Daily Archives

ଲଉଡିଦରହା ସମବାୟ ସମିତିକୁ ଛୁଇଁଲା କରୋନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଲଉଡିଦରହା ପଞ୍ଚାୟତର ଲଇଡିଦରହା ଏବଂ ଡୁଙ୍ଗୁରିପାଲି ଗ୍ରାମରେ କରୋନା ଛୁଇଁଥିବା ଜଣାପଡିଛି । ଲଉଡିଦରହା ଗ୍ରାମ ପଞ୍ଚାୟତର ସରପଞ୍ଚ ବଳରାମ ଖମାରୀ ଡୁଙ୍ଗରିପାଲି ଗ୍ରାମ କୁ ୧୬/୯/୦୨୦ ଠାରୁ ୧୮/୯/୦୨୦ ପର୍ୟ୍ୟନ୍ତ ସଟ
Read More...

ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଦୁଇ ଦିନିଆଁ ବଲାଙ୍ଗିର ଜିଲ୍ଲା ଗସ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ତାଙ୍କ ଦୁଇ ଦିନିଆଁ ବଲାଙ୍ଗିର ଜିଲ୍ଲା ଗସ୍ତ ଅବସରରେ ବଲାଙ୍ଗିରରେ ପହଂଚିଛନ୍ତି । ଆଜି ପୂର୍ବାହ୍ନ ସାଢେ଼ ୧୦ଟା ସମୟରେ ସ୍ଥାନୀୟ ସାର୍କିଟ୍‌ ହାଉସ୍‌ରେ ଜିଲ୍ଲାପାଳ ଶ୍ରୀ ଚଞ୍ଚଳ
Read More...

ନାବାଳିକା ଅପହରଣ ଓ ଦୁଷ୍କର୍ମ ଅଭିଯୋଗର ୬ ଦିନ ପରେ ନିଜ ଗାଁରୁ ନାବାଳିକାକୁ ଉଦ୍ଧାର କଲା ପୁଲିସ : ଜଣେ କୋର୍ଟ ଚାଲାଣ

ଦେଓଗାଁ, (ମନିଷ କୁମାର ସାହୁ) : ବନ୍ଧପଡା ଫାଣ୍ଡି ଅଞ୍ଚଳର ଜଣେ ନାବାଳିକାକୁ ଅପହରଣ ପରେ ବଳାତ୍କାର ହୋଇଥିବା ଅଭିଯୋଗ ହେବା ପରେ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ । ଧଣ୍ଡାମାଲ ପଞ୍ଚାୟତ ବିଲାସପୁର ଗାଁର ଜଣେ ନାବାଳିକା ଗତ ୫ତାରିଖ ରାତିରେ ଶୌଚ ପାଇଁ ବାହାରି ଥିବାବେଳେ
Read More...

ବଳିଷ୍ଠ ପୋଲିସ ଅଧିକାରୀ ବିଜୟାନନ୍ଦ କର୍‌କରା ଆଉ ନାହାନ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୋଲିସ ବିଭାଗର ଜଣେ ବଳିଷ୍ଠ ପୋଲିସ ଅଧିକାରୀ ବିଜୟାନନ୍ଦ କର୍‌କରାଙ୍କ ଦେହାନ୍ତ ହୋଇଥିବା ଖବର ମିଳିଛି । ବିଶାଖାପାଟଣାରେ ଚିକିତ୍ସାଧୀନ ଥିବା ବେଳେ ଆଜି ଅପରାହ୍ନରେ ତାଙ୍କ ପରଲୋକ ହୋଇଯାଇଥିବା ଖବର ସାରା ଅଂଚଳରେ ଶୋକର ଛାୟା ଖେଳାଇ ଦେଇଛି । ଜଣେ ବଳିଷ୍ଠ
Read More...

ବଲାଙ୍ଗିରର କରୋନା ଆରୋଗ୍ୟ ଦୁଇ ଯୁବକ ପ୍ଲାଜ୍‌ମା ଦାନ କଲେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ରାଧାରାଣୀପଡ଼ା ନିବାସୀ ରାହୁଳ ସାହୁ ଏବଂ ଠିକାଦାରପଡ଼ା ନିବାସୀ ପ୍ରମୋଦ ମୁନି ସ୍ୱେଚ୍ଛାକୃତ ଭାବେ ବୀର ସୁରେନ୍ଦ୍ର ସାଏ ଭେଷଜ ଆୟୁର୍ବିଜ୍ଞାନ ମହାବିଦ୍ୟାଳୟ, ବୁର୍ଲାର ପ୍ଲାଜ୍‌ମା ଭଣ୍ଡାର ଠାରେ ପ୍ଲାଜ୍‌ମା ଦାନ କରିଛନ୍ତି । ପ୍ରକାଶ ଥାଉ କି
Read More...

