Daily Archives

ସ୍ୱାସ୍ଥ୍ୟକର୍ମୀଙ୍କ କରୋନାରେ ଦେହାନ୍ତ

ଯାଜପୁର, (କେପିଏନ୍‌ଏସ୍‌) : ଯାଜପୁର ସହର ପାଇଁ ଏକ ଦୁଃଖଦ ଖବର । ପୌରପାଳିକାର ସ୍ୱାସ୍ଥ୍ୟକର୍ମୀ ଲୋକେଶ ପଣ୍ଡାଙ୍କ କରୋନାରେ ଦେହାନ୍ତ ହୋଇଥିବା କୁହାଯାଇଛି । କରୋନା ସଂକ୍ରମଣ ସମୟରେ ସେ ପୌରପାଳିକା ଅଂଚଳରେରେ ଦାୟିତ୍ୱ ନିର୍ବାହ କରୁଥିଲେ। ସମସ୍ତ କୋଭିଡ କେୟାର୍ ସେଣ୍ଟରର ତଦାରଖ କରିବା
Read More...

କଟକଣା ସହ ସର୍ଗିପାଲିରେ ଜାନା ବୁଢ଼ା ଯାତ୍ରା ସମ୍ପନ୍ନ

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ଦୁଇ ଦିନ ଧରି ଚାଲିଥିବା ଜାନା ବୁଢ଼ା ଯାତ୍ରା କଟକଣା ସହ ପାଳିତ ହୋଇଯାଇଛି । ଉକ୍ତ ଯାତ୍ରା ଦଶହରା ମାସରେ ପାଳନ କରାଯାଇଥାଏ ଏବଂ ଏହା ଷୋହଳ ଦିନ ଧରି ପୂଜା ବିଧି କରିବା ସହ ବହୁ ଆଡ଼ମ୍ବରେ ପାଳନ କରାଯାଇଥାଏ । କିନ୍ତୁ କରୋନା ମହାମାରୀ ରୂପ ଧାରଣ
Read More...

ଆଜି ମା’ଙ୍କ ଶାନ୍ତ-କାନ୍ତ-କୋମଳ-କମନୀୟ ବେଶ ‘ରାଜରାଜେଶ୍ୱରୀ’

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସମଲେଇ ମନ୍ଦିର, ପାଟଣେଶ୍ୱରୀ ମନ୍ଦିର, ଦୁର୍ଗା ମନ୍ଦିର ତଥା ଅନ୍ୟସବୁ ଦେବୀ ପୀଠରେ ମା’ ରାଜରାଜେଶ୍ୱରୀ ରୂପରେ ପୂଜା ପାଉଛନ୍ତି । ପୌରାଣିକ କଥାବସ୍ତୁ ଅନୁସାରେ ମା’ ମହିଷାସୁରକୁ ବିନାଶ କରି ସାରିବା ପରେ ସଂପୂର୍ଣ୍ଣ ଶାନ୍ତ ରୂପ ଧାରଣ କରନ୍ତି ।
Read More...

ଶୁଭାରମ୍ଭ ହେଲା ମୁନ୍‌ ଅପ୍‌ଟିକାଲ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶୁଭାରମ୍ଭ ହେଲା ମୁନ୍‌ ଅପ୍‌ଟିକାଲ୍‌ । ଏକ ସଂପୂର୍ଣ୍ଣ ଚକ୍ଷୁ ସୁରକ୍ଷା ଓ ଫେସନ୍‌ ଭିତ୍ତିକ ଚଷମା ପାଇଁ ଏକ ନିର୍ଭରଯୋଗ୍ୟ ଅପ୍‌ଟିକାଲ୍‌ ଭାବେ ମୁନ୍‌ ଅପ୍‌ଟିକାଲ ପୂର୍ବରୁ ବଲାଙ୍ଗିର ସହରରେ ପ୍ରତିଷ୍ଠା ଅର୍ଜନ କରିଛି । ତେବେ ଆଜି ପବିତ୍ର ବିଜୟା ଦଶମୀ
Read More...

ଚୀନ ସୀମା ପାଖରେ ଶସ୍ତ୍ର ପୂଜା କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

ଗ୍ୟାଙ୍ଗଟକ : ଆଜି ଦାର୍ଜିଲିଂର ସୁକନା ଯୁଦ୍ଧ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଏହି ଅବସରରେ ସିକ୍କିମଠାରେ ଚୀନ ସୀମା ନିକଟରେ ସେ ଶସ୍ତ୍ର ପୂଜା ମଧ୍ୟ କରିଛନ୍ତି । ପଶ୍ଚିମବଙ୍ଗ ଏବଂ ସିକ୍କିମକୁ ଦୁଇ ଦିନିଆ ଗସ୍ତରେ ଯାଇଛ‌ନ୍ତି
Read More...

