Daily Archives

ଦେଶରେ ଦୈନିକ ନମୁନା ପରୀକ୍ଷା ହାରାହାରି ୮ ଲକ୍ଷ

• ବର୍ତ୍ତମାନ ନିୟୁତ ପିଛା ପରୀକ୍ଷଣ ସଂଖ୍ୟା ୨୭,୦୦୦ରୁ ଅଧିକନୂଆଦିଲ୍ଲୀ, (ପିଆଇବି) : ସମୟୋଚିତ ତଥା ବ୍ୟାପକ ପରୀକ୍ଷଣ ମାଧ୍ୟମରେ ଏହି ମହାମାରୀ ବିରୁଦ୍ଧରେ ଲଢିବା ପାଇଁ ଭାରତର ରଣନୀତି ଯଥେଷ୍ଟ ସଫଳ ହୋଇଛି । କେନ୍ଦ୍ରର ନେତୃତ୍ୱାଧୀନ ନୀତି ‘ପରୀକ୍ଷା-ଚିହ୍ନଟ-ଚିକିତ୍ସା’ ଅନୁସରଣ କରି
Read More...

ସୁସ୍ଥ ଓ ସକ୍ରିୟ ରୋଗୀଙ୍କ ମଧ୍ୟରେ ପାର୍ଥକ୍ୟ ହାର ବୃଦ୍ଧି

• ସକ୍ରିୟ ରୋଗୀଙ୍କ ଠାରୁ ସୁସ୍ଥ ରୋଗୀ ୩.୫୦ ଗୁଣ ଅଧିକନୂଆଦିଲ୍ଲୀ, (ପିଆଇବି) : ଦେଶରେ ସକ୍ରିୟ ରୋଗୀଙ୍କ ଠାରୁ ସୁସ୍ଥ ରୋଗୀଙ୍କ ସଂଖ୍ୟା ୩.୫ ଗୁଣ ବୃଦ୍ଧି ପାଇଛି ।ଗତ କିଛି ଦିନ ଧରି ପ୍ରତ୍ୟେକ ଦିନ ୬୦ ହଜାରରୁ ଅଧିକ ରୋଗୀ ସୁସ୍ଥ ହେବାରେ ଲାଗିଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ୬୩,୧୭୩ ଜଣ
Read More...

ଅଇଁଲାସାରି ଗ୍ରାମରେ ଗୋଷ୍ଠୀ ସଂଘର୍ଷ : ୧୨ ଗିରଫ, ୨ ଗୁରୁତର ଡାକ୍ତରଖାନାରେ ଭର୍ତ୍ତି

ପୁଇଁନ୍ତଲା, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ପୁଇଁନ୍ତଳା ବ୍ଲକ ଅଇଁଲାସାରି ଗ୍ରାମରେ ଗୋଷ୍ଠୀ ସଂଘର୍ଷର ଖବର ମିଳିଛି । ଏହି ଘଟଣାରେ ଦଳିତପଡାର ପ୍ରାୟ ୩୦ଟି ପରିବାରର ଘର ଓ ସାମଗ୍ରୀକୁ ନଷ୍ଟ କରି ଦିଆ ଯାଇଥିବା ବେଳେ ୨ଜଣ କ୍ଷତାକ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଆହୁରି ୧୨
Read More...

ଅବସରପ୍ରାପ୍ତ ସ୍ପେଶାଲ ଅଫିସର ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ନବୀନ କିଶୋର ନନ୍ଦଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପ୍ରତାପସାଗର ପଡାରେ ରହୁଥିବା ଅବସରପ୍ରାପ୍ତ ସ୍ପେଶାଲ ଅଫିସର ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ନବୀନ କିଶୋର ନନ୍ଦ(୬୫)ଙ୍କ ହୃଦଘାତରେ ପରଲୋକ ହୋଇଯାଇଛି । ଚାକିରୀରୁ ଅବସର ଗ୍ରହଣ ପରେ ସ୍ୱର୍ଗତ ନନ୍ଦ ସମାଜସେବା କ୍ଷେତ୍ରରେ ସକ୍ରିୟ ରହିଥିଲେ ।
Read More...

ରାଜେନ୍ଦ୍ର କଲେଜ ରାସ୍ତା ଅନ୍ଧକାରମୟ : ପୂର୍ବାବସ୍ଥାକୁ ଫେରାଇ ଆଣିବାର ଦାବୀ ଜଣାଇଲା ଜିଲା ଛାତ୍ର କଂଗ୍ରେସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜେନ୍ଦ୍ର କଲେଜର ପ୍ଲାଟିନମ ଜୁବ୍‌ଲି ପାଇଁ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଆନନ୍ଦ ଉଲ୍ଲାସ ଦେଖାଦେଇଥିଲା । ସମସ୍ତଙ୍କ ସହେଯାଗ ଯୋଗୁଁ ଅତି କମ ସମୟରେ ଅନେକ ଉନ୍ନୟନ ମୂଳକ କାମ ହାତକୁ ନେଇ ଜୁବ୍‌ଲି ସମୟ ଭିତରେ ସଂପୂର୍ଣ୍ଣ କରାଯାଇଥିଲା । କିନ୍ତୁ ବର୍ଷେ
Read More...

