Daily Archives

ସଂସ୍କୃତିର ମାଟି ସୁବର୍ଣ୍ଣପୁର ଜିଲ୍ଲାରେ ପୁଅ ଜିଉନ୍ତିଆ ଓଷା ପାଳିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଆଜି ସମଗ୍ର ସୁବର୍ଣ୍ଣପୁର ଜିଲ୍ଲାରେ ପୁଅ ଜିଉନ୍ତିଆ ଓଷା ପାଳିତ ହୋଇଯାଇଛି । ସନ୍ତାନ ସନ୍ତତିଙ୍କ ମଙ୍ଗଳ ଓ ଦୀର୍ଘାୟୁ କାମନା କରି ହୋଇ ଆସୁଥିବା ଓଷାକୁ ପାରମ୍ପାରିକ ରୀତି ନୀତି ସହ ବ୍ରତଧାରୀ ମା'ମାନେ ଏଇ ସଂଧ୍ୟାରେ ଦ୍ବିତୀବାହାନଙ୍କ ପୂଜାର୍ଚ୍ଚନା
Read More...

ଟିଟିଲାଗଡରେ କୋରୋନା ବିସ୍ଫୋରଣ

ଟିଟିଲାଗଡ଼, (ଗୌରବ ଦରଜୀ) : ଦିନକୁ ଦିନ ଟିଟିଲାଗଡରେ ବଢ଼ିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ କିଛି ଦିନ ମଧ୍ୟରେ ଟିଟିଲାଗଡରେ ପ୍ରଶାସନ ପକ୍ଷରୁ କଟକଣା କଡ଼ାକଡ଼ି କରାଯାଉ ନଥିବା ଯୋଗୁଁ ରାସ୍ତା, ଦୋକାନ ବଜାର ଆଦି ବହୁଳ ପରିମାଣରେ ଭିଡ଼ ରହୁଛି। ଲୋକେ ମାସ୍କ ମଧ୍ୟ ବ୍ୟବହାର
Read More...

ପଦ୍ମପୁର ଅଞ୍ଚଳରେ ପୁଅ ଜିଉନ୍ତିଆ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ ସମୟରେ ସମଗ୍ର ଓଡ଼ିଶା ଓ ଭାରତ ବର୍ଷରେ କରୋନା ମହାମାରୀ ଉଗ୍ରରୂପ ଧାରଣ କରିଛି । ତଥାପି ପଶ୍ଚିମ ଓଡିଶାର ମହିଳାମାନେ ନିଜ ସଂସ୍କୃତି ଓ ପରମ୍ପରାକୁ ନ ଭୁଲି ପୁଅ ଜିଉନ୍ତିଆ ବା ଦୁତି ବାହାନ ଓଷା ଘରେ ଘରେ ପାଳିନ କରିଛନ୍ତି । ପୁଅ ଝିଅର
Read More...

ଶାନ୍ତିପଡ଼ାରେ ପୁଅ ଜିଉଁନ୍ତିଆ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଶାନ୍ତିପଡ଼ାରେ ପୁଅ ଜିଉଁନ୍ତିଆ ପାଳିତ ହୋଇଯାଇଛି । କୋଭିଡ଼ ନିୟମ ପାଳନ ପୂର୍ବକ ଅନୁଷ୍ଠିତ ହୋଇଥିବା ଏହି ପୁଅ ଜିଉଁନ୍ତିଆ ପର୍ବରେ ଆଖପାଖର ମା’ମାନେ ସାମିଲ୍‌ ହୋଇଥିଲେ ଓ ପୁଅମାନଙ୍କ ମଙ୍ଗଳ କାମନା କରିଥିଲେ । କରୋନା ମହାମାରୀ ମାନବ ସମାଜରୁ
Read More...

ଭୁତିଆରବାହାଲରେ ଛତୁ ଚାଷ ପ୍ରଶିକ୍ଷଣ ଶିବିର

ଦେଓଗାଁ, (ମନିଷ କୁମାର ସାହୁ) : ଆତ୍ମନିର୍ଭରଶୀଳ ପ୍ରତିଷ୍ଠାନ ତରଫରୁ ବଲାଙ୍ଗୀର ସଦର ବ୍ଲକ୍ ଭୂତିଆରବାହାଲ୍ ପଞ୍ଚାୟତ ଅନ୍ତର୍ଗତ କୁଠୁର୍ଲା, ଭୁତିଆରବାହାଲ୍, ନୁନିଆଢ଼ିପା, ନାରାୟଣପୁର ଗାଁର ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କୁ ନେଇ ଗତ ୫ ତାରିଖରୁ ଆସନ୍ତା ୧୪ ତାରିଖ ପର୍ୟ୍ୟନ୍ତ ୧୦ ଦିନ
Read More...

