ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ ବ୍ୟାପକ ଟେଷ୍ଟ କ୍ୟାମ୍ପ କାର୍ଯ୍ୟକ୍ରମ
ବଲାଙ୍ଗିର, (କେପିଏନ୍ଏସ୍) : ଜିଲ୍ଲା ପ୍ରଶାସନ ପକ୍ଷରୁ ବଲାଙ୍ଗିର ଘରୋଇ ବସ୍ଷ୍ଟାଣ୍ଡରେ ଭାଗୀରଥି ଛକ ଠାରୁ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ପର୍ୟ୍ୟନ୍ତ ରାସ୍ତା ଅଂଚଳରେ ବସବାସ କରୁଥିବା ସର୍ବ ସାଧାରଣଙ୍କ ପାଇଁ କୋଭିଡ ବ୍ୟାପକ ଟେଷ୍ଟ କ୍ୟାମ୍ପ କାର୍ୟ୍ୟକ୍ରମ କରାଯାଇଛି । ଏହି ଅବସରରେ!-->…
Read More...
Read More...