Daily Archives

ବୌଦ୍ଧ ଜିଲ୍ଲାର କୁନି ଚିତ୍ରଶିଳ୍ପୀ ସ୍ବସ୍ତିକ ସର୍ବଭାରତୀୟ ସ୍ତରରେ ତୃତୀୟ

ବୌଦ୍ଧ,(ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲାର ସ୍ୱସ୍ତିକ ଜଣେ କୁନି ଚିତ୍ରଶିଳ୍ପୀ ଭାବରେ ଜିଲ୍ଲାରେ ବେଶ ପରିଚିତି ଅର୍ଜନ କରିଛନ୍ତି । ବୌଦ୍ଧ ଜିଲ୍ଲା ଖୁଣ୍ଟବନ୍ଧ ପଞ୍ଚାୟତ ଜହ୍ମାପଙ୍କ ଗ୍ରାମର ସତ୍ୟନାରାୟଣ ପ୍ରଧାନ ଓ ମାତା ନିଳୀମା ପ୍ରଧାନଙ୍କ ୧୦ବର୍ଷର ପୁଅ ଅଟନ୍ତି ସ୍ବସ୍ତିକ ସୁଚିନ୍ତନ
Read More...

ବଲାଙ୍ଗିର ବ୍ଲକ ଶିକ୍ଷା ଅଧିକାରୀ ରିଚ୍‌ପାଲ୍‌ ସାଗର ନିଲମ୍ବିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବ୍ଲକ୍‌ ଶିକ୍ଷା ଅଧିକାରୀ ରିଚ୍‌ପାଲ୍‌ ସାଗର ନିଲମ୍ବିତ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଗତ ୧୪ ଅଗଷ୍ଟ ରାଜ୍ୟ ସରକାରଙ୍କ ତରଫରୁ ଏକ ପତ୍ର ଜରିଆରେ ରିଚ୍‌ପାଲ୍‌ ସାଗରଙ୍କୁ ନିଲମ୍ବିତ କରାଯାଇଛି । ସୂଚନାଯୋଗ୍ୟ ଯେ, ୨୦୧୯ ମସିହା
Read More...

ବିଜେପି ଅଫିସରେ ଜାତୀୟ ପତାକା ଉତୋଲନ କଲେ ବିଧାୟକ

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର): ୭୪ତମ ସ୍ୱାଧୀନତା ଦିବସ ଅବସରରେ ଲୋଇସିଂହା ବିଧାୟକ ଡ.ମୁକେଶ ମହାଲିଙ୍ଗ ନିକଟସ୍ଥ ନଅଗାଁସ୍ଥିତ ବିଜେପି ଅଫିସରେ ଜାତୀୟ ପତାକା ଉତୋଲନ କରିଥିଲେ । କୋବିଡ-୧୯ ଅନୁଯାୟୀ ମୁହଁରେ ମାସ୍କ ପିନ୍ଧିବା ସହିତ ସଂପୁର୍ଣ୍ଣ ଭାବେ ସାମାଜିକ ଦୂରତ୍ୱ ଅବଲମ୍ବନ
Read More...

ଲୋଇସିଂହା ସମେତ ସମସ୍ତ ପୁରପଲ୍ଲୀରେ ୭୪ତମ ସ୍ୱାଧୀନତା ଦିବସ ପାଳନ

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର): ୭୪ତମ ସ୍ୱାଧୀନତା ଦିବସ ଅବସରରେ ଲୋଇସିଂହା ବ୍ଲକ ସଦର ମହକୁମା ସମେତ ପୁରପଲ୍ଲୀରେ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଲୋଇସିଂହା ଜନ କଲ୍ୟାଣ ଯୁବ ସାମ୍ମୁଖ୍ୟ ପକ୍ଷରୁ ସ୍ଥାନୀୟ ଷ୍ଟାଡିୟମ ଆୟୋଜିତ ସ୍ୱାଧୀନତା ଦିବସରେ ମୁଖ୍ୟଅତିଥି ଭାବେ ଷ୍ଟାଡିୟମ
Read More...

ଯାଦବ ଭବନରେ ଉଡିଲା ତ୍ରିରଙ୍ଗା

ବଲାଙ୍ଗିର, (କେପିଏନ୍‌ଏସ୍‌) : ୭୪ତମ ସ୍ୱାଧୀନତା ଦିବସ ଅବସରରେ ବଲାଙ୍ଗିର ଜିଲା ଯାଦବ ସମାଜ ଭବନ ଠାରେ ଉଡ଼ିଥିଲା ତ୍ରିରଙ୍ଗା । ଏଥିରେ ମୁଖ୍ୟ ଅତିଥି ଭାବେ ସଦର ବ୍ଲକ ଅଧ୍ୟକ୍ଷ ଗୋଲାପ ବାଗ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ । ପୌରାଞ୍ଚଳ ସଭାପତି ପଙ୍କଜ ସେଲମା, ଡମନ ବଗର୍ତ୍ତୀ, ଖରତ
Read More...