ସାରା ରାଜ୍ୟ କରୋନା ଆତଙ୍କରେ କଂପୁଥିବା ବେଳେ ଧାନ ଚାଷରେ ଅଜଣା ରୋଗର ଆତଙ୍କ

ପଦ୍ମପୁର, (ନିରଂଜନ ତ୍ରିପାଠୀ) : କରୋନା ମହାମାରୀ ସାରା ବିଶ୍ୱରେ ତାର କାୟା ବିସ୍ତାର କରିବାରେ ଲାଗିଛି । କରୋନା ସମୟରେ ଚାଷ କାର୍ୟ୍ୟରେ କଟକଣା କୋହଳ ହେବା ପରେ ଚାଷୀ ଖୁସିରେ ଚାଷ କାର୍ୟ୍ୟରେ ଲାଗି ପଡ଼ିଥିଲେ । ହେଲେ ବର୍ତ୍ତମାନ ଧାନ ଚାଷରେ ଅଜଣା ରୋଗପୋକ ଆତଙ୍କ ଚାଷୀର ମୁଣ୍ଡରେ ଚଡକ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ୯୭ ଆକ୍ରାନ୍ତ : ବଲାଙ୍ଗିର ପୌରାଂଚଳରୁ ୫୯

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରୁ ୯୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ୫୨ ଜଣ ସଂକ୍ରମିତ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳର ସିଭିଲ୍‌କୋର୍ଟ ପାଖରୁ ୮, ରାଧାରାଣୀପଡ଼ାରୁ ୭, ଆଲୋକନଗରରୁ ୧,
Read More...

ଗଣମାଧ୍ୟମର କଣ୍ଠରୋଧ ଉଦ୍ୟମ : ଝରଣୀ ପଞ୍ଚାୟତରେ ଆକ୍ରମଣର ଶିକାର ହେଲେ ସାମ୍ବାଦିକ

କଂଟାବାଂଜି, (ଗୁରୁଦୟାଲ ହଂସ) : ଖବର ସଂଗ୍ରହ ସମୟରେ କଂଟାବାଂଜିର ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧି ଅନ୍ତିମ କୁମାର ପାଣିଗ୍ରାହୀଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଏ ସଂପର୍କରେ ସାମ୍ବାଦିକ ଶ୍ରୀ ପାଣିଗ୍ରାହୀ ନିଜେ ଥାନାରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ସେ ଦର୍ଶାଇଛନ୍ତି
Read More...

ବଲାଙ୍ଗିର ଘରୋଇ ବସ୍‌ ଷ୍ଟେସନରେ ନିରାଡମ୍ବର ବିଶ୍ୱକର୍ମା ପୂଜା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଘରୋଇ ବସ୍‌ ଷ୍ଟେସନ୍‌ରେ ନିରାଡମ୍ବର ସହକାରେ ବିଶ୍ୱକର୍ମା ପୂଜା ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ଜୀବନ ଜୀବିକା ଅସ୍ତବ୍ୟସ୍ତ ହୋଇ ପଡ଼ିଥିବା ବେଳେ କେବଳ ନୀତିକାନ୍ତ ରକ୍ଷା ପାଇଁ ପୂଜା କରାଯାଇଛି । ପରମ୍ପରା ରକ୍ଷା
Read More...

ନିରାଡମ୍ବର ଭାବେ ବିଶ୍ୱକର୍ମା ପୂଜା

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ପଦ୍ମପୁର ସହର ତଥା ଆଖପାଖ ଅଂଚଳ ଯଥା-ସୋହେଲା, ବିଜେପୁର, ଦିପ୍ତିପୁର, ଝାରବନ୍ଧ, ପାଇକମାଲ, ଗାଇସିଲେଟ ଇତ୍ୟାଦି ସମଗ୍ର ବ୍ଲକ ଅଂଚଳରେ ଥିବା ସହର ସମେତ ଗ୍ରାମାଂଚଳମାନଙ୍କରେ ଆଜି ସୃଷ୍ଟିର ନିର୍ମାଣକର୍ତ୍ତା ବାବା ବିଶ୍ୱକର୍ମାଙ୍କ ପୂଜାର୍ଚ୍ଚନା
Read More...