Daily Archives

ଗ୍ରାମାଂଚଳର ବିକାଶ ପଥେ ଲୋଇସିଂହା ବିଧାୟକ: ଗାଁ ଆଲୋକୀକରଣ, ପାନୀୟ ଜଳର ବ୍ୟବସ୍ଥା ଓ ଭୂମୀହୀନଙ୍କୁ ଜମିପଟ୍ଟା ପ୍ରଦାନ

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : ଚଳିତ ସପ୍ତାହରେ ଗ୍ରାମାଂଚଳର ବିକାଶ ପଥରେ ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ ନିଜ ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ୩ ବ୍ଲକ ଗସ୍ତ କରିଥିଲେ । ଏହି ଅବସରରେ ଲୋଇସିଂହା ବ୍ଲକ ଅଧୀନସ୍ଥ ୩୪ ନମ୍ବର ଜିଲ୍ଲା ପରିଷଦ ଅଂଚଳର ଗାଁମାନଙ୍କରେ ଆଲୋକୀକରଣ
Read More...

ତାଇୱାନ୍‌କୁ କବ୍‌ଜା କରିବା ଚକ୍କରରେ ଅଛି ଚୀନ୍‌

ନୂଆଦିଲ୍ଲୀ : ଚୀନ୍‌ର କମ୍ୟୁନିଷ୍ଟ ପାର୍ଟି ସହ ସଂପର୍କିତ ଖବରକାଗଜ ଗ୍ଲୋବାଲ୍‌ ଟାଇମ୍ସ ଖୋଲାଖୋଲି ସ୍ୱୀକାର କରିଛି ଯେ, ଚୀନ୍‌ ସେନା ତାଇୱାନ୍‌କୁ କବ୍‌ଜା କରିବା ପାଇଁ ଅଭ୍ୟାସ ଜାରି ରଖିଛନ୍ତି । ଚୀନ ସରକାରଙ୍କ ମୁଖପତ୍ର ବୋଲି କୁହାଯାଉଥିବା ଏହି ଖବରକାଗଜ ଅନୁସାରେ ଗତ ଶୁକ୍ରବାର ଲଢୁଆ
Read More...

ବେସାହାରା ମା’ ଝିଅଙ୍କୁ ଘର ସହାୟତା ଦାବୀ

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : ବିଗତ ସମୟର ଲଗାତାର ବର୍ଷାରେ ବହୁ ଘରଦ୍ୱାର ଭାଙ୍ଗିପଡିଛି । ଏପରିକି ବହୁ ପରିବାର ବେସାହାରା ହୋଇ ପଡିଥିବା ବେଳେ ଲୋଇସିଂହା ନୁଆଁପଡାସ୍ଥିତ ବିଧବା ମାଳତୀ ମାଝୀଙ୍କ ଘର ସଂପୁର୍ଣ୍ଣ ଭୁଷୁଡି ପଡିଛି । ଫଳରେ ବିଧବା ମା’ ସହ ଅବିବାହିତ ଝିଅ ବେସାହାରା
Read More...

ଲୋଇସିଂହା ବିଜେପି ପକ୍ଷରୁ ରୋଗୀଙ୍କୁ ଫଳ ବଂଟନ

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ସପ୍ତାହକୁ ପାଳନ କରା ଯାଉଥିବା ସେବା ସପ୍ତାହ ପାଳନ ଅବସରରେ ଲୋଇସିଂହା ବିଜେପି ପକ୍ଷରୁ ରୋଗୀଙ୍କୁ ଫଳ ବଂଟନ କରାଯାଇଛି । ଲୋଇସିଂହା ୩୩ ନମ୍ବର ଜୋନ ମଣ୍ଡଳ ସଭାପତି ସରୋଜ କୁମାର ସାହୁଙ୍କ ନେତୃତ୍ୱରେ
Read More...

ହତ୍ୟା ମାମଲାର ୨ ଅଭିଯୁକ୍ତ ଗିରଫ୍‌ : କୋର୍ଟ ଚାଲାଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତକାଲିର ହତ୍ୟା ମାମଲାରେ ବଲାଙ୍ଗିର ଆଦର୍ଶ ଟାଉନ୍‌ ପୋଲିସ ଦ୍ୱାରା ୨ ଜଣଙ୍କୁ ଗିରଫ୍‌ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦିଆଯାଇଛି । ସୂଚନା ଅନୁସାରେ ସ୍ଥାନୀୟ ବେହେରାପାଲିରେ ଗତକାଲି ଚାରିଜଣ ମିଶି କ୍ଲବ୍‌ ପାଖରେ ମଦ ପିଉଥିଲେ ଏବଂ ମଦ ନିଶାରେ
Read More...

