Daily Archives

ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିବସରେ ରକ୍ତଦାନ ଶିବିର ଓ ଜନ ସଚେତନତା କାର୍ଯ୍ୟକ୍ରମ

ବୌଦ୍ଧ, (ବଂଶୀଧର ମାଝୀ) : ପାର୍ବଣ ଓ ଶୀତ ଋତୁକୁ ଦୃଷ୍ଟିରେ ରଖି ଅଧିକ ସତର୍କତା ଅବଲମ୍ବନ ପାଇଁ ଓଡିଶାର ଜନପ୍ରିୟ ମୁଖ୍ୟମନ୍ତ୍ରୀ ମାନ୍ୟବରନବୀନ ପଟ୍ଟନାୟକଙ୍କ ଜନ୍ମ ଦିବସ ଉପଲକ୍ଷେ କଣ୍ଟାମାଳ ନିର୍ବାଚନ ମଣ୍ତଳୀର ବାଉଶୁଣୀ ଠାରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଓ ଜନ ସଚେତନତା
Read More...

ବୁଡାମାଲ କୁମ୍ଭାରପଡା କଂକ୍ରିଟ୍ ରାସ୍ତା କାର୍ଯ୍ୟାରମ୍ଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ବୁଡାମାଲ ଗ୍ରାମରେ ବହୁ ଦିନରୁ କଞ୍ଚା ରାସ୍ତାଟି ଗ୍ରାମ ପଞ୍ଚାୟତ ତରଫରୁ କଂକ୍ରିଟ୍ କରିବା ପାଇଁ ଆଜି କାର୍ୟ୍ୟାରମ୍ଭ କରାଯାଇଛି । ଏହି ରାସ୍ତାଟି ବର୍ଷା ମାସରେ କାଦୁଅ ହେଉଥିବାରୁ ଲୋକଙ୍କର ଯିବା ଆସିବାରେ ବାଧା ସୃଷ୍ଟି ହେଉଥିଲା ।
Read More...

କୁକୁଡାହାଡ ଆନନ୍ଦ ତାଣ୍ଡିଙ୍କ ମୃତ୍ୟୁ ଘଟଣାର ପର୍ଦ୍ଦାଫାସ : ମଂଦିର ଚୋରୀ ଟଙ୍କା ଭାଗ ବଂଟାରୁ ହତ୍ୟାକାଣ୍ଡ : ୪…

କଂଟାବାଂଜି, (ମନୀଷ କୁମାର ହଂସ) : ବହୁଚର୍ଚ୍ଚିତ କୁକୁଡାହାଡ ଆନନ୍ଦ ତାଣ୍ଡିଙ୍କ ମୃତ୍ୟୁ ଘଟଣାର ପର୍ଦ୍ଦାଫାସ ହୋଇଛି । ମଂଦିର ଚୋରୀ ଟଙ୍କା ଭାଗ ବଂଟାରୁ ହତ୍ୟାକାଣ୍ଡ ଘଟିଥିବା କୁହାଯାଇଛି । ତେବେ ଆଜି ପୂର୍ବାହ୍ନ ସାଢେ ଏଗାରଟାରେ ସ୍ଥାନୀୟ ପୋଲିସ ଥାନା ପରିସରରେ ଏକ ଖବରଦାତା ସମ୍ମିଳନୀ
Read More...

ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିନରେ ବଲାଙ୍ଗିର ବିଜେଡି ତରଫରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ୭୪ତମ ଜନ୍ମ ଦିନରେ ବଲାଙ୍ଗିର ବିଜୁ ଜନତା ଦଳ ତରଫରୁ ବଲାଙ୍ଗିର ଭୀମଭୋଇ ମେଡିକାଲ ହସପିଟାଲର ରକ୍ତ ଭଣ୍ଡାର ଠାରେ ଯୁବନେତା ଅର୍କେଶ ନାରାୟଣ ସିଂହଦେଓଙ୍କ ନେତୃତ୍ୱରେ ଜୀବନ ବିନ୍ଦୁ ରକ୍ତଦାନ
Read More...

ବଙ୍ଗୋମୁଣ୍ଡା ପଂଚାୟତ ସମିତି ବୈଠକ

ବଙ୍ଗୋମୁଣ୍ଡା, (ଅର୍ଜୁନ ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ପରିସରରେ ଗତକାଲି ବଙ୍ଗୋମୁଣ୍ଡା ପଂଚାୟତ ସମିତିର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ କୋଭିଡ-୧୯ ଆଇନକୁ ମାନିବା ସହ ସମସ୍ତେ ସାମାଜିକ ଦୂରତା ରକ୍ଷା କରି ଏହି ବୈଠକ ଦୀର୍ଘ ୭ ମାସ ପରେ ବସିଥିଲା । ଏହି
Read More...

