Daily Archives

ପାଇଖାନା ଦୁର୍ନୀତିରେ ଉବୁଟୁବୁ ବ୍ଲକ୍ ପ୍ରଶାସନ : ଆର୍‌ଟିଆଇ ମାଗିବାର ଗୋଟେ ମାସ ପରେ ମଧ୍ୟ ମିଳୁନି ତଥ୍ୟ

ଦେଓଗାଁ, (ମନୀଷ କୁମାର ସାହୁ) : ବିଭିନ୍ନ ଗାଁରେ କେନ୍ଦ୍ର ସରକାରଙ୍କ ତରଫରୁ ବାହ୍ୟ ମଳମୁକ୍ତ ଗାଁ ଘୋଷଣା କରି ସୂଚନାଫଳକ ଲଗାଯାଇଛି । ହେଲେ ଗାଁର ପ୍ରକୃତ ଦୃଶ୍ୟ ଭିନ୍ନ । କେତେକ କ୍ଷେତ୍ରରେ ଜଣେ ଜଣେ ହିତାଧିକାରୀ ୩ଟି ଲେଖାଏଁ ପାଇଖାନା ନିର୍ମାଣ କରିଥିବା ନେଇ ଅଭିଯୋଗ ହେଉଛି । ଏହି
Read More...

ସମାଜ ସଂସ୍କାର ଓ ନାରୀ ସମ୍ମାନ ପାଇଁ ମିଷ୍ଟି ପ୍ରଡକ୍ସନର ପ୍ରୟାସ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ବୁଡାମାଲ ଗ୍ରାମ ପଞ୍ଚାୟତ ଖଇପାଲି ଗ୍ରାମରେ ଏକ ନିଷ୍ଟି ପ୍ରଡକ୍ସନ କରାଯାଇଛି । ଏଥିରେ ସମାଜ ସଂସ୍କାର, ନାରୀ ସମ୍ମାନ, ସଂସ୍କୃତିକୁ ବଞ୍ଚାଇବା ପାଇଁ ମିଷ୍ଟି ପ୍ରଡକ୍‌ସନ ୟୁଟ୍ୟୁବ କରି ସଚେତନତା କରାଯାଉଛି । ଏହାର ମୁଖ୍ୟ ହେମରାଜ ମେହେର
Read More...

ସମ୍ଭାବିତ ପୋଲ ନିର୍ମାଣ ନେଇ ସେମିନାର୍‌ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ ଲଖମରା ହାଇସ୍କୁଲ ସମ୍ମିଳନୀ କକ୍ଷରେ ଅଙ୍ଗନଦୀ ଉପରେ ସମ୍ଭାବିତ ପୋଲ ନିର୍ମାଣ ନେଇ ଏକ ସେମିନାରର ଆୟୋଜନ ଆଜି ପୂର୍ବାହ୍ନ ୧୦ ଘ.ରେ ହୋଇଯାଇଛି । ଆବାହକ ସାମ୍ବାଦିକ ରମେଶ ବାରିକ ପ୍ରାରମ୍ଭରେ ସୂଚନା ପ୍ରଦାନ କରିଥିଲେ ।
Read More...

ବିପିନ୍‌ ଦାଶଙ୍କ ବିୟୋଗରେ ଶୋକ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ବରିଷ୍ଠ ସାମ୍ବାଦିକ ବିପିନ୍‌ ଦାଶଙ୍କ ବିୟୋଗରେ ନବୀନର ସଂପାଦକ ତଥା ଅଖିଳ ଭାରତ କ୍ଷୁଦ୍ର ମଧ୍ୟମ ସଂବାଦପତ୍ର ମହାସଂଘର ସଭାପତି ରବି ରଥ ଗଭୀର ଶୋକ ପ୍ରକାଶ କରିଛନ୍ତି । ଶ୍ରୀ ରଥ କହିଛନ୍ତି ସ୍ୱର୍ଗତ ଦାଶଙ୍କ ସହ ଗୋଟିଏ ସମୟରେ ପ୍ରଜାତନ୍ତ୍ରରେ ଏକାଠି
Read More...

ଆମେରିକା ଜଙ୍ଗଲରେ ପ୍ରଚଣ୍ଡ ଅଗ୍ନିକାଣ୍ଡ : ଧୂଆଁ ଉଠୁଛି ୪୦ ହଜାର ଫୁଟ୍‌ ଉପରକୁ

ଓ୍ବାଶିଂଟନ : ଆମେରିକାର କୋଲୋରାଡୋ ଜଙ୍ଗଲ ଏବେ ହୁ ହୁ ହୋଇ ଜଳୁଛି । ଇତିହାସର ଏହା ପ୍ରଥମ ବଡ଼ ଅଗ୍ନିକାଣ୍ଡ ବୋଲି କୁହାଯାଇଛି । ଏହି ପ୍ରଚଣ୍ଡ ଅଗ୍ନିକାଣ୍ଡରେ ପ୍ରାୟ ୪୦ ହଜାର ଫୁଟ୍‌ ଉପରକୁ ଧୂଆଁ ଉଠୁଥିବା କୁହାଯାଇଛି । ପ୍ରତି ଘଣ୍ଟାରେ ଜଳୁଛି ୬ ଏକର ଜଙ୍ଗଲ । ମାତ୍ର କେବଳ ୫ ପ୍ରତିଶତ
Read More...

