଇବା ପାଇଁ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଆକ୍ରମଣ ନିସ୍ତାର ପାଇବାକୁ ଆଉ ଏକ କୌଶଳ ଆପଣେଇଛି । ଆତଙ୍କବାଦୀଙ୍କୁ ଉତ୍ସାହିତ କରିଥିବା ପାକିସ୍ତାନୀ
Read More...

ପଲ୍ଲୀ ଆଲୋକ ପାଠାଗାର ପକ୍ଷରୁ ଇ-ମହକ କାର୍ୟ୍ୟକ୍ରମ

ଲୋଇସିଂହା, (କେପିଏନ୍‌ଏସ୍‌) : ଶିଶୁ ଭିତରେ ଥିବା ଅନ୍ତନିହିତ ପ୍ରତିଭା କୁ ଖୋଜି ପାଇଲେ ଆଗାମୀ ସମୟ ହେବ ସୁଖମୟ।ଦେଶ ପାଇଁ ହେଵ ନୂତନ ସୂର୍ୟ୍ୟୋଦୟ। ତେଣୁ କୋରୋନା ର କଟକଣା ମଧ୍ୟରେ ଵଲାଙ୍ଗିର ର ଅଗ୍ରଣୀ ଅନୁଷ୍ଠାନ ପଲ୍ଲୀ ଆଲୋକ ପାଠାଗାର ତରଫରୁ ଶିଶୁ ଦିଵସ ଅଵସରରେ ଅନଲାଇନରେ ଶିଶୁ
Read More...

ଖସୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା : ଆଜିି ଓଡ଼ିଶାରୁ ୭୫୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ କମି ଚାଲଛି ରାଜ୍ୟରେ । ଓଡ଼ିଶାରୁ ଆଜି ୭୫୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୪୩୪ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ୩୧୯ ଆଂଚଳିକ ସଂକ୍ରମଣର ଶିକାର ହୋଇଥିବା ରାଜ୍ୟ ସୂଚନା ଓ
Read More...

ରାତି ସାରା ପ୍ରଚୁର ଶବ୍ଦ ପ୍ରଦୂଷଣ କଲା ଭଳି ବାଣ ଫୁଟା

ସମ୍ବଲପୁର, (ସମ୍ବଲପୁର) : ଦୀପାବଳୀ ବେଳେ ବାଣ ବିକ୍ରୀ ଓ ଫୁଟାଇବା ପାଇଁ ବାରଣ କରଯାଇଥିଲା ଓ ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରଚାର କରାଯାଇଥିଲା । ଫଳତଃ ମୁଖ୍ୟ ରାସ୍ତାରେ ଅନ୍ୟ ବର୍ଷ ପରି ବାଣ ଫୁଟା ହୋଇ ନ ଥିଲା, ମାତ୍ର ସହରର ଗଳି କନ୍ଦିରେ ଓ ପଡାମାନଙ୍କରେ ଏହାର କିଛି
Read More...