ଝିମନପାଲି ଗ୍ରାମକୁ ୭୨ ଘଣ୍ଟା ସଟ ଡାଉନ କଲେ ସରପଞ୍ଚ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କରମତଲା ପଂଚାୟତର ଝିମନପାଲି ଗ୍ରାମରେ ଜଣେ କରୋନା ସଂକ୍ରମିତ ଚିହ୍ନଟ ହେବାପରେ କରମତଲା ସରପଞ୍ଚ ହିମାଞ୍ଚଳ ବୁଡେକ ଉକ୍ତ ଗ୍ରାମକୁ ୭୨ ଘଣ୍ଟା ପାଇଁ ସଟଡାଉନ କରିଛନ୍ତି । ଏଥିରେ ଜରୁରୀ କାଳୀନ ସେବା ବ୍ୟତୀତ ଅନ୍ୟ ସବୁ
Read More...

ଫପସି ଭିଆଇପି ଛକକୁ କଣ୍ଟେନ୍ଟମେଣ୍ଟ ଜୋନ୍ ଘୋଷଣା କଲେ ସରପଞ୍ଚ

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ବୁଧବାର ସନ୍ଧ୍ୟା ୬ ଘଣ୍ଟା ସମୟରୁ ଶୁକ୍ରବାର ସନ୍ଧ୍ୟା ୬ ପର୍ୟ୍ୟନ୍ତ ୪୮ ଘଣ୍ଟା ଫପସି ଭିଆଇପି ଛକକୁ ସଟ୍ ଡାଉନ୍ ଘୋଷଣା କରାଯାଇଛିି । ସୂଚନା ଏହି କି ଯେ ବଲାଙ୍ଗୀର ସଇନ୍ତଳା ବ୍ଳକ ଫପସି ଅଞ୍ଚଳରେ ତିନି ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ
Read More...

ସୁବର୍ଣ୍ଣପୁରରେ ଲଗାଣ ବର୍ଷା : ଅବସ୍ଥା ଶୋଚନୀୟ

ସୋନପୁର, (ପ୍ରଭୁଦତ୍ତ ରଥ) : ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପର ପ୍ରଭାବରେ ସମଗ୍ର ସୁବର୍ଣ୍ଣପୁର ଜିଲ୍ଲାରେ ୨ ଦିନ ଧରି କ୍ରମାଗତ ବର୍ଷା ଯୋଗୁଁ ସମସ୍ତ ନାଳ ଓ ସହରର ଅନେକ ମୁଖ୍ୟ ରାସ୍ତା ବର୍ଷା ପାଣିରେ ପୁରିଉଠି ନାହିଁନଥିବା ପରିସ୍ଥିତି ସୃଷ୍ଟି କରିଛି । ସହରର ୱାର୍ଡ଼ ନଂ-୧୦
Read More...

ରାଜ୍ୟରେ ସୁସ୍ଥ ହେଲେ ୩୩୪୩ ଜଣ ଆକ୍ରାନ୍ତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ପୁଣି ସୁସ୍ଥ ହୋଇଛନ୍ତି ୩୩୪୩ ଜଣ ଆକ୍ରାନ୍ତ । ତେବେ ଜିଲ୍ଲା ଆଧାରରେ ଖୋର୍ଦ୍ଧାରୁ ୭୩୨, ସୁନ୍ଦରଗଡ଼ରୁ ୨୬୧, ଭଦ୍ରକରୁ ୨୪୫, ଗଂଜାମରୁ ୨୩୮, ରାୟଗଡ଼ାରୁ ୨୧୭, କଟକରୁ ୧୮୧, ବାଲେଶ୍ୱରରୁ ୧୫୫, ସମ୍ବଲପୁରରୁ ୧୨୭, ପୁରୀରୁ ୧୨୧, କୋରାପୁଟରୁ ୧୧୯,
Read More...

ବ୍ରାହ୍ମଣୀ ଗାଁରେ ବିଦ୍ୟୁତ ସଂଯୋଗ ପାଇଁ ଟଙ୍କା ଆଦାୟ ଅଭିଯୋଗ

ଖପ୍ରାଖୋଲ, (ଜ୍ୟୋତିରଂଜନ ପଣ୍ଡା) : ସରକାର ସମସ୍ତଙ୍କ ଘରକୁ ବିଦ୍ୟୁତ ସଂଯୋଗ ପାଇଁ ଘୋଷଣା କରିଥିବା ବେଳେ ଦୀନଦୟାଲ ଉପାଧ୍ୟାୟ ଗ୍ରାମ୍ୟ ଜ୍ୟୋତି ଯୋଜନାରେ ମାଗଣା ବିଦ୍ୟୁତ ସଂଯୋଗ କରାଯାଉଛି । ଏହି ଯୋଜନା ପାଇଁ କୋଟି କୋଟି ଟଙ୍କା ବ୍ୟୟବରାଦ କରାଯାଉଥିବା ବେଳେ ସବୁ ଗାଁକୁ ଏପରିକି ସବୁ
Read More...