ବେଆଇନ ପଥର ଚୋରା ଚାଲାଣ ବେଳେ ପଥର ବୋଝେଇ ଗାଡି ଉପରେ ତହସିଲଦାରଙ୍କ ଚଢ଼ାଉ : ୧୫ ହଜାର ଟଙ୍କାର ରାଜସ୍ୱ ଆଦାୟ
ଦେଓଗାଁ, (ମନୀଷ କୁମାର ସାହୁ) : ବେଆଇନ ଭାବରେ ପଥର ବୋଝେଇ ହୋଇ ଯାଉଥିବା ଏକ ଟ୍ରାକ୍ଟର ଗାଡି ଉପରେ ଗୁରୁବାର ଦିନ ଦେଓଗାଁ ତହସିଲଦାର ଚଢ଼ାଉ କରି ଜବତ କରିଥିବା ଜଣାପଡ଼ିଛି । କୁତୁର୍ଲା ଆର୍ଆଇ ସାର୍କିଲ ଅନ୍ତର୍ଗତ ଜାତୀୟ ରାଜପଥ୨୬ ବହଲି ଛକ ଉପରେ ଥିବା ପଥର ବୋଝେଇ ଗାଡିର କାଗଜପତ୍ର!-->…
Read More...
Read More...