Daily Archives

ସାପ ଖେଳାଇ ପଇସା ମାଗୁଥିବା କେଳା ଗିରଫ : ଛଅ ଫୁଟର ଅଜଗର ସାପ ଜବତ କଲା ବନ ବିଭାଗ

ଢ଼େଙ୍କାନାଳ : ଛଅ ଫୁଟ ଅଜଗର ସାପ ଜବତ କରିବା ସହ ସାପ ଖେଳାଇ ପଇସା ମାଗୁଥିବା କେଳାଙ୍କୁ ଗିରଫ କରିଛି ବନ ବିଭାଗ । ଗିରଫ ପରେ ସାପ ଖେଳ ଦେଖାଉଥିବା ରଞ୍ଜନ ପ୍ରଧାନ(୪୦)ଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି । ଗତକାଲି ଢ଼େଙ୍କାନାଳ ସହରର ଅଳସୁଆ ହାଟ ଠାରେ କେଳା ଜଣକ ଛଅ ଫୁଟ ଲମ୍ବା ଏକ
Read More...

ଅଭିନବ ଉପାୟରେ ଦେଶୀ ମଦ ବିକ୍ରି କରୁଥିବା ଯୁବକ ଗିରଫ୍‌ : ୫୦ ମଦଭର୍ତ୍ତି ସୋଡ଼ା ଓ କୋଲ୍‌ ଡ୍ରିଙ୍ଗ୍‌ସ୍‌ ବୋତଲ ଜବତ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଭିନବ ଉପାୟରେ ରନ୍ଧା ଦେଶୀ ମଦ ବିକ୍ରି କରୁଥିବା ଜଣେ ଯୁବକ ଗିରଫ୍‌ ହୋଇଥିବା ବେଳେ ତା’ପାଖରୁ ୫୦ ମଦଭର୍ତ୍ତି ସୋଡ଼ା ଓ କୋଲ୍‌ ଡ୍ରିଙ୍ଗ୍‌ସ୍‌ ବୋତଲ ଜବତ କରିଛି ପୋଲିସ । ପୋଲିସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ବଲାଙ୍ଗିର ସହରର
Read More...

କରୋନାରୁ କରୁଣ ପରିସ୍ଥିତି : ସପ୍ତାହେ ମଧ୍ୟରେ ଉଭୟ ବାପ ପୁଅଙ୍କ ଜୀବନ ନେଲା କରୋନା, ସାହାଯ୍ୟର ହାତ ବଢାଇଲା ସଂକଳ୍ପ…

ବରଗଡ଼, (ନିରୋଜ କୁମାର ପାଣୀ) : ସଂକଳ୍ପ ପରିବାର ତରଫରୁ ଆଜି କରୋନା ମୃତକଙ୍କ ଶବ ସତ୍କାର କରାଯାଇଛି । ମୃତକ ଜଣକ ହେଲେ ସହେଲା ବ୍ଲକ ଚିଛିଣ୍ଡା ଗ୍ରାମର ପ୍ରଦୀପ ନାଏକ(୪୨) । ସୂଚନା ଅନୁସାରେ ସେ ସହେଲା ପଶୁ ଡାକ୍ତରଖାନାରେ ଗୋମିତ୍ର ଭାବରେ କାର୍ୟ୍ୟରତ ଥିଲେ । ମୃତ ପ୍ରଦୀପ ଗତ ମାସ ୩୦
Read More...

କ୍ୟାନସର ହସ୍ପିଟାଲ ପ୍ରତିଷ୍ଠା ପାଇଁ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ଦାବୀପତ୍ର ପ୍ରଦାନ

ବରଗଡ଼, (ନିରୋଜ କୁମାର ପାଣୀ) : ଜିଲ୍ଲାରେ କ୍ୟାନସର ପୀଡ଼ିତଙ୍କ ସଂଖ୍ୟା ବୃଦ୍ଧି ସଙ୍ଗେ ସଙ୍ଗେ ମୃତ୍ୟୁ ସଂଖ୍ୟା ବି ବଢ଼ୁଛି । ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ଏ ପର୍ୟ୍ୟନ୍ତ କାର୍ୟ୍ୟକ୍ଷମ ହୋଇନାହିଁ । ଫେବୃଆରୀ ମାସ ୬ ତାରିଖ ଗୁରୁବାର ଦିନ ତିନି ଜଣିଆ ଟିମ୍ ଆସି ତର୍ଜମା କରିବା ସହ
Read More...

ଏଇ ମାସରେ ଖୋଲିବ ସ୍କୁଲ : ନବମରୁ ଯୁକ୍ତ ଦୁଇ ଯାଏଁ ସବୁ କ୍ଲାସ୍ ହେବ

ଭୁବନେ‌ଶ୍ୱର : ଏଇ ମାସରେ ଖୋଲିବ ସ୍କୁଲ। ନବମରୁ ଯୁକ୍ତ ଦୁଇ ଯାଏଁ ସବୁ କ୍ଲାସ୍ ହେବ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ପ୍ରଦାନ କରିଛନ୍ତି । ପିଲାଙ୍କୁ ଛାଡିବା ପାଇଁ ଅଭିଭାବକମାନେ ଯଦି ଅରାଜି ହୁଅ‌ନ୍ତି, ତେବେ ଅନଲାଇନ ବ୍ୟବସ୍ଥା କରାଯିବ ବୋଲି ମଧ୍ୟ ମନ୍ତ୍ରୀ ଶ୍ରୀ
Read More...

