ସହାୟତାର ହାତ ବଢ଼ାଇଲା ମହେଶ୍ୱରୀ ସଂଗଠନ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିତେନ୍ଦ୍ର ବରିହା ନାମକ ଜଣେ ବ୍ୟକ୍ତି ପାଟଣାଗଡ ଅଞ୍ଚଳର ଦୀର୍ଘ ଦିନ ହେବ ଏକ ଅଜଣା ରୋଗରେ ପୀଡ଼ିତ ଥିଲେ । ପ୍ରାୟ ୧୦ବର୍ଷ ପୂର୍ବେ ସର୍ପ ଦଂଶନରୁ ତାଙ୍କ ବାମ ଗୋଡ଼ରେ କ୍ଷତ ହୋଇଥିଲା । ଉଚିତ ଚିକତ୍ସା ନ କରି ଅନ୍ଧବିଶ୍ୱାସରେ ପଡ଼ି ଗୁଣି ଗାରେଡିର ଆଶ୍ରିତ!-->…
Read More...
Read More...