Daily Archives

ଘଣ୍ଟାପଡା ଛକକୁ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କଲେ ସରପଞ୍ଚ

ବୌଦ୍ଧ,(ବଂଶୀଧର ମାଝୀ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ଘଣ୍ଟାପଡା ବଜାର ଛକରେ ୭ଜଣ କରୋନା ପଜିଟିଭ ଚିହ୍ନଟ ହେବାପରେ ଘଣ୍ଟାପଡା ସବପଞ୍ଚ ଜିତେନ୍ଦ୍ର କୁମାର ଦେହୁରୀ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କରିଛନ୍ତି । ଗୋଷ୍ଠୀ ସଂକ୍ରମଣରୁ ଜନସାଧାରଣଙ୍କୁ ସୁରକ୍ଷା ଓ ସଚେତନତା କରିବା ପାଇଁ ୨୫
Read More...

ଦୁଇ ବାଇକ ମୁହାମୁହିଁ ଧକ୍କା : ଚାଳକ ମୃତ୍ୟୁ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଥାନା ତଥା ଭବାନୀପାଟଣା-ଖଡିଆଳ ୧୬ ନମ୍ବର ରାଜ୍ୟ ରାଜପଥର ଚାନ୍ଦୋତରା ନିକଟରେ ଥିବା ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଦୁଇ ଜଣ ଗୁରୁତର ଆହତ ହୋଇଥିବା
Read More...

ମା’ବାପାଙ୍କ ମୃତ୍ୟୁ ପରେ ସାହାରା ଖୋଜୁଛନ୍ତି ଚାରି ଅନାଥ ଭାଇ ଭଉଣୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଦିନ ଥିଲା, ବେଶ ଖୁସିରେ ବାପାମା'ଙ୍କ ସହିତ ଚାରି ଭାଇ ଭଉଣୀ ରହୁଥିଲେ । କୁଆଡ଼ୁ କେଜାଣି ମାଡି ଆସିଲା ସୁଖୀ ପରିବାର ଉପରକୁ ବିପଦ । ଏବେ ହଜିଯାଇଛି ପରିବାର ଲୋକଙ୍କ ମୁହଁରୁ ହସ । ଖାଲି ଆଖିରେ ଧାର ଧାର ହୋଇ ଗଡ଼ିପଡୁଛି ଆଖିର ଲୁହ । ବାପାମା'ଙ୍କ
Read More...

ସାମାଜିକ ସ୍ତରରେ ମଧ୍ୟ କରୋନାକୁ ପ୍ରତିହତ କରାଯାଇ ପାରିବ : କଂଟାବାଂଜି ଏନଏସି ଦ୍ୱାରା ଜନ ସଂପର୍କ ଶିବିର ଅନୁଷ୍ଠିତ

କଂଟାବାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜି ଏନଏସି.ର ସଭାଗୃହରେ କରୋନା ପ୍ରତିହତ ଉପରେ ଜନ ସଂପର୍କ ଶିବିର ଗୁରୁବାର ଦିନ ଅନୁଷ୍ଠିତ ହୋଇଛି । ଏହି ଶିବିରରେ ସାମାଜିକ ସ୍ତରରେ ମଧ୍ୟ କରୋନାକୁ ପ୍ରତିହତ କରିପାରିବା, ମାସ୍କ ବ୍ୟବହାର କରିବା, ସାମାଜିକ ଦୂରତା ପାଳନ, ସାବୁନରେ ହାତ ଧୋଇବା,
Read More...

ରାଜେନ୍ଦ୍ର ଓ ଅଜିତଙ୍କୁ ବଲାଙ୍ଗିର ବିଜେଡି ତରଫରୁ ସମ୍ବର୍ଦ୍ଧନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ଶୈଳଶ୍ରୀ ପେଲେସ୍ ଠାରେ ବଲାଙ୍ଗିର ବିଜୁ ଜନତା ଦଳ ପରିବାର ତରଫରୁ ନବ ନିଯୁକ୍ତ ରାଜ୍ୟ ବିଜୁ ଯୁବ ଜନତା ଦଳର ସମ୍ପାଦକ ଅଜିତ ଯୋଷୀ ଓ ବଲାଙ୍ଗିର ଜିଲ୍ଲା ଯୁବ ବିଜେଡି ସଭାପତି ରାଜେନ୍ଦ୍ର ହୋତାଙ୍କୁ ବଲାଙ୍ଗିର ବିଜୁ ଜନତା ଦଳ ତରଫରୁ
Read More...

