p purohi

ବଲାଙ୍ଗିର ଜିଲ୍ଲାରେ ଆଜି ୭୭ ଆକ୍ରାନ୍ତ ଚିହ୍ନଟ : ବଲାଙ୍ଗିର ପୌରାଂଚଳରୁ ୭ ଓ ଟିଟିଲାଗଡ଼ ପୌରାଂଚଳରୁ ୮

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ୭୭ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ୭ ଓ ଟିଟିଲାଗଡ଼ ପୌରାଂଚଳରୁ ୮ ଜଣ ସଂକ୍ରମିତ ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳର ୱର୍ଡ ନଂ.୪ରୁ ୨, ୧୦ରୁ ୧, ୧୪ରୁ ୧, ୨୦ରୁ ୨ ଏବଂ ୨୧ରୁ ୧ ଜଣ ଏବଂ ଟିଟିଲାଗଡ଼ ପୌରାଂଚର ୱାର୍ଡ ନଂ.୨ରୁ ୨, ୩ରୁ ୧, ୬ରୁ ୧, ୯ରୁ ୧, ୧୦ରୁ ୧ ଏବଂ ୧୪ରୁ ୨ ଜଣ ସଂକ୍ରମିତ ହୋଇଛନ୍ତି । ସେହିପରି ଆଗଲପୁର ବ୍ଲକ୍‌ ନଅଗାଁ-ଏ ଗ୍ରା.ପ.ରୁ ୪, ବଲାଙ୍ଗିର ବ୍ଲକ୍‌ ଚୁଡ଼ାପାଲି ଗ୍ରା.ପ.ରୁ ୧, ଶିବତଲା ଗ୍ରା.ପ.ରୁ ୧, ବିଡ଼ିଘାଟ ଗ୍ରା.ପ.ରୁ ୨, ଖୁଣ୍ଟପାଲି ଗ୍ରା.ପ.ରୁ ୧, କୁଡ଼ାସିଂଗା ଗ୍ରା.ପ.ରୁ ୧ ଏବଂ ଚନ୍ଦନଭାଟି ଗ୍ରା.ପ.ରୁ ୧, ବଙ୍ଗୋମୁଣ୍ଡା ବ୍ଲକ୍‌ ସିନ୍ଧେକେଲା ଗ୍ରା.ପ.ରୁ ୪, ଭାଲୁମୁଣ୍ଡା ଗ୍ରା.ପ.ରୁ ୧ ଏବଂ ବଙ୍ଗୋମୁଣ୍ଡା ଗ୍ରା.ପ.ରୁ ୩, ବେଲପଡ଼ା ବ୍ଲକ୍‌ ସିହିନୀ ଗ୍ରା.ପ.ରୁ ୧, ଦେଓଗାଁ ବ୍ଲକ୍‌ ମୁକୁନ୍ଦପୁର ଗ୍ରା.ପ.ରୁ ୧, ଗୁଡ଼ଭେଲା ବ୍ଲକ୍‌ ଦେଉଲଗୁଡ଼ି ଗ୍ରା.ପ.ରୁ ୨, କଂଟାବାଂଜି ଏନ୍‌ଏସି ୱାର୍ଡ ନଂ.୧୪ରୁ ୧, ପାଟଣାଗଡ଼ ବ୍ଲକ୍‌ ଗେଡର଼୍ା ଗ୍ରା.ପ.ରୁ ୧, ପାଟଣାଗଡ଼ ଏନ୍‌ଏସି. ୱାର୍ଡ ନଂ.୭ରୁ ୧, ପୁଇଁନ୍ତଲା ବ୍ଲକ୍‌ ଦଶପୁର ଗ୍ରା.ପ.ରୁ ୭ ଓ ଲୁକାପଡ଼ା ଗ୍ରା.ପ.ରୁ ୧, ସଇଁନ୍ତଲା ବ୍ଲକ୍‌ ଗଣ୍ଡପତ୍ରାପାଲି ଗ୍ରା.ପ.ରୁ ୧୫, ଟିଟିଲାଗଡ଼ ବ୍ଲକ୍‌ ଖୋଲାନ ଗ୍ରା.ପ.ରୁ ୧, ଘୋଡ଼ାର ଗ୍ରା.ପ.ରୁ ୨, ମନିଗାଁ ଗ୍ରା.ପ.ରୁ ୧, କୁରସୁଡ଼ ଗ୍ରା.ପ.ରୁ ୧, ବାନ୍ଧୁପଲା ଗ୍ରା.ପ.ରୁ ୧, ତୁଷୁରା ଏନ୍‌ଏସି. ୱାର୍ଡ ନଂ.୩ରୁ ୪ ଏବଂ ୪ରୁ ୩ ଜଣ ସଂକ୍ରମିତ ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ଜିଲ୍ଲାରେ ୮୨୬ ଜଣ ଏକ୍‌ଟିଭ୍‌ କରୋନା ସଂକ୍ରମିତ ରହିଛନ୍ତି ।

nrusinghnath
Leave A Reply

Your email address will not be published.