Daily Archives

ବିଜୁ ଜନତା ଦଳ ତରଫରୁ ଜନ ସଚେତନତା ଅଭିଯାନ

ଲୋଇସିଂହା, (କେପିଏନ୍‌ଏସ୍‌) : ବିଜୁ ଜନତା ଦଳର ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଅକ୍ଟୋବର ୨ ରୁ ନଭେ‌ମ୍ବର ୨ ପର୍ୟ୍ୟନ୍ତ କରୋନା ମହାମାରୀକୁ ନେଇ ଚାଲିଥିବା ଜନସଚେତନତା ଅଭିଯାନରେ ବିଜୁ ଜନତା ଦଳ ତରଫରୁ ଗତ କାଲି ବିଜୁ ଜନତା ଦଳର ରାଜ୍ୟ ପରିଷଦ
Read More...

ରୋଗୀ ଆଣିବାକୁ ଯାଇ ବାଟରେ ଅଟକିଲା ଆମ୍ବୁଲାନ୍ସ

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ବରଗାଁ ପଞ୍ଚାୟତ ସାହାଜପିଟା ଗ୍ରାମକୁ ରୋଗୀ ଆଣିବାକୁ ଯାଉଥିବା ବେଳେ ରାସ୍ତାରେ ଅଟକି ରହି ଯାଇଥିଲା ଆମ୍ବୁଲାନ୍ସ । ସୂଚନା ଅନୁଯାୟୀ ସାହାଜପିଟା ଗ୍ରାମର ରୋଗୀ ଧରିତ୍ରୀ ରଣାଙ୍କୁ ହସପିଟାଲ ନେବା ପାଇଁ ଆମ୍ବୁଲାନ୍ସ ଡକାଯାଇଥିଲା । ତେବେ
Read More...

ପ୍ରେମ ବିବାହର ସୁଖ ରହିଲାନି : ଏକାଠି ଗଛରେ ଝୁଲି ପଡିଲେ ସ୍ୱାମୀ-ସ୍ତ୍ରୀ, ଏବେ ବର୍ଷକର ପୁଅ ବେସାହାରା

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ଝୁଲନ୍ତା ଅବସ୍ଥାରେ ସ୍ୱାମୀ-ସ୍ତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି । ତୁରେକେଲା ଥାନା ଗଡ଼ିଆଜୋର ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଏକ ଶାଗୁଆନ ଗଛରେ ସ୍ୱାମୀ-ସ୍ତ୍ରୀଙ୍କୁ ଝୁଲନ୍ତା ଅବସ୍ଥାରେ ସ୍ଥାନୀୟ ଲୋକେ ଦେଖିଥିଲେ । ମୃତ ସ୍ୱାମୀ-ସ୍ତ୍ରୀ ହେଲେ
Read More...

ଜାଲ ବିଛାଇଥିଲେ ଗାଁ ଲୋକେ : ଫଶିଗଲେ ଛେଳି ଚୋର

ତୁଷୁରା, (ଅଜିତ କୁମାର ସାହୁ) : ଛେଚା ଖାଇଲେ ଛେଳି ଚୋର । ଏପରି ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ତେନ୍ତୁଳିଖୁଣ୍ଟି ପଂଚାୟତ ଅର୍ନ୍ତଗତ ଜମ୍ଭେଲ ଗାଁରେ । ଗତକାଲି ରାତି ଦୁଇଟାରେ ଏକ ବୋଲେରୋ ଗାଡିରେ ୬ ଜଣ ଯୁବକ ଜମ୍ଭେଲ ଗାଁକୁ ଆସିଥିଲେ । ବୋଲେରୋକୁ ଗାଁ
Read More...

ଫସଲ ବୀମା ଟଙ୍କା ପ୍ରଦାନରେ ଅନିୟମିତତା ନେଇ ଜିଲ୍ଲାପାଳ‌ଙ୍କ ଉଦେଶ୍ୟରେ ତହସିଲଦାରଙ୍କୁ ଦାବୀପତ୍ର : ସମସ୍ୟାର ସମାଧାନ…

ସଇଁ‌ନ୍ତଲା, (ଅଜିତ କୁମାର ସାହୁ) : ଜଳସେଚନର ବ୍ୟବ‌ସ୍ଥା ନ ଥିବା କାରଣରୁ ବଲାଙ୍ଗିର ଜିଲ୍ଲାରେ ପ୍ରତ୍ୟେକ ବର୍ଷ ମରୁଡିର ଶିକାର ହୋଇଥାନ୍ତି ଚାଷୀମାନେ । ତେବେ ୧୯-୨୦ମସିହାରେ ଚାଷୀମାନେ କୃଷି ବୀମା କରିଥିଲେ, ହେଲେ ବୀମାର ତାଙ୍କୁ ଉଚିତ ମୁଲ୍ୟ ମିଳି ନ ଥିବା ବେଳେ ଆଜି ବଲାଙ୍ଗିର
Read More...