ଧାନ ଫସଲରେ ଅଜଣା ରୋଗ : କାମ ଦଉନି କୀଟନାଶକ, ଚିନ୍ତାରେ ଚାଷୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକରେ ୧୪ଟି ପଞ୍ଚାୟତର ବିଭିନ୍ନ ଗ୍ରାମରେ ଧାନ ଫସଲରେ ମାଡି ଚାଲିଛି ଅଜଣା ରୋଗ । କୃଷି ବିଭାଗ ଯେତେ ପ୍ରକାର ଔଷଧ ପକାଇବାକୁ ପରାମର୍ଶ ଦେଲେ ମଧ୍ୟ କୌଣସି ଗୋଟିଏ ବି କାମ କରୁନଥିବା ଚାଷୀ ଅଭିଯୋଗ କରିଛନ୍ତି ।
Read More...

ସୁନ୍ଦରଗଡ଼ ଜିଲ୍ଲାରେ ମା’ ଓ ଶିଶୁ ସୁରକ୍ଷା ପାଇଁ ଆଉ ୯ଟି ‘ମା’ ଗୃହ’ ପ୍ରତିଷ୍ଠା କରାଯିବ

ସୁନ୍ଦରଗଡ଼, (କେପିଏନ୍‌ଏସ୍‌) : ସୁନ୍ଦରଗଡ଼ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ସରକାରୀ ଓ ଘରୋଇ ସହଭାଗିତା (ପିପିପି) ଉପରେ ଗୁରୁତ୍ୱ ଆରୋପ କରାଯାଉଛି। ନିକଟରେ ଏ ସମ୍ପର୍କରେ ଆୟୋଜିତ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।
Read More...

କରୋନା ମୁକାବିଲା ପାଇଁ ବଲାଙ୍ଗିର ଜିଲ୍ଲାପାଳଙ୍କୁ କୋସଲ ରାଜ୍ୟ ସମନ୍ୱୟ ସମିତିର ୧୩ ଦଫା ସମ୍ବଳିତ ସ୍ମାରକ ପତ୍ର…

ବଲାଙ୍ଗିର, (ଦେବାଶିଷ ମିଶ୍ର) : କୋସଲ ରାଜ୍ୟ ସମନ୍ୱୟ ସମିତି (କେଆରଏସଏସ) ବଲାଙ୍ଗିର ଲୋକସଭା ନିର୍ବାଚନ ମଣ୍ଡଳୀ ଜୋନ ନିଷ୍ପତ୍ତି ଅନୁଯାୟୀ ଆଜି ବଲାଙ୍ଗିର ଜିଲ୍ଲାପାଳଙ୍କୁ ଏକ ୧୩ ଦଫା ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରାଯାଇଛି । ବଲାଙ୍ଗିର ଜିଲ୍ଲାରେ ଭୟାବହ କରୋନା ସଂକ୍ରମଣ ଓ ତତ୍ ଜନିତ
Read More...

ସୁବର୍ଣ୍ଣପୁର ଜିଲ୍ଲାର ବିକାଶ ପାଇଁ ବିଜେପି ତରଫରୁ ପ୍ରୟାସ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସଂସ୍କୃତି ସମ୍ପନ୍ନ ସୁବର୍ଣ୍ଣପୁର ଜିଲ୍ଲାର ଆର୍ଥିକ, ସାମାଜିକ ଓ ସାଂସ୍କୃତିକ ବିକାଶ ପାଇଁ ବିଜେପି ତରଫରୁ ପ୍ରୟାସ ଆରମ୍ଭ ହୋଇଯାଇଛି । ଜିଲ୍ଲାର କୃଷି, ବୟନ ଓ ପର୍ୟ୍ୟଟନକୁ ନେଇ ତ୍ରିସୂତ୍ରୀ ପରିଯୋଜନାକୁ ଫଳବତୀ କରିବା ଲକ୍ଷ୍ୟରେ ବଲାଙ୍ଗିର
Read More...

ପୁରୁଖା ସାମ୍ବାଦିକ ଭାଗବତ ପ୍ରସାଦ ନନ୍ଦ ଆଉ ନାହାନ୍ତି

ସମ୍ବଲପୁର, (ଦାମୋଦର ପଣ୍ଡା) : ବିଶିଷ୍ଟ ସମାଜସେବୀ, ପୁରୁଖା ସାମ୍ବାଦିକ ଭାଗବତ ପ୍ରସାଦ ନନ୍ଦ ଆଉ ନାହାନ୍ତି । ଆଜି ଅପରାହ୍ନରେ ତାଙ୍କର ପରଲୋକ ହୋଇଯାଇଛି । ତାଙ୍କ ବିୟୋଗରେ ସମଗ୍ର ପଶ୍ଚିମ ଓଡ଼ିଶାରେ ଶୋକର ଛାୟା ଖେଳିଯାଇଛି । ଜଣେ ନିର୍ଭୀକ ନିରପେକ୍ଷ ସାମ୍ବାଦିକ ତଥା ବହୁ ଜନ
Read More...