Daily Archives

ଅନ୍‌ଲାଇନ୍ ଶିକ୍ଷାର ବାସ୍ତବ ଚିତ୍ର : ପାହାଡ ଉପରେ ପିଲାଙ୍କ ପାଠପଢା

ବୌଦ୍ଧ,(ବଂଶୀଧର ମାଝୀ): ମହାମାରୀ କରୋନା କଟକଣା ପାଇଁ ସ୍କୁଲ କଲେଜ ବନ୍ଦ ରହିଛି । ସରକାର ଅନ୍‌ଲାଇନ୍‌ କ୍ଲାସ ଜରିଆରେ ପିଲାଙ୍କୁ ଶିକ୍ଷାଦାନ କରାଉଛନ୍ତି । ହେଲେ ଅନ୍‌ ଲାଇନ୍‌ କ୍ଲାସ ଛାତ୍ରୀଛାତ୍ରଙ୍କ ଉଦ୍ଦେଶ୍ୟ ପୂରଣ କରିପାରୁ ନ ଥିବା ଅଭିଯୋଗ ହୋଉଛି । ଏହାର ଏକ ଚିତ୍ର ବୌଦ୍ଧ ଜିଲା
Read More...

କୋଭିଡ କେଆର ସେଣ୍ଟରରେ ମହିଳାଙ୍କୁ ଯୌନ ନିର୍ଯାତନା ଘଟଣା : ଅଭିଯୁକ୍ତ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବୀ କଲେ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତ ୪ ତାରିଖରେ ବଲାଙ୍ଗିର କୋଭିଡ କେଆର ସେଣ୍ଟରରେ ଜଣେ ମହିଳା ରୋଗୀଙ୍କୁ କାର୍ଯ୍ୟରତ ଡାକ୍ତର ଯୌନ ନିର୍ଯାତନା ଦେବା ଘଟଣାରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଗତକାଲି ଟ୍ୱିଟ୍ କରିଛନ୍ତି । ଏହି ଘଟଣାରେ ବାରମ୍ବାର ବିଭିନ୍ନ ଅଧୀକାରୀଙ୍କ ଦୃଷ୍ଟି ଆକର୍ଷଣ
Read More...

କୁନି ଚିତ୍ରଶିଳ୍ପୀ ସମୃଦ୍ଧି ସଂପର୍ଣ୍ଣା : ଚିତ୍ର ଆଙ୍କିବାରେ ଓସ୍ତାଦ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : କୁନି ଚିତ୍ରଶିଳ୍ପୀ ସମୃଦ୍ଧି ସଂପର୍ଣ୍ଣା ଚିତ୍ର ଆଙ୍କିବାରେ ଓସ୍ତାଦ୍‌ । ବଲାଙ୍ଗିର ପବ୍ଲିକ୍‌ ସ୍କୁଲର ସପ୍ତମ ଶ୍ରେଣୀର ଛାତ୍ରୀ । ତାଙ୍କ କୁନି ହାତରେ ଖୁବ୍‌ ସୁନ୍ଦର ଚିତ୍ର ଆଙ୍କନ୍ତି । ଅଧ୍ୟୟନ କ୍ଷେତ୍ରରେ ବି ବେଶ୍‌ ସଫଳତା ହାସଲ୍‌ କରି ପାରୁଥିବା
Read More...

ଏଲ୍‌ଏସି.ରେ ଲାଉଡ୍‌ ସ୍ପିକର୍‌ : ଚୀନ୍‌ର ପୁରୁଣା ଷଡ଼ଯନ୍ତ୍ର : ୧୯୬୨ରେ ବି ଏମିତି କରିଥିଲା ଚୀନ୍

ନୂଆଦିଲ୍ଲୀ : ଲଦ୍ଦାଖରେ ବାସ୍ତବିକ ନିୟନ୍ତଣ ରେଖା (ଏଲ୍‌ଏସି)ରେ ଭାରତ ଓ ଚୀନ୍‌ ସେନା ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଂଚିଛି । ପ୍ରତ୍ୟହ ଚୀନ୍‌ ଭାରତ ବିରୁଦ୍ଧରେ ନୂଆ ନୂଆ ଷଡ଼ଯନ୍ତ୍ର କରି ଚାଲିଛି । ଭାରତୀୟ ସେନାରେ ଶିଖ୍‌ ଯୱାନ୍‌ର ଉପସ୍ଥିତିକୁ ଦୃଷ୍ଟି ଦେଇ ଚୀନ ଏବେ ଏଲ୍‌ଏସି.ରେ
Read More...

ନୃସିଂହନାଥ ରାସ୍ତାରେ ପୁରୁଣା କଉ ଗଛ ବିପଦଶଙ୍କୁଳ ସ୍ଥିତିରେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲରୁ ନୃସିଂହନାଥ ରାସ୍ତା ଧର୍ମଶାଳା ନିକଟସ୍ଥ ଏକ କଉ ଗଛ ଦୀର୍ଘ ଦିନ ହେବ ବିପଦଶଙ୍କୁଳ ଅବସ୍ଥାରେ ଅଛି । ଏହି ରାସ୍ତା ଦେଇ ୩ ଖଣ୍ଡର ଗ୍ରାମବାସୀ ତଥା ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥ କ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର, ତହସିଲଦାର
Read More...

