Daily Archives

ଧୋନିଙ୍କ ନେତୃତ୍ୱକୁ ପ୍ରଶଂସା କଲେ ଇନ୍‌ଫୋସିସ୍‌ ଟେକ୍ନୋଲୋଜିର ଅବସରପ୍ରାପ୍ତ ଅଧ୍ୟକ୍ଷ

ନୂଆଦିଲ୍ଲୀ, (କେପିଏନ୍‌ଏସ୍‌) : କିକ୍ରେଟ ଜଗତର ଉଜ୍ୱଳ ବ୍ୟକ୍ତିତ୍ୱ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱକୁ ପ୍ରଶଂସା କରିଛନ୍ତି ଇନ୍‌ଫୋସିସ୍‌ ଟେକ୍ନୋଲୋଜିର ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ସହପ୍ରତିଷ୍ଠାତା ଏନ୍‌.ଆର୍‌. ନାରାୟଣ ମୂର୍ତ୍ତି । ଆନ୍ତର୍ଜାତିକ କ୍ରିକେଟ୍‌କୁ ହଠାତ୍‌ ବାଏ ବାଏ
Read More...

ବର୍ଷା ଋତୁରେ ଆଦିବାସୀପଡା ଗ୍ରାମବାସୀ ହନ୍ତସନ୍ତ

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ଦେଶ ସ୍ୱାଧୀନ ହେବା ଆଜକୁ ୭୪ ବର୍ଷ ପୂରିଥିଲେ ହେଁ ଗ୍ରାମକୁ ଭଳ ରାସ୍ତା ନ ଥିବାରୁ ଗ୍ରାମବାସୀଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ସୂଚନା ଏହି କି ଯେ, ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ବ୍ଳକ କେରମେଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ
Read More...

ପ୍ରକାଶ ପାଇଲା +୨ କମର୍ସ ଫଳାଫଳ : ଛାତ୍ରୀଙ୍କ ପାସ୍‌ ହାର ଅଧିକ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସିଏଚ୍‌ଏସ୍‌ସି., ଓଡ଼ିଶା ପକ୍ଷରୁ ଆଜି +୨ କମର୍ସ ଫଳାଫଳ ପ୍ରକାଶ ପାଇଛି । ଦିଆଯାଇଥିବା ସୂଚନା ଅନୁସାରେ ଚଳିତ ବର୍ଷ ୨୫୭୭୨ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୯,୩୧୮ ଜଣ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି । ପାସ୍‌ ହାର ୭୪.୯୫
Read More...

ଆଜି ଦେଶରେ ୬୪,୫୩୧ ଏବଂ ଓଡ଼ିଶାରେ ୨୫୮୯ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟାରେ ଦେଶରେ ୬୪,୫୩୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦେଶରେ ୧୦୯୨ ଜଣଙ୍କ ପ୍ରାଣହାନୀ ଘଟିଛି କରୋନା ସଂକ୍ରମଣରେ । ଓଡ଼ିଶାରେ ଥମିବାର ନାଁ ନେଉନାହିଁ କରୋନା ସଂକ୍ରମଣ । ପୁଣି ସଂକ୍ରମିତ ହୋଇଛନ୍ତି ଗତ ୨୪ ଘଂଟାରେ ୨୫୮୯ ଜଣ ।
Read More...

କରୋନା ସଂକ୍ରମଣ ଆତଙ୍କ ଚାଟିନେଲା ହୋଟେଲ ବ୍ୟବସାୟ : ହୋଟେଲ କର୍ମଚାରୀଙ୍କ ଦୁଃଖ କହିଲେ ନସରେ

ବଲାଙ୍ଗିର, (କେପିଏନ୍‌ଏସ୍‌) ; ହୁ ହୁ ହୋଇ ବଢ଼ୁଛି କରୋନା ସଂକ୍ରମଣ । ମହାମାରୀର ରୂପ ନେଇ ସାରା ଦେଶରେ ଉତ୍‌ପାତ୍‌ ପ୍ରଦର୍ଶନ କରୁଛି କରୋନା । ତେବେ କରେନ।। ସଂକ୍ରମଣ ଆତଙ୍କ ଚାଟିନେଲା ହୋଟେଲ ବ୍ୟବସାୟ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ଏବେ ସରକାରଙ୍କ କୋଭିଡ-୧୯ ଆଇନ
Read More...

ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା କାର, ଅଳ୍ପକେ ବର୍ତିଲେ ଯାତ୍ରୀ

ବୌଦ୍ଧ, (ବଂଶୀଧର ମାଝୀ) : ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ପୁରୁଣାକଟକ ଥାନା କରୋଡକଠା ନିକଟରେ ଆଜି ସକାଳୁ ଏକ କାର ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଥିବା ଜଣାପଡିଛି । ବୁଧବାର ସକାଳୁ ଗାଡି ନଂ. ଓଡ଼ି ୦୨ ବିଇ ୮୬୦୨ କାରଟି ବୌଦ୍ଧରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ସମୟରେ
Read More...

