ମିଆଁମାରରେ ଅଂଶ ଗ୍ରହଣ କରିବେ ବୌଦ୍ଧର ଝିଅ ଅନୀଷା
				ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲାର ଝିଅ ଅନୀଷା । ଆସନ୍ତା ଅପ୍ରେଲ ମାସରେ ମିଆଁମାର ଠାରେ ହେବାକୁ ଥିବା ଲିଟିଲ ମିସ ପ୍ରତିଯୋଗିତା-୨୦୨୧ରେ ସେ ଭାରତକୁ ପ୍ରତିନିଧିତ୍ଵ କରିବାକୁ ମନୋନୀତ ହୋଇଛନ୍ତି । ଅନୀଷା ବୌଦ୍ଧ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ!-->…					
Read More...
				Read More...
