କାଲି ଠୁ ଖୋଲିବ ଭୁବନେଶ୍ୱର ଏମ୍ସ ଓପିଡି
ଭୁବନେଶ୍ୱର : କରୋନା କଟକଣା ପାଇଁ ବନ୍ଦ ରହିଥିବା ଭୁବନେଶ୍ୱର ଏମ୍ସ ଓପିଡି କାଲି ଠୁ ଖୋଲିବ ବୋଲି ସୂଚନା ମିଳିଛି । ତେବେ ପ୍ରଥମ ପର୍ୟ୍ୟାୟରେ ମାତ୍ର ତିରିଶ ଜଣ ରୋଗୀ ଚିକିତ୍ସା ସେବା ପାଇବା ପାଇଁ ନାମ ପଞ୍ଜୀକରଣ କରିପାରିବେ ବୋଲି କୁହାଯାଇଛି । ତେବେ ପରବର୍ତ୍ତି ସମୟରେ କରୋନା!-->…
Read More...
Read More...