ଉଦ୍ଧତ ଚୀନ୍‌ ଧମକ୍‌ ଦେଉଛି ଆମେରିକା ଓ ତାଇୱାନକୁ

ବେଜିଂ : ଉଦ୍ଧତ ଚୀନ୍‌ ଏବେ ଧମକ୍‌ ଦେଉଛି ଆମେରିକା ଓ ତାଇୱାନ୍‌କୁ । ନିଆଁ ସହ ଖେଳ ନାହିଁ ବୋଲି ଧମକ୍‌ ଦେଇଥିବା ସୂଚନାରେ କୁହାଯାଇଛି । ପ୍ରାପ୍ତ ସୂଚନା ଅନୁସାରେ ସେକ୍ରେଟାରୀ କୀଥ୍‌ କ୍ରେଚ୍‌ ତାଇୱାନ୍‌ରେ ଥିବା ସମୟରେ ଚୀନ୍‌ର ୧୮ଟି ଫାଇଟର୍‌ ଜେଟ୍‌ ତାଇୱାନ୍‌ ଆକାଶରେ ଉଡ଼ିଥିଲେ ଏବଂ
Read More...

ବନ୍ଧପଡା ପଞ୍ଚାୟତକୁ ୭୨ ଘଣ୍ଟା ସଟଡାଉନ ଘୋଷଣା କଲେ ସରପଞ୍ଚ : କେବଳ ଜରୁରୀକାଳୀନ ସେବା ପାଇଁ ଅନୁମତି

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅନ୍ତର୍ଗତ ବନ୍ଧପଡା ଗ୍ରାମ ପଞ୍ଚାୟତର ବନ୍ଧପଡା ଗ୍ରାମରେ ଗୋଟିଏ ପରିବାରର ୫ ଜଣ କରୋନା ସଂକ୍ରମିତ ଓ ବୁଢାବାହାଲ ଗାଁରେ ଜଣେ ବ୍ୟକ୍ତି କରୋନା ପଜିଟିଭ୍ ବୋଲି ଚିହ୍ନଟ ହେବା ପରେ ସ୍ଥାନୀୟ ସରପଞ୍ଚ ସମ୍ପୂର୍ଣ୍ଣ ପଞ୍ଚାଯତକୁ ସଟଡାଉନ ଘୋଷଣା
Read More...

ଆଜିଠୁ ଆଇପିଏଲ୍‌ର ଉଦ୍‌ଘାଟନୀ ମ୍ୟାଚ୍‌ : ଜାଣନ୍ତୁ କିଏ କେଉଁ ଦଳର ଅଧିନାୟକ

ଦୁବାଇ : ଆଜିଠୁ ଦୁବାଇରେ ଆରମ୍ଭ ହେବ ଆଇପିଏଲ୍‌ । ସମସ୍ତ କରୋନା ଗାଇଡ଼୍‌ ଲାଇନ୍‌କୁ ନେଇ ପଡିଆକୁ ବାହାରିବେ ଖେଳାଳୀ ମାନେ । ପ୍ରାୟ ଆଠ ଗୋଟି ଦଳକୁ ନେଇ ଅନ୍‌ୁଷ୍ଠିତ ହେବ ଆଇପିଏଲ୍‌ ମ୍ୟାଚ୍‌ । ଏହି ଆଠଟି ଦଳର ଅଧିନାୟକ ମାନଙ୍କର ନାମ ଜାଣିଛନ୍ତିକି ଆପଣମାନେ? ଆସନ୍ତୁ ଜାଣିବା, କିଏ
Read More...

ଲକ୍‌ ଡାଉନ୍‌ରେ ଆର୍ଥିକ ଦୁର୍ଦ୍ଦଶା ଯୋଗୁଁ ଗୋଟିଏ ପରିବାରର ୪ ସଦସ୍ୟଙ୍କ ଆତ୍ମହତ୍ୟା

ଜୟପୁର : ରାଜସ୍ଥାନର ରାଜଧାନୀ ଜୟପୁରରେ ଘଟିଛି ଏକ ହୃଦୟ ବିଦାରକ ଘଟଣା । ଲକ୍‌ ଡାଉନ୍‌ ହେତୁ ଆର୍ଥିକ ଦୁର୍ଦ୍ଦଶାର ସାମ୍ନା କରି ଭାଙ୍ଗି ପଡ଼ିବା ସହ ଗୋଟିଏ ପରିବାରର ୪ ଜଣ ସଦସ୍ୟ ଆତ୍ମହତ୍ୟା କରିବା ଭଳି ଦୁଃଖଦ ସମାଚାର ସାରା ରାଜଧାନୀକୁ ଦୋହଳାଇ ଦେଇଛି । ସୂଚନା ଅନୁସାରେ ଆର୍ଥିକ
Read More...

ପୁଣି ହୋଇପାରେ କି ଲକ୍‌ଡାଉନ୍‌

ନୂଆଦିଲ୍ଲୀ : କରୋନା ସଂକ୍ରମଣ ଥମିବାର ନାଁ ନେଉନାହିଁ । ସାରା ବିଶ୍ୱରେ କରୋନା ତାର କାୟା ବିସ୍ତାର କରି ଚାଲିଛି । ଏହି କ୍ରମରେ ଇସ୍ରାଏଲ୍‌ ପୁଣି ୩ ସପ୍ତାହ ପାଇଁ ଲକ୍‌ଡାଉନ୍‌ ଘୋଷଣା କରି ସାରିଛି । ତେବେ ଭାରତରେ ସୁସ୍ଥତା ହାର ସର୍ବାଧିକ ଥିଲେ ସୁଦ୍ଧା ସଂକ୍ରମଣକୁ ରୋକିବା କାଠିକର
Read More...