ହାଟଙ୍ଗା ସ୍ଥିତ ଜଗନ୍ନାଥ ସଡ଼କ ଉପରେ ପାଣି, ଡଙ୍ଗାରେ ଯାତାୟାତ କରୁଛନ୍ତି ଲୋକେ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ଜଗନ୍ନାଥ ସଡକ ଉପରେ ପାଣି ଜମିଥିବାରୁ ଲୋକମାନେ ଡ଼ଙ୍ଗା ସାହାଯ୍ୟରେ ପାରି ହେଉଥିବା ଦେଖିବାକୁ ମିଳିଛି । ଜଗନ୍ନାଥ ସଡକର ହାଟଙ୍ଗା ପୋଲ ଉପରେ ମହାନଦୀ ପାଣି ମାଡ଼ି ଆସିଥିବାରୁ ଯାତାୟାତରେ ବାଧା ସୃଷ୍ଟି ହୋଇଛି । ଫଳରେ ଲୋକମାନେ
Read More...

ଭାରତରେ ଦିନକୁ ପାଖାପାଖି ୯ ଲକ୍ଷ ରେକର୍ଡ ପରୀକ୍ଷଣ

• ଗତକାଲି ଗୋଟିଏ ଦିନରେ ସର୍ବାଧିକ ୫୭,୯୩୭ ସୁସ୍ଥ• ସକ୍ରିୟ ମାମଲାଠାରୁ ୧୩ ଲକ୍ଷ ଅଧିକ ଆରୋଗ୍ୟନୂଆଦିଲ୍ଲୀ, (ପିଆଇବି) : ଭାରତ ଗୋଟିଏ ଦିନରେ ଗତକାଲି ରେକର୍ଡ ସଂଖ୍ୟକ କୋଭିଡ-୧୯ ନମୁନା ପରୀକ୍ଷା କରିବାରେ ସକ୍ଷମ ହୋଇଛି । ପାଖାପାଖି ୯ ଲକ୍ଷ (୮,୯୯,୮୬୪) ନମୁନା ଗତକାଲି ଗୋଟିଏ ଦିନରେ
Read More...

ପ୍ରବାସୀ ଶ୍ରମିକଙ୍କୁ ସ୍ୱଳ୍ପ ମୂଲ୍ୟରେ ଗୃହ ଯୋଗାଇ ଦେବାକୁ ସରକାରଙ୍କ ସହ ଭାଗୀଦାର ହେବା ପାଇଁ ଇସ୍ପାତ ଉଦ୍ୟୋଗକୁ…

• ଆତ୍ମନିର୍ଭର ଭାରତ ଦେଶର ପ୍ରତ୍ୟେକ ନାଗରିକଙ୍କୁ ମର୍ୟ୍ୟାଦା ଓ ଆତ୍ମସମ୍ମାନ ଯୋଗାଇ ଦେବାକୁ ଉଦ୍ଦିଷ୍ଟନୂଆଦିଲ୍ଲୀ, (ପିଆଇବି) : ପ୍ରବାସୀ ଶ୍ରମିକମାନଙ୍କୁ ସ୍ୱଳ୍ପ ମୂଲ୍ୟରେ ଗୃହ ଯୋଗାଇ ଦେବା ପାଇଁ ଉଦ୍ଦିଷ୍ଟ ସରକାରୀ ଯୋଜନାରେ ଅଂଶୀଦାର ହେବାକୁ କେନ୍ଦ୍ର ଇସ୍ପାତ, ପେଟ୍ରୋଲିୟମ ଓ
Read More...

ରାଷ୍ଟ୍ରପତିଙ୍କ ଦ୍ୱାରା ନିଯୁକ୍ତି ଓ ବଦଳି

ନୂଆଦିଲ୍ଲୀ, (ପିଆଇବି) : ଗୋଆର ରାଜ୍ୟପାଳ ଶ୍ରୀ ସତ୍ୟପାଲ ମଲ୍ଳିକଙ୍କୁ ବଦଳି କରାଯାଇ ମେଘାଳୟର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି । ମହାରାଷ୍ଟ୍ରର ରାଜ୍ୟପାଳ ଶ୍ରୀ ଭଗତ ସିଂହ କୋଶିୟାରୀ ନିଜ ଦାୟିତ୍ୱ ସହ ଗୋଆ ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ । ଏହି ଆଦେଶ ଉଭୟ ନିଜ ନିଜର
Read More...