ଘରୋଇ ବସ ମାଲିକ ସଂଘର ସ୍ୱାଧୀନତା ଦିବସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲା ଘରୋଇ ବସ ମାଲିକ ସଂଘ ପକ୍ଷରୁ ୭୪ତମ ସ୍ୱାଧୀନତା ଦିବସକୁ ମହା ସମାରୋହରେ ସ୍ଥାନୀୟ ଘରୋଇ ବସଷ୍ଟାଣ୍ଡ ପରିସରରେ ପାଳିତ ହୋଇଛି । କରୋନା ସମୟରେ ବସ୍‌ ଗୁଡିକର ଚଳାଚଳ ସାଧାରଣ ହେଉନଥିବା ବେଳେ ମଧ୍ୟ ସ୍ୱାଧୀନତା ଦିବସକୁ ଆଖି ଆଗରେ ପାଳନ କରାଯାଇଥିଲା ।
Read More...

୧୦ଜିଲ୍ଲାର ଜିଲ୍ଲାପାଳଙ୍କ ସହ ବନ୍ୟାସ୍ଥିତି ଆଲୋଚନା କଲେ ଶାସନ ସଚିବ ଅସିତ ତ୍ରିପାଠୀ

ବୌଦ୍ଧ,(ବଂଶୀଧର ମାଝୀ): ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ପ୍ରବଳ ବର୍ଷା ପାଇଁ କେତେକ ସ୍ଥାନରେ ବନ୍ୟା ପରିସ୍ଥିତି ଉପୁଜିଛି । ଏହାସହ ଆସନ୍ତା ୧୯ରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବା ମଧ୍ୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ରହିଛି । ଅନ୍ୟପଟେ ବୌଦ୍ଧ ଜିଲ୍ଲା
Read More...

ମିଳୁନି ୟୁରିଆ ସାର ଚିନ୍ତାରେ ଚାଷୀ : ୧୨ଟି ପେକ୍ସକୁ ଆସିଥିବା ସାର ଗଲା କୁଆଡେ ?

ଦେଓଗାଁ, (କିଶୋର କୁମାର ସାହୁ) : ଚାଷ ଆରମ୍ଭରୁ ଭଲ ବର୍ଷା ହେବାରୁ ଚାଷକୁ ନେଇ ଉତ୍ସାହିତ ଥିଲା ଚାଷୀ । ହେଲେ ଅଧା ବାଟରେ ମୌସୁମୀ ଧୋକା ଦେବାରୁ ମରୁଡ଼ି ମୁହଁରେ ପଡ଼ି ପାଣି ପାଇଁ ଡହଲ ବିକଳ ହେଉଥିଲା । କିନ୍ତୁ ଲଘୁଚାପ ବର୍ଷାକୁ ନେଇ ଚାଷ ପାଇଁ ପୁଣି ଅଣ୍ଟା ଭିଡ଼ିଲା ବେଳକୁ ଉଭେଇ ଯାଉଛି
Read More...

୧୯ରେ ପ୍ରକାଶ ପାଇବ ଯୁକ୍ତ ୨ ବାଣିଜ୍ୟ ପରୀକ୍ଷା ଫଳ

ଭୁବନେଶ୍ୱର, (କେପିଏନ୍‌ଏସ୍‌): ଆସନ୍ତା ୧୯ ତାରିଖ ୧୧ଟା ୩୦ରେ ପ୍ରକାଶ ପାଇବ ଯୁକ୍ତ ୨ ବାଣିଜ୍ୟ ପରୀକ୍ଷା ଫଳ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ସୂଚନା ଦେଇଛନ୍ତି । ଚଳିତ ବର୍ଷ ଯୁକ୍ତ ୨ ବାଣିଜ୍ୟରେ ୨୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ପରୀକ୍ଷା ଫଳ
Read More...

ବନ୍ୟା ସର୍ତକତା : ଆଲୋଚନା କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର, (କେପିଏନ୍‌ଏସ୍‌): ରାଜ୍ୟ ସରକାରଙ୍କର ବନ୍ୟା ସର୍ତକତାକୁ ନେଇ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ୧୦ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି । ଯାଜପୁର, ମାଲକାନଗିରି, ଢୋଙ୍କାନାଳ, ବୋ÷ଦ୍ଧ, ଦେବଗଡ, କେନ୍ଦ୍ରାପଡା, ବରଗଡ, ଭଦ୍ରକ ଓ
Read More...