ଗତ ୨୪ ଘଂଟାରେ ଓଡ଼ିଶାରେ ୪୨୪୧ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟାରେ ଓଡ଼ିଶାରେ ୪୨୪୧ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସେମାନଙ୍କ ମଧ୍ୟରୁ ୨୫୦୨ ଜଣ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି ୧୭୩୯
Read More...

ପୋଖରୀକୁ ଗାଧୋଇବାକୁ ଯାଇ ଅଢେଇ ବର୍ଷର ପୁଅ ସହ ମହିଳା ଚମ୍ପଟ : ଥାନାର ଦ୍ୱାରସ୍ଥ ହେଲେ ସ୍ୱାମୀ

ଦେଓଗାଁ, (ମନିଷ କୁମାର ସାହୁ) : ଦେଓଗାଁ ଥାନା ଅନ୍ତର୍ଗତ ଲୁହୁରେନପାଲି ଗ୍ରାମର ଜଣେ ୩୫ ବର୍ଷୀୟ ମହିଳା ନିଜର ଅଢେଇ ବର୍ଷର ଶିଶୁକୁ ଧରି କୁଆଡେ ଚମ୍ପଟ ମାରିଥିବା ନେଇ ଦେଓଗାଁ ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି। ଏନେଇ ସମ୍ପୃକ୍ତ ମହିଳାଙ୍କ ସ୍ୱାମୀ ଦେଓଗାଁ ଥାନାର ଦ୍ୱାରସ୍ଥ ହୋଇ
Read More...

ବଦଳିକୁ ନେଇ ଶିକ୍ଷକ ମହଲରେ ଅସନ୍ତୋଷ ତେଜୁଛି : ଓଷ୍ଟା ରାଜ୍ୟ ସଂଘ ୧୯ରେ ଭେଟିବ ଶିକ୍ଷା ସଚିବଙ୍କୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପଦୋନ୍ନତି ପରେ ବଦଳିକୁ ନେଇ ଶିକ୍ଷକ ମହଲରେ ଅସନ୍ତୋଷ ଦେଖା ଦେଇଥିବା ବେଳେ ଆସନ୍ତା ୧୯ ତାରିଖରେ ଓଷ୍ଟା ରାଜ୍ୟ ସଂଘ ଶିକ୍ଷା ସଚିବଙ୍କୁ ଭେଟିବାକୁ ପ୍ରସ୍ତୁତ ହେଉଛି । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲାର ୮୮ ଜଣ ଶିକ୍ଷକ, ଶିକ୍ଷୟତ୍ରୀ ପଦୋନ୍ନତି ପାଇଥିବା
Read More...

ଲକ୍‌ଡାଉନ୍‌ ବେଳେ ଫେରିଥିବା ଶ୍ରମିକମାନେ କ୍ୱାରେନ୍‌ଟାଇନ୍‌ ଅନୁଦାନ ପାଇ ନଥିବା ଅଭିଯୋଗ

ତୁରେକେଲା, (କୈଳାଶ ସଗ୍ରିଆ) : ଲକ୍‌ଡାଉନ୍‌ ବେଳେ ଫେରିଥିବା ଶ୍ରମିକମାନେ କ୍ୱାରେନ୍‌ଟାଇନ୍‌ ଅନୁଦାନ ପାଇ ନଥିବା ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ତୁରେକେଲା ବ୍ଲକ୍‌ ଅନ୍ତର୍ଗତ କନ୍ଦେଲ ପଞ୍ଚାୟତ ଅଧୀନସ୍ଥ ଟିକ୍ରାପଡ଼ା ଗାଁର ଅଭିକ ପୁଟେଲ, ସ୍ତ୍ରୀ ସତଫୁଲ ପୁଟେଲ ତିନି ଝିଅଙ୍କୁ ନେଇ
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୦ତମ ଜନ୍ମଦିନ ଅବସରରେ ଶୁଭେଚ୍ଛା ସୁଅ ଛୁଟୁଛି

ନୂଆଦିଲ୍ଲୀ, (କେପିଏନ୍‌ଏସ୍‌) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଜି ୭୦ତମ ଜନ୍ମ ଦିବସ । ଏହି ଅବସରରେ ଦେଶ ବିଦେଶରୁ ଶୁଭେଚ୍ଛାର ସୁଅ ଛୁଟୁଛି ତାଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ । ତାଙ୍କ ପରମ ବୈଭବଶାଳୀ ଭାରତ ନିର୍ମାଣ ଅଭିଯାନ ସଫଳ ହେଉ ତଥା ତାଙ୍କ ଆଗାମୀ ସମୟ ସ୍ୱଚ୍ଛ ଓ ସମୃଦ୍ଧ
Read More...