Daily Archives

୧୫୦ କେନ୍ଦୁ ଗଣ୍ଡି ଓ ଟ୍ରାକ୍ଟର ଜବତ କଲା ବନ ବିଭାଗ

ମୁରିବାହାଲ, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଳକ ଗୁଡିଘାଟ ବିଟ ଅନ୍ତର୍ଗତ ଟେଙ୍ଗରା ଶାନ୍ତିନଗରର ଏକ ନବନିର୍ମିତ ଘରୁ ୧୫୦ଟି କେନ୍ଦୁ ଗଣ୍ଡି ସମେତ ୨ଟି ଟ୍ରାକ୍ଟର ଜବତ କରିଛି ବନ ବିଭାଗ । ହେଲେ ଏହି ବନ ମାଫିଆ କିଏ ଓ ଗାଡି କାହାର ଏପର୍ୟ୍ୟନ୍ତ ଜଣାପଡି ନାହିଁ
Read More...

କୃଷି ଓ ଖାଦ୍ୟ ସଂଗଠନର ୭୫ତମ ପ୍ରତିଷ୍ଠା ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ୭୫ ଟଙ୍କିଆ ସ୍ମାରକ ମୁଦ୍ରା…

• ବିଶ୍ୱରେ ଖାଦ୍ୟ ନିରାପତ୍ତାକୁ ସୁନିଶ୍ଚିତ କରିବାରେ ଏହି ସଂଗଠନର ଭୂମିକାକୁ ପ୍ରଧାନମନ୍ତ୍ରୀଙ୍କ ଉଚ୍ଚପ୍ରଶଂସା• ନିକଟରେ ବିକଶିତ ହୋଇଥିବା ବାୟୋଫର୍ଟିଫାୟାଡ (ଜୈବ ସମୃଦ୍ଧ) ୧୭ କିସମର ଶସ୍ୟକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଅର୍ପଣ କଲେ• ଭାରତରେ ସଂସ୍କାରବାଦୀ କାର୍ୟ୍ୟକ୍ରମ ବିଶ୍ୱ ଖାଦ୍ୟ
Read More...

ରାଜ୍ୟର ବନ୍ୟା ଏବଂ ପ୍ରବଳ ବର୍ଷା ଜନିତ ପରିସ୍ଥିତି ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ…

ନୂଆଦିଲ୍ଲୀ, (ପିଆଇବି) : ରାଜ୍ୟର କେତେକ ଅଞ୍ଚଳରେ ବନ୍ୟା ଓ ପ୍ରବଳ ବର୍ଷା ଯୋଗୁଁ ଉପୁଜିଥିବା ପରିସ୍ଥିତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ କଥାବାର୍ତ୍ତା କରିଛନ୍ତି ।"ରାଜ୍ୟର କେତେକ ସ୍ଥାନରେ ବନ୍ୟା ଓ ପ୍ରବଳ ବର୍ଷା ଯୋଗୁଁ
Read More...

ରାଜ୍ୟରେ କମୁଛି ଏକ୍‌ଟିଭ୍‌ ଆକ୍ରାନ୍ତ ସଂଖ୍ୟା : ଗତ ୨୪ ଘଂଟାରେ ଓଡ଼ିଶାରେ ୨୧୯୬ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଏକ୍‌ଟିଭ୍‌ ଆକ୍ରାନ୍ତ ସଂଖ୍ୟା କମିବାରେ ଲାଗିଥିବା ବେଳେ ଏବେ ୨୩୭୮୬ ଜଣ ଏକ୍‌ଟିଭ୍‌ କରୋନା ସଂକ୍ରମିତ ରହିଛନ୍ତି । ଗତ ୨୪ ଘଂଟାରେ ଓଡ଼ିଶାରେ ୨୧୯୬ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା
Read More...

ନଈକୁ ଡେ଼ଇଁ ଆତ୍ମହତ୍ୟା ମାମଲା : ୨ ଦିନ ହେଲା ନିଖୋଜ ଥିଲେ ୨ ଭଉଣୀ, ଜଣଙ୍କ ମୃତଦେହ ଉଦ୍ଧାର

ତୁଷୁରା, (ଅଜିତ କୁମାର ସାହୁ) : ଗତ ୧୫ ତାରିଖରୁ ତୁଷୁରା ‌ସ୍ଥିତ ତେଲନଦୀ ବ୍ରିଜରୁ ନଦୀକୁ ଡେଇଁ ନିଖୋଜ ହୋଇ ଯାଇଥିବା ୨ ଭଉଣୀଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ସୋନପୁର ଜିଲ୍ଲା ତରଭା ସିଂହାଣୀ ପଞ୍ଚାୟତ ବଡ଼କେନ୍ଦା ନଦୀ କୂଳରୁ ଭାସମାନ ଅବସ୍ଥାରେ ଠାବ ହୋଇଛି । ମୃତା ଯୁବତୀ ଆଞ୍ଚଲ ଅଗ୍ରୱାଲା
Read More...

ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ ଭାରତରେ ସବୁଠାରୁ କମ୍ ମୃତ୍ୟୁ ହାର

• ଗତ ୧୪ ଦିନ ମଧ୍ୟରେ ୧୧ ଶହରୁ କମ ମୃତ୍ୟୁ• ୨୨ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶରେ ମୃତ୍ୟୁ ହାର ଜାତୀୟ ହାର ଠାରୁ କମ ନୂଆଦିଲ୍ଲୀ, (ପିଆଇବି) : ଭାରତରେ ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ ସବୁଠାରୁ କମ୍ କୋଭିଡ-୧୯ ଜନିତ ମୃତ୍ୟୁ ହୋଇଛି । ଆଜି ଏହି ସଂଖ୍ୟା ୮୧ ଥିଲା ।ଅକ୍ଟୋବର ୨ରୁ ଗତକାଲି
Read More...

ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନକୁ ବୃଦ୍ଧାଶ୍ରମରେ ପାଳିଲେ ଓଟିଡିସି ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ…

କଟକ, (କେପିଏନ୍‌ଏସ୍‌) : ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ଵାନ କ୍ରମେ କଟକର ନରାଜ ସ୍ଥିତ ଶ୍ରଦ୍ଧା ଓ ସାଧନା ବୃଦ୍ଧାଶ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି ଓଟିଡିସି ଅଧ୍ୟକ୍ଷା ତଥା ବିଜେଡି ମୁଖପାତ୍ର ଶ୍ରୀମତୀ ଶ୍ରୀମୟୀ ମିଶ୍ର ।
Read More...

ଆଇପିଏଲ: ମୋର୍ଗାନଙ୍କ କୋଲକାତାକୁ ଏକପାଖିଆ ଭାବେ ହରାଇ ରୋହିତଙ୍କ ମୁମ୍ବାଇ ଶୀର୍ଷରେ : ୭୮ ରନର ପାଳି ଖେଳି…

ଆବୁଧାବି : ଆଇପିଏଲ୍‌ର ୩୨ତମ ମ୍ୟାଚ୍‌ ଶୁକ୍ରବାର କୋଲ୍‌କାତା ନାଇଟ ରାଇଡର୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଏକପାଖିଆ ଭାବେ ଶେଷ ହୋଇଛି। ମୁମ୍ବାଇ ଇଣ୍ଡିଆନ୍ସ ୮ ୱିକେଟ୍‌ରେ ଜିତି ୧୨ ‌ପଏଣ୍ଟ ସହ ଟେବୁଲର ଦ୍ବିତୀୟରୁ ଶୀର୍ଷକୁ ଉଠିଛି। ଅନ୍ୟପକ୍ଷରେ କେକେଆର୍‌ (୮ ପଏଣ୍ଟ୍‌) ପୂର୍ବବତ୍‌
Read More...

ତାମିଲନାଡୁ ଦାଦନ ଯିବା ବେଳେ ବସ୍ ଦୁର୍ଘଟଣାରେ ଶ୍ରମିକର ହାତ ଛିଣ୍ଡିବା ଘଟଣା : ହାତ ହରାଇଥିବା ଶ୍ରମିକକୁ ବିଜେଡ଼ି…

ଦେଓଗାଁ, (ମନୀଷ କୁମାର ସାହୁ) : ତାମିଲନାଡୁକୁ ଦାଦନ ଖଟି ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇ ହାତ ହରାଇଥିବା ଶ୍ରମିକଙ୍କ ପରିବାରକୁ ଦେଓଗାଁ ବ୍ଲକ ବିଜେଡ଼ି ପକ୍ଷରୁ ରାସନ ସାମଗ୍ରୀ ଦେଇ ସହାୟତା କରିଥିବା ଜଣାପଡିଛି । ଏହି କାର୍ୟ୍ୟକ୍ରମରେ ଦେଓଗାଁ ବ୍ଳକ ବିଜେଡି ସଭାପତି ସୁଶୀଲ ଚାନ୍ଦ,
Read More...

ବଢୁଛି ଚୋରି, ରାହାଜାନୀ, ଡକାୟତି : ଗୋଟିଏ ରାତିରେ ୩ ଦୋକାନରୁ ଚୋରି ଘଟଣାର ୨୪ ଘଣ୍ଟା ପରେ କୁଡ଼ାସିଂହାରୁ ପୁଣି ଚୋରି

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଥାନା ଅଞ୍ଚଳରେ ଚାଲିଛି ଚୋର ପୁଲିସର ଲୁଚକାଳି ଖେଳ । କେତେବେଳେ ପୁଲିସ ଚୋରକୁ ଧରି କୋର୍ଟ ଚାଲାଣ କରୁଛି ତ ପୁଣି କେତେବେଳେ ପୁଲିସକୁ ଚକ୍‌ମା ଦେଖାଇ ଥାନାରୁ ମାତ୍ର ୫୦ ଫୁଟ ଦୂରରେ ଥିବା ଦୋକାନରୁ ଚୋରି କରି ଲୁଚି ରହୁଛି । ଦେଓଗାଁରୁ ଗୋଟିଏ
Read More...