ବଲାଙ୍ଗିର ଜିଲ୍ଲାରେ ଆଜି ୬୫ ନୂଆ ଆକ୍ରାନ୍ତ : ବଲାଙ୍ଗିର ପୌରାଂଚଳରୁ ୧୧

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ୬୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ୧୧ ଜଣ ସଂକ୍ରମିତ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନଂ.୧ରୁ ୧, ୩ରୁ ୨, ୧୧ରୁ ୧, ୧୬ରୁ ୧, ୧୮ରୁ ୧, ୧୯ରୁ
Read More...

ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମରେ ସମଗ୍ର ଓଡ଼ିଶାରେ କଳାହାଣ୍ଡି ପ୍ରଥମ

ଭବାନୀପାଟଣା, (କେପିଏନ୍‌ଏସ୍‌ ) : ମୋ ସ୍କୁଲ ଅଭିଯାନ କାର୍ୟ୍ୟକ୍ରମରେ ସମଗ୍ର ଓଡ଼ିଶାରେ କଳାହାଣ୍ଡି ଜିଲ୍ଲା ପ୍ରଥମ ସ୍ଥାନ ଦଖଲ କରିଛି । ଗତ ଅକ୍ଟୋବର ୧୨ ତାରିଖରେ ମୋ ସ୍କୁଲ ଅଭିଯାନର ଏକ୍‌ଜିକ୍ୟୁଟିଭ ମିଟିଂରେ ସମଗ୍ର ରାଜ୍ୟର ୨୩୬ଟି ବିଦ୍ୟାଳୟ ପାଇଁ ପ୍ରକଳ୍ପଗୁଡ଼ିକୁ ଅନୁମୋଦିତ
Read More...

ଅଭଦ୍ର କମେଣ୍ଟ୍‌ସ୍‌କୁ ବିରୋଧ କରିବାରୁ ନାବାଳିକାଙ୍କୁ ଗୁଳି କରି ହତ୍ୟା

ଫିରୋଜାବାଦ : ଉତ୍ତର ପ୍ରଦେଶର ଫିରୋଜାବାଦ ଜିଲ୍ଲାରେ ଅଭଦ୍ର କମେଣ୍ଟ୍‌ସ୍‌କୁ ବିରୋଧ କରିବାରୁ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ୩ ଅସାମାଜିକ ଯୁବକ ଗୁଳି କରି ହତ୍ୟା କରିଥିବା ପୋଲିସ ପକ୍ଷରୁ ଆଜି ସୂଚନା ପ୍ରଦାନ କରାଯାଇଛି । ସୂଚନା ଅନୁସାରେ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ମୃତା ଛାତ୍ରୀ
Read More...

ଜେଲ୍‌ ଭିତରେ ପୁଞ୍ଜିଲାଲ ମେହେରଙ୍କୁ ମାଡ଼ ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଞ୍ଜିଲାଲ ମେହେରଙ୍କୁ ଜେଲ୍‌ରେ ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ ବଲାଙ୍ଗିର ଜେଲରେ ଜେଲର୍ ମାଡ଼ ମାରିଥିବା ନେଇ ଅଭିଯୋଗ କରାଯାଇଛି । ପାଟଣାଗଡ଼
Read More...

୧୪ ଜୁଆ ଆଡ୍ଡା ଉପରେ ଚଢଉ : ୬୮ ଗିରଫ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ପୁଲିସ୍ ପକ୍ଷରୁ ୧୪ଟି ଜୁଆ ଆଡ୍ଡା ଉପରେ ଚଢଉ କରାଯାଇ ୬୮ ଜଣ ଜୁଆଡ଼ି‌ଙ୍କୁ ଗିରଫ୍‌ କରାଯାଇଥିବା ଖବର ମିଳିଛି । ଗତ ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମ ପୁଲିସ୍ ସମଗ୍ର ଜିଲ୍ଲାର ଚଢଉ କରି ୬୮ଜଣ ଜୁଆଡ଼ିଙ୍କଠାରୁ ନଗଦ ୧ ଲକ୍ଷ ୫୩ ହଜାର ୫୦ ଟଙ୍କା, ୪ଟି ମୋଟର
Read More...