କୋରାନା ଚିହ୍ନଟ ହେବା ପରେ ଯୁବକଙ୍କ ଆତ୍ମହତ୍ୟା

ନବରଙ୍ଗପୁର : କରୋନାରେ ଚିହ୍ନଟ ହେବା ପରେ କୀଟନାଶକ ପିିଇ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି । ସୂଚନା ଅନୁସାରେ ନବରଙ୍ଗପୁର ଜିଲ୍ଳାର ବଡସିମା ଗାଁର ଯୁବକ ନରେନ୍ଦ୍ର ବିଶୋଇ(୨୦) ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ର‍୍ୟାପିଡ଼୍‌ ଟେଷ୍ଟ କରାଇଥିଲେ । ଟେଷ୍ଟ ପୋଜେଟିଭ୍‌ ଆସିବା ନେଇ କୋଭିଡ୍‌
Read More...

ମାଓ କ୍ୟାମ୍ପ ଉପରେ ଚଢାଉ : ବିପୁଳ ପରିମାଣର ସାମଗ୍ରୀ ଜବତ୍‌

ମାଲାକାନାଗିରି : ଗୁଇନ୍ଦା ସୂତ୍ରରୁ ଖବର ପାଇ ଯବାନ ପକ୍ଷରୁ ଚଢାଉ କରାଯାଇ ବିପୁଳ ପରିମାଣର ସାମଗ୍ରୀ ଜବତ କରାଯାଇଛି । ମିଳିଥିବା ସୂଚନା ଅନୁସାରେ ମାଲକାନଗିରି ସୀମୀନ୍ତରେ ଥିବା ଛତିଶଗଡ ଦନ୍ତେୱାଡା ଜିଲ୍ଲାର କେତକ ଜଙ୍ଗଲରେ ଥିବା ମାଓ କ୍ୟାମ୍ପରେ ଯବାନମାନଙ୍କ ପକ୍ଷରୁ ଚଢାଉ କରାଯାଇ
Read More...

ବିିଭିନ୍ନ ପ୍ରକଳ୍ପକୁ ନେଇ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହିତ ଆଲୋଚନା କଲେ ନରସିଂହ : ସହର ମଧ୍ୟରେ ଥିବା ଭୂମିହୀନଙ୍କୁ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ବିଭିନ୍ନ ପ୍ରକଳ୍ପ ତଥା ଭୂମିହୀନଙ୍କୁ ଜମି ପ୍ରଦାନ ନେଇ ସ୍ଥାନୀୟ ସାର୍କିଟ ହାଉସ ଠାରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଜିଲ୍ଲାପାଳ ଏବଂ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଗତ କାଲି ସନ୍ଧ୍ୟା ୭ଟାରେ ଆରମ୍ଭ ହୋଇଥିବା
Read More...

ସହର ମଧ୍ୟରେ ଦେଶୀ ମଦ ଭାଟି : ବଢୁଛି ହିଂସା

ଟିଟିଲାଗଡ, ( ଗୌରବ ଦର୍ଜୀ) : ଟିଟିଲାଗଡ ସହର ବଲାଙ୍ଗିର ଜିଲ୍ଲାର ଏକ ବଡ଼ ସହର ତଥା ଏକ ବଡ଼ ସବ୍‌ଡ଼ିଭିଜନ । ଏଠାରେ ରହିଛି ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟ, କୋର୍ଟ କାର୍ୟ୍ୟାଳୟ, ତହସିଲ କାର୍ୟ୍ୟାଳୟ, ପୌରପରିଷଦ କାର୍ୟ୍ୟାଳୟ, ସରକାରୀ ଡାକ୍ତରଖାନା, ପୋଲିସ ଷ୍ଟେସନ ଆଦି ବିଭିନ୍ନ ସରକାରୀ
Read More...

ପାଣିପାଗ ବିଭାଗ ପକ୍ଷରୁ ୧୭ଟି ଜିଲ୍ଳାକୁ ଆଲର୍ଟ ଜାରି

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ରାଜ୍ୟର ୧୭ଟି ଜିଲ୍ଳାକୁ ପାଣିପାଗ ବିଭାଗ ପକ୍ଷରୁ ଲଘୁଚାପ ଯୋଗୁଁ ଆଲର୍ଟ ଜାରି କରାଯାଇଛି । ରାଜ୍ୟରେ ଗଜାଂମ, ଗଜପତି, କୋରାପୁଟ, ମାଲକାନଗିରି, ଭଦ୍ରକ, ଅନୁଗୁଳ, ସମ୍ବଳପୁର ଓ ନୟାଗଡ । ଏହି ୮ଟି ଜିଲ୍ଳାରେ କମ୍‌ ବର୍ଷା ସହ ଘଡଘଡି ହେବାର ସମ୍ଭାବନା
Read More...