ସାର୍ବଜନୀନ ହନୁମାନ ମନ୍ଦିର ନିର୍ମାଣ କାମ ଶୁଭାରମ୍ଭ କଲେ ବିଧାୟକ

ବଙ୍ଗୋମୁଣ୍ଡା, (ଅର୍ଜୁନ ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦରଠାରେ ଥିବା ବଙ୍ଗୋମୁଣ୍ଡାର ପ୍ରଥମ ସାର୍ବଜନୀନ ହନୁମାନ ମନ୍ଦିର ନିର୍ମାଣ କାର୍ଯ୍ୟ ପ୍ରାରମ୍ଭ ପାଇଁ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯିବା ପରେ କାମ ଆରମ୍ଭ ହୋଇଯାଇଛି ।
Read More...

ପବିତ୍ର ଦଶହରା ନବରାତ୍ର ପୂଜା ତଥା ପର୍ବ ପାଳନ ପାଇଁ ଦେବୋତ୍ତର ବିଭାଗ ପକ୍ଷରୁ ଜରୁରୀ ସୂଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ତଥା ଉପଖଣ୍ଡ ସ୍ଥିତ ସମସ୍ତ ଦେବୀ ମନ୍ଦିରର ପୃଷ୍ଠପୋଷକ ଏବଂ ଜନସାଧାରଣଙ୍କ ଅବଗତି ନିମନ୍ତେ ଘୋଷଣା କରାଯାଇଛି ଯେ, ଚଳିତ ବର୍ଷ ୨୦୨୦ ପବିତ୍ର ଦଶହରା ନବରାତ୍ର ପୂଜା ତଥା ପର୍ବ ପାଳନ (ଆସନ୍ତା ୧୭ରୁ ୨୬ ତାରିଖ ପର୍ଯ୍ୟନ୍ତ) ରାଜ୍ୟ ସରକାରଙ୍କ
Read More...

ଗାଇସିଲେଟ ଭାରତୀୟ ଜନତା ଦଳ ପକ୍ଷରୁ ଚେତାବନୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ଗାଇସିଲେଟ ବ୍ଲକରେ ଘୋଟାଲାର ଲମ୍ବା ତାଲିକା ଧୀରେ ଧୀରେ ବଢ଼ି ଚାଲିଛି । କିଛିଦିନ ପୂର୍ବରୁ ଏଇ ବ୍ଲକର ଗୌରେନମୁଣ୍ଡା ଗ୍ରାମ ପଞ୍ଚାୟତରେ କିରୋସିନ ଦୁର୍ନୀତି ହୋଇଥିବା ବେଳେ କଟାବାହାଲ ପଞ୍ଚାୟତରେ ମହାତ୍ମାଗାନ୍ଧୀ ନିଶ୍ଚିତ
Read More...

ବଲାଙ୍ଗିର ଜିଲ୍ଲାରେ ଆଜି ଆକ୍ରାନ୍ତଙ୍କ ସଂଖ୍ୟା ୭୯ : ବଲାଙ୍ଗିର ଓ ଟିଟିଲାଗଡ଼ ପୌରାଂଚଳରେ ଯଥାକ୍ରମେ ୯ ଓ ୮

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ମହାମାରୀ କବଳରେ ୫୭୧୬ ଜଣ ଆସିଥିବା ବେଳେ ସେମାନଙ୍କ ମଧ୍ୟରୁ ୪୯୦୦ ଜଣ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ୭୯୦ ଜଣ ଏକ୍‌ଟିଭ୍‌ ରହିଛନ୍ତି । ଜିଲ୍ଲାରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୯ ରହିଥିବା ବେଳେ
Read More...

ନଈକୁ ଡେଇଁ ଦୁଇ ଭଉଣୀ ନିଖୋଜ ଘଟଣା : ୨୪ ଘଣ୍ଟା ପରେ ବି ଓ଼ଡ୍ରାପ ଟିମ୍‌ର ହାତ ଖାଲି, ତଦନ୍ତ କରୁଛି ପୁଲିସ

ତୁଷୁରା, (ଅଜିତ କୁମାର ସାହୁ) : ଏବେ ବି ଦ୍ୱନ୍ଦ୍ୱରେ ଦୁଇ ଭଉଣୀଙ୍କ ନିଖୋଜ ଘଟଣା । ଆତ୍ମହତ୍ୟା ନା ଦୁର୍ଘଟଣା ନା ନିଖୋଜ୍‌….! ସଂଦେହରେ ରହିଛି ଏବେ ବି ମାମଲା । ଗତକାଲି ବଲାଙ୍ଗିର ଜିଲ୍ଲା ଗୁଡଭେଲା ଅଂଚଳର ବିଶିଷ୍ଠ ବ୍ୟବସାୟୀ ରାମୋତାର ଅଗ୍ରୱାଲଙ୍କ ଦୁଇ ଝିଅ ଘରୁ ଦିନ ୧୧ ଟା
Read More...