ସଇଁନ୍ତଳା ଅଞ୍ଚଳରେ ପୁଅ ଜିଉଁନ୍ତିଆ ପର୍ବ ପାଳିତ

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ପୁଅମାନଙ୍କ ମଙ୍ଗଳ କାମନା କରି ଆଜି ସଇଁନ୍ତଲା ଅଞ୍ଚଳରେ ସାମାଜିକ ଦୁରତା ରକ୍ଷା କରି ସମସ୍ତ ମା' ମାନେ ନିଜ ନିଜ ବାସଭବନରେ ପୁଜା ବିଧି କରିଥିବା ବେଳେ ସମସ୍ତଙ୍କ ମନରେ ଭକ୍ତିଭାବ ଜାଗ୍ରତ ହୋଇଥିଲା । ଉକ୍ତ ପୂଜାରେ ଅନ୍ୟ ବର୍ଷ ଏକ ସ୍ଥାନରେ
Read More...

ଉଦୟନାଥ ଫର୍ଣ୍ଣିଚରର ମାସିକ ଯୋଜନାର ଲକି ଡ୍ର ଉଠାଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : କୋଭିଡ କଟକଣାର ସମସ୍ତ ନିୟମକୁ ପାଳନ କରି ପଦ୍ମପୁର ସହରର କପସିଲା ରୋଡ ସ୍ଥିତ ଉଦୟନାଥ ଫର୍ଣ୍ଣିଚର ତରଫରୁ ଆରମ୍ଭ ହୋଇଥିବା ମାସିକ ଯୋଜନାର ଦଶମ ଲକି ଡ୍ର ଉଠାଣ ବିଜେତା ହେଉଛନ୍ତି ପାଟଣାଗଡ ଶୁଭେନ୍ଦୁ ସେଠ ।
Read More...

ଦିବ୍ୟାଙ୍ଗ ମହିଳା ପ୍ରେମବାଇ ରାସ୍ତା କଡ଼ରେ ପଡି ରହିଛନ୍ତି ଭୋକ ଉପବାସରେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ କେହି ଭୋକିଲା ରହିବେ ନାହିଁ। ସାଧାରଣ ଗରିବ ଅସହାୟ ଗରିବ ଲୋକଙ୍କ ପାଇଁ ବିଭିନ୍ନ ପ୍ରକାର ଯୋଜନାମାନ କରାଯାଇଛି । ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ତ ଝାରବନ୍ଦ ବ୍ଲକ ଲଉଡିଦରହା ପଞ୍ଚାୟତ ଗୌଡ଼ମାଲ ଉପରମୁଣ୍ଡା ବରଗଛ
Read More...

ଘୁନସରରେ ପୁଅ ଜିଉଁତିଆ ଓଷା ପାଳିତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଘୁନସର ଗ୍ରାମର ବିଭିନ୍ନ ସ୍ଥାନରେ ପୁଅ ଜିଉଁତିଆ ଓଷା ପାଳିତ ହୋଇଯାଇଛି । ତେବେ ପୁଅର ଦିର୍ଘାୟୁ କାମନା କରି ନିର୍ଜଳା ଉପବାସ ରହି ଶହେ ଆଠ ଅରୁଆ ଚାଉଳ, ଶହେ ଆଠ ଦୁବ, ବିଭିନ୍ନ ଫଳ ଆଦି ଆଣି ପୂଜାର୍ଚ୍ଚନା କରିଛନ୍ତି
Read More...

ବଲାଙ୍ଗିରରେ ଯୋଗ ଦେଲେ ନୂତନ ଉପଜିଲ୍ଲାପାଳ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିରର ନୂତନ ଉପଜିଲ୍ଲାପାଳ ଭାବେ ସୁଧାକର ନାୟକ ଦାୟିତ୍ୱ ଗ୍ରହଣ କରିଛନ୍ତି । ରାଜସ୍ୱ ଆଦାୟ କିଭଳି ଅଧିକ ହେବ ସେ ଉପରେ ଦୃଷ୍ଟି ଦେବା ସହିତ ପିଡିଏସ ବ୍ୟବସ୍ଥା କିଭଳି ସୂଚାରୁ ରୂପେ ଚାଳିବ ଓ ଆଇନଶୃଙ୍ଖଳା ପରିସ୍ଥିତି ଠିକ ରହିବ ସେ ଉପରେ ବିଶେଷ
Read More...