ଗତ ୨୪ ଘଂଟାରେ ଓଡ଼ିଶାରେ ୧୬୩୩ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟାରେ ଓଡ଼ିଶାରେ ୧୬୩୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସେମାନଙ୍କ ମଧ୍ୟରୁ ୯୫୫ ଜଣ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି ୬୭୮
Read More...

ଆଇପିଏଲ : ସନ୍‌ରାଇଜର୍ସ ହାଇଦ୍ରାବାଦକୁ ହରାଇ ପଞ୍ଜାବର ଉତ୍କଣ୍ଠାପୂର୍ଣ୍ଣ ବିଜୟ

ଦୁବାଇ : ଶନିବାର ଟସ୍ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା କିଙ୍ଗ୍ସ ଏକାଦଶ ପଞ୍ଜାବ ଯେ ଅଧିନାୟକ କେଏଲ୍ ରାହୁଲଙ୍କ ଉପରେ ମାତ୍ରାଧିକ ନିର୍ଭରଶୀଳ ତାହା ପୁଣି ଥରେ ପ୍ରମାଣିତ ହୋଇଥିଲା। ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଭାବେ ଖେଳିଥିବା ମନଦୀପ ସିଂହ (୧୭) କିନ୍ତୁ ପ୍ରଥମ ୱିକେଟ୍ ଭାବେ
Read More...

ଲଳିତ ନାୟକଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଖୁସିର ବିଷୟ ଯେ, ସହସ୍ରାଧିକ ଶୁଭେଚ୍ଛୁଙ୍କ ପ୍ରାର୍ଥନା ଓ ଚିକିତ୍ସକଙ୍କ ଚିକିତ୍ସା ବଳରେ ସମାଜସେବୀ ଲଳିତ ନାୟକଙ୍କ ସ୍ୱାସ୍ଥ୍ୟାବସ୍ଥାରେ ବିଶେଷ ଉନ୍ନତି ହୋଇଥିବା ଖବର ମିଳିଛି । ସୂଚନା ଅନୁସାରେ ଗତକାଲି ସଂଧ୍ୟାରେ ବରିଷ୍ଠ ସାମ୍ବାଦିକ ସତ୍ୟସୁନ୍ଦର ଭଂଜ
Read More...

ଅବସରପ୍ରାପ୍ତ ସୈନିକ ସଂଘ କାର୍ଯ୍ୟାଳୟର ପଛପଟ ପରିତ୍ୟକ୍ତ ରାଜସ୍ୱ କୋଠା ଅସାମାଜିକ ମଦ୍ୟପ ଓ ବୁଲା ଗାଈଗୋରୁଙ୍କ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସଦର ଥାନା ନିକଟରେ ଅବସ୍ଥିତ ଅବସରପ୍ରାପ୍ତ ସୈନିକ ସଂଘ କାର୍ଯ୍ୟାଳୟର ପଛ ପଟେ ରହିଥିବା ପରିତ୍ୟକ୍ତ ତଥା ଅନ୍‌ସେଫ୍‌ ଘୋଷିତ ରାଜସ୍ୱ ବିଭାଗର କୋଠା ଏବେ ଅସାମାଜିକ ମଦ୍ୟପ ତଥା ବୁଲା ଗାଈଗୋରୁଙ୍କ ଆଡ୍‌ଡ଼ାସ୍ଥଳୀ ପାଟଲିଟି । ସ୍ଥାନୀୟ କିଛି ବ୍ୟକ୍ତି
Read More...

ବେନିଆପାଲି ସେତୁ ମୁଣ୍ଡରେ ଖାଲ

ଚୁଡ଼ାପାଲି, (ରାଜେଶ ଦଣ୍ଡସେନା) : ଦୁଆନପାଲିରୁ ବେନିଆପାଲି ଗଲା ବାଟରେ କୁଟୁମଡୋଲା ପଞ୍ଚାୟତ ଅନ୍ତର୍ଗତ ବେନିଆପାଲି ସେତୁ ମୁଣ୍ଡରେ ରହିଛି ବଡ ଖାଲ । ସେଇ ବାଟ ଦେଇ ବହୁତ ଲୋକ ଯାତାୟତ କରନ୍ତି । ହେଲେ ସେତୁ ଉପରେ ଥିବା ଖାଲରେ ବହୁତ ଲୋକ ପଡି ଦୁର୍ଘଟଣାର ଶିକାର ହୋଇଥାନ୍ତି । ସେଥିପାଇଁ
Read More...