ପଦ୍ମପୁର ଠାରେ ନୁତନ ଚାଷୀ ବିଲ୍କୁ ନେଇ କୃଷକ ଚେତାବନୀ ବିକ୍ଷୋଭ
ପଦ୍ମପୁର, (ନିରୋଜ କୁମାର ପାଣୀ) : କୃଷି କ୍ଷେତ୍ରରେ କମ୍ପାନୀ କରଣ ତଥା ନୂତନ ତିନି ଆଇନକୁ ବିରୋଧ କରି ଆଜି ପଦ୍ମପୁର ଆରଏମସି. ପଡିଆ ଠାରେ ରାଜବୋଡାସମ୍ବର କୃଷକ ସଂଙ୍ଗଠନ ଆହ୍ବାନରେ କୃଷକ ଚେତାବନୀ ବିକ୍ଷୋଭ ସହ ବିରାଟ ଚାଷୀ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମାବେଶରେ ପଦ୍ମପୁର!-->…
Read More...
Read More...