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ହରିହର ଦାଶଙ୍କ ପରଲୋକ

ବ୍ରହ୍ମପୁର : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ହରିହର ଦାଶ(୮୨)ଙ୍କ ଗତରାତିରେ ହୃଦଘାତରେ ପରଲୋକ ହୋଇଯାଇଥିବା ସୂଚନା ମିଳିଛି । ସେ କିଛି ଦିନ ପୂର୍ବେ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ କରୋନାରୁ ସୁସ୍ଥ ହୋଇ ଗତକାଲି ନିଜ ବାସଭବନକୁ ଆସିଥିଲେ । କି‌ନ୍ତୁ ବିଧିର ବିଧାନ
Read More...

ଅଭିନେତା ଫରାଜ ଖାନ୍‌ଙ୍କ ପରଲୋକ

ମୁ‌ମ୍ବାଇ : ଜଣାଶୁଣା ସିନେମା ଅଭିନେତା ଫରାଜ ଖାନ୍‌ଙ୍କ ପରଲୋକ ଘଟିଛି । ସେ ବେଙ୍ଗାଲୁରୁର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୫୦ ବର୍ଷ ହୋଇଥିଲା । ପୂଜା ଭଟ୍ଟ ଫରାଜଙ୍କ ମୃତ୍ୟୁ ନେଇ ଟୁଇଟର୍‌ରେ ସୂଚନା ଦେଇଛନ୍ତି । ମେହେ‌ନ୍ଦି, ଫରେବ୍‌, ଦୁଲହନ୍‌ ବନୁ ମେ
Read More...

୮୦ ଲକ୍ଷ ଟଙ୍କାର ଗଞ୍ଜେଇ ସହ ପିକଅପ ଭ୍ୟାନ୍‌ ଜବତ

କୋରାପୁଟ : ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ସହ ପିକଅପ ଭ୍ୟାନ୍‌ ଜବତ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ମାଛକୁଣ୍ଡ ବିଏସଏଫ ଓ କୋରାପୁଟ ପୁଲିସର ଗାଡି ଯାଞ୍ଚ ସମୟରେ ଆଜି ଏକ ପିକଅପ ଭ୍ୟାନରୁ ପ୍ରାୟ ୮ କ୍ୱିଣ୍ଟାଲ ଗଞ୍ଜେଇ ଜବତ ହୋଇଥିବା କୁହା ଯାଇଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ
Read More...

ବସ୍‌ ଭଡ଼ା ପ୍ରସଂଗ : ଅଧିକ ଭଡ଼ା ନେଇ ପାରିବେନି, ନେଲେ ବାତିଲ ହେବ ପରମିଟ

କଟକ : ଅନେକ ସମୟରେ ବସ ଭିତରେ ଯାତ୍ରୀ ଲୁଟର ଶିକାର ହେଉଛନ୍ତି । କରୋନା ପାଇଁ ବସ୍‌ ଭଡ଼ା ବଢ଼ିଥିବା କହି ଯାତ୍ରୀଙ୍କୁ ଲୁଟୁଛନ୍ତି ବସ କଣ୍ଡକ୍ଟରମାନେ । ଏଭଳି ଅଭିଯୋଗ ପରିବହନ କମିସନରଙ୍କ ନିକଟକୁ ଆସିବା ପରେ ରାଉରକେଲାରେ ଦୁଇଟି ବସ୍‌କୁ ଅଧିକ ଭଡ଼ା ଆଦାୟ ଅଭିଯୋଗରେ ଜବତ କରାଯାଇଛି ।
Read More...

ଶତ୍ରୁ ସାବଧାନ ! ଆଜି ଆଉ ୩ ରାଫେଲ ଯୁଦ୍ଧ ବିମାନ ଭାରତରେ ପହଞ୍ଚୁଛି

ନୂଆଦିଲ୍ଲୀ : ଭାରତୀୟ ବାୟୁସେନା ଅଧିକ ଶକ୍ତିଶାଳୀ ହେବାକୁ ଯାଉଛି । ବାସ୍ତବରେ ଆଜି ଆଉ ତିନିଟି ରାଫେଲ ଯୁଦ୍ଧ ବିମାନ ଭାରତରେ ପହଞ୍ଚୁଛି । ଆଜି ସନ୍ଧ୍ୟା ସୁଦ୍ଧା ଏହି ବିମାନ ଭାରତରେ ପହଞ୍ଚିବ । ଏହା ସହିତ ଭାରତୀୟ ବାୟୁସେନାର ଶକ୍ତି ଆହୁରି ବୃଦ୍ଧି ପାଇବ ଏବଂ ଯୁଦ୍ଧକ୍ଷେତ୍ରରେ ଦବ୍‌ଦବା
Read More...