Daily Archives

ସମାଜସେବୀ ନାରାୟଣ ପଧାନଙ୍କ ଦେହାନ୍ତ

ଆଗଲପୁର, (ଦେବାଶିଷ ପଧାନ) : ଆଗଲପୁର ବ୍ଲକ ଅନ୍ତର୍ଗତ କୁଟାସିଂହା ଗ୍ରାମର ସମାଜସେବୀ ନାରାୟଣ ପଧାନଙ୍କ ୭୪ ବର୍ଷ ବୟସରରେ ପରଲୋକ ହୋଇଯାଇଛି । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ଧର୍ମପତ୍ନୀ ନୁରାବତି ପଧାନ, ପୁଅ ଶୁଭେନ୍ଦୁ କୁମାର ପଧାନ, ପ୍ରମୋଦ କୁମାର ପଧାନ, ରାଜୀବ କୁମାର ପଧାନ, ଚାରି
Read More...

କଂଟାବାଂଜି ଝାଙ୍କରପଡା ସ୍ଥିତ ପିଡବ୍ଲୁଡି ରାସ୍ତା ପାଖ ଜବର ଦଖଲ ଉଛେଦ : ୬ଟି ଦୋକାନ ଗୃହକୁ ଭାଙ୍ଗିଲା ପ୍ରଶାସନ

କଂଟାବାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜି ସହରାଂଚଳର ଝାଙ୍କରପଡା ପିଡବ୍ଲୁଡି ରାସ୍ତାକୁ ଦୀର୍ଘ ବର୍ଷ ହେଲା ଦୋକାନ ଘର କରି ଜବର ଦଖଲ କରାଯାଇଥିବା ବେଳେ ଆଜି ଅପରାହ୍ନରେ ପ୍ରଶାସନଦ୍ୱାରା ଉଛେଦ କରାଯାଇଛି । ଝାଙ୍କରପଡା ନିକଟସ୍ଥ ଗ୍ରାମ୍ୟ ଜଳ ଯୋଗାଣ ଅଫିସ ନିକଟରେ ପିଡବ୍ଲୁଡି ରାସ୍ତା
Read More...

ଅନଲାଇନ ଶିକ୍ଷା ବ୍ୟବସ୍ଥା ବାଟବଣା ?

ନୂଆପଡ଼ା, (କେପିଏନ୍ଏସ୍) : ନୂଆପଡ଼ା ଜିଲ୍ଲାରେ ଅନଲାଇନ ଶିକ୍ଷା ବ୍ୟବସ୍ଥା ବାଟବଣା ହୋଇଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । କରୋନା ସଂକ୍ରମଣ ଯୋଗୁଁ ସାରା ରାଜ୍ୟରେ ଅନଲାଇନ ଶିକ୍ଷାଦାନ ଉପରେ ଗୁରୁତ୍ୱ ଦିଆଯାଉଥିବା ବେଳେ ନୂଆପଡ଼ା ଜିଲ୍ଲାର ଅନେକ ସ୍ଥାନରେ ନେଟୱାର୍କ ସମସ୍ୟା
Read More...

ପ୍ରଧାନମନ୍ତ୍ରୀ ଆବାସ ଭଙ୍ଗା ଘଟଣା : ଥାନାରେ ମାମଲା, ଆନ୍ଦୋଳନ ଧମକ ଦେଲା ଆଦିବାସୀ ସଂଘ

ବଲାଙ୍ଗିର,(ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଅନ୍ତର୍ଗତ ସାଲେଭଟା ଗାଇଖାଇ ଛକ ଠାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମିତ ଘରଗୁଡିକ ବେଆଇନ ଭାବେ ଜେସିବି ଲଗାଇ ଭାଙ୍ଗି ଦିଆଯାଇଛି । ଏହାକୁ ନେଇ ଆଦିବାସୀ ସଂଘ ଘର ଭାଙ୍ଗିଥିବା ଅଭିଯୁକ୍ତମାନଙ୍କ ବିରୋଧରେ ଥାନାରେ
Read More...

ଗରିବ ଭୂମିହୀନମାନଙ୍କୁ ଆବାସ ସହ ଭୂମିପଟ୍ଟା ପ୍ରଦାନ ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର

ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲାର ଘରବାଡି ତଥା ପକ୍କା ଘର ବିହିନ ଭୂମିହୀନ ନାଗରିକମାନଙ୍କ ଦାରିଦ୍ରତା ଏବଂ ଦାଦନ ସମସ୍ୟାର ସମାଧାନ ପାଇଁ ବଲାଙ୍ଗିର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଭିଲେଜର୍ସ ଇଣ୍ଡିଆ ପାର୍ଟି ଏବଂ ବଲାଙ୍ଗିର ଭୂମିହୀନ ମହିଳା ସଂଘ ଦ୍ୱାରା ଧାରଣା
Read More...

