୨୦୨୧ ଆରମ୍ଭରେ ଭାରତକୁ ମିଳିପାରେ କୋଭିଡ୍-୧୯ ଟୀକା : ସରକାର
ନୂଆଦିଲ୍ଲୀ : କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଆଜି କରୋନା ଭାଇରସ୍ ଟୀକାକୁ ନେଇ ଏକ ଉତ୍ସାହଜନକ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ୨୦୨୧ ଆରମ୍ଭ ବେଳକୁ ଭାରତକୁ ମିଳିପାରେ କରୋନା ବିରୋଧୀ ଟୀକା । ଦେଶରେ ଟୀକା ବିତରଣ କରିବାକୁ ନେଇ ବିଶେଷଜ୍ଞମାନେ ବର୍ତ୍ତମାନ!-->…
Read More...
Read More...