Daily Archives

ବଲାଙ୍ଗିର ଜିଲ୍ଲାରେ ଆଜି ୭୭ ଆକ୍ରାନ୍ତ ଚିହ୍ନଟ : ବଲାଙ୍ଗିର ପୌରାଂଚଳରୁ ୭ ଓ ଟିଟିଲାଗଡ଼ ପୌରାଂଚଳରୁ ୮

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ୭୭ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ୭ ଓ ଟିଟିଲାଗଡ଼ ପୌରାଂଚଳରୁ ୮ ଜଣ ସଂକ୍ରମିତ ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳର ୱର୍ଡ ନଂ.୪ରୁ ୨, ୧୦ରୁ ୧, ୧୪ରୁ ୧, ୨୦ରୁ ୨ ଏବଂ
Read More...

ରାଜ ବୋଡାସମ୍ବର କୃଷକ ସଙ୍ଗଠନ ଝାରବନ୍ଦ ପକ୍ଷରୁ ଜିଲ୍ଲାପାଳଙ୍କ ଠାରେ ଦାବୀପତ୍ର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ରାଜ ବୋଡାସମ୍ବର ଝାରବନ୍ଦ କୃଷକ ସଙ୍ଗଠନ ପକ୍ଷରୁ ଝାରବନ୍ଦ ତହସିଲଦାରଙ୍କ ଜରିଆରେ ବରଗଡ଼ ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଉଲ୍ଲେଖ ଅନୁସାରେ ପଦ୍ମପୁର ଅଞ୍ଚଳ ଏକ ଚିର ମରୁଡିଗ୍ରସ୍ତ ଅଞ୍ଚଳ । ମରୁଡ଼ିରେ ଆକ୍ରାନ୍ତ ହୋଇ
Read More...

ୟୁକୋ ବ୍ୟାଙ୍କରୁ ଡକାୟତି : ୨୦ ଲକ୍ଷ ଟଙ୍କା ଓ ସୁନାଗହଣା ଲୁଟ୍, ଲୋକେ ଛାନିଆଁ

ବାଲେଶ୍ୱର, (କେପିଏନ୍‌ଏସ୍‌) : ପୁଣି ଏକ ବ୍ୟାଙ୍କ ଡକାୟତି ହୋଇଥିବା ବେଳେ ଲୋକେ ଛାନିଆଁ ହୋଇ ଯାଇଛନ୍ତି । ବାଲେଶ୍ୱର ଜିଲ୍ଲାର ଭୋଗରାଇ ବ୍ଲକ ଅନ୍ତର୍ଗତ ଚୌକି ୟୁକୋ ବ୍ୟାଙ୍କ୍‌ ଶାଖାରୁ ଆଜି ମଧ୍ୟାହ୍ନରେ ୨୦ ଲକ୍ଷ ଟଙ୍କା ଓ ସୁନାଗହଣା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି । ଡକାୟତମାନେ
Read More...

ଦୋ’ ଛକିରେ ସାଲେପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଳ ବ୍ଲକ ସାଲେପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରାସ୍ତା କଡରେ ରହିଅଛି । ଉକ୍ତ ରାସ୍ତାରେ ବିଜୁ ହାଇୱେ ଯିବାରୁ ଜମି ଅଧିଗ୍ରହଣ କରି ଗ୍ରାମବାସୀଙ୍କ ସହଯୋଗରେ ଅନ୍ୟ ଠାରେ ବିଦ୍ୟାଳୟ ଠିକାଦାର ଜରିଆରେ ତିଆରି କରାଗଲା । ବିଦ୍ୟାଳୟ ସମ୍ପୁର୍ଣ୍ଣ ଭାବେ
Read More...

ଯାଦବ ସମାଜ ଜିଲ୍ଲା ସଭାପତି ସ୍ୱର୍ଗତ ଲମ୍ବୋଦର ମଲ୍ଲିକଙ୍କ ଅକାଳ ବିୟୋଗରେ ଶୋକ ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଯାଦବ ସମାଜ ତରଫରୁ କୋଭିଡ-୧୯ ଗାଇଡ ଲାଇନ ପାଳନ ପୂର୍ବକ ଦୂରତା ରକ୍ଷା କରି ବରଗଡ଼ ଜିଲ୍ଲା ଯାଦବ ସମାଜ ଜିଲ୍ଲା ସଭାପତି ଲମ୍ବୋଦର ମଲ୍ଲିକଙ୍କ ଅକାଳ ବିୟୋଗ ହୋଇ ଯାଇଥିବାରୁ ଏକ ଶୋକ ସଭା ପାଇକମାଲ ବ୍ଲକ ସଭାପତି ବନମାଳୀ ଚନ୍ଦନଙ୍କ
Read More...

ପାଇକମାଲରେ କୃଷକମାନଙ୍କ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ ବୋଡାସମ୍ବର କୃଷକ ସଙ୍ଗଠନ ଆହ୍ୱାନ କ୍ରମେ ଆଞ୍ଚଳିକ ପାଇକମାଲ କୃଷକମାନଙ୍କ ଚେତନା ଶ୍ରମିକ ସଂଘ କାର୍ୟ୍ୟାଳୟ ପରିସରରେ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ପାଇକମାଲ ଅଞ୍ଚଳର ଚାଷୀମାନେ ଏକତ୍ରୀତ ହୋଇଥିଲେ । ଏହି ସମାବେଶରେ ଲିଙ୍ଗରାଜ,
Read More...

ଦଳିତ ହିଂସା : ସରକାରଙ୍କ ଯଥେଷ୍ଟ ଆଇନ ବ୍ୟବସ୍ଥା ସତ୍ତ୍ୱେ ଲାଗି ପାରୁନାହିଁ ଲଗାମ୍‌

ନୂଆଦିଲ୍ଲୀ : ଦଳିତ ଯୁବକଙ୍କୁ ନିସ୍ତୁକ ମାଡ଼, ଦଳିତ ଯୁବତୀଙ୍କ ସହ ବଳକ୍ରାର, ଦଳିତମାନଙ୍କୁ ମନ୍ଦିରରେ ପଶିବାକୁ ମନା…. ଏଭଳି ଅଗଣିତ ଜାତିଗତ ଉତ୍ପୀଡ଼ନ ଏବଂ ଭେଦଭାବ ସଂପର୍କୀତ ଖବର ଆଉ ନୂଆ ଭଳି ଲାଗୁନାହିଁ । ପ୍ରତ୍ୟହ କିଛି ନା କିଛି ଘଟଣା ସମ୍ବାଦପତ୍ରର ପୃଷ୍ଠା ମଣ୍ଡନ କରୁଛି ।
Read More...

ରସମୁଣ୍ତାରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଠପ୍

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଭେଙ୍ଗରାଜପୁର ଗ୍ରାମ ପଂଚାୟତ ଅନ୍ତର୍ଗତ ରସମୁଣ୍ଡା ଗ୍ରାମରେ ସୋଲାର୍ ମାଧ୍ୟମରେ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା କରାଯାଇଛି ସତ, କିନ୍ତୁ ଦୀର୍ଘ ୨ ମାସରୁ ଅଧିକ ହେବ ଜଳ ଯୋଗାଣ ବନ୍ଦ ହୋଇଯିବା ଫଳରେ ଲୋକେ ପୋଖରୀ ତଥା ନଈନାଳର ପାଣି ପିଇବାକୁ
Read More...

ଅସହାୟ ଅବସ୍ଥାରେ ଗୁପ ମଲ୍ଲିକ ପରିବାର : ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାହା ପାଇଁ

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ସରକାର ଯୋଜନା ଉପରେ ଯୋଜନା କରି ଚାଲିଛନ୍ତି । କିନ୍ତୁ ତାହା ଉପଯୁକ୍ତ ଳୋକଙ୍କୁ ମିଳିପାରୁଛି କି ନାହିଁ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କନ୍ଧକେଲଗାଁ ଗ୍ରାମର ଗୁପ ମଲ୍ଲିକ ଜଣେ
Read More...

ଭୂମି ଅଧିକାର ଯୋଗ୍ୟତା ପ୍ରମାଣପତ୍ର ବଣ୍ଟନ କାର୍ଯ୍ୟକ୍ରମ : ବାସଗୃହ ପାଇଁ ଜମି ପାଇବା ଭୂମିହୀନଙ୍କ ମୌଳିକ ଅଧିକାର,…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମଣିଷର ବଂଚି ରହିବା ତାର ମୌଳିକ ଅଧିକାର । ସେଥି ପାଇଁ ତାକୁ ରୋଜଗାର ନିହାତି ଦରକାର ଏବଂ ସହରରେ ରୋଜଗାର ପାଇଁ ତାର ବାସଗୃହ ଖଣ୍ଡେର ଆବଶ୍ୟକତାକୁ କେହି ମନା କରି ପାରିବେନାହିଁ । ତେଣୁ ଯଦି ସେ ଭୂମିହୀନ ହୋଇଥିବ, ବାସଗୃହ ଉପଯୋଗୀ ଜମି ବିନା ମୁଲ୍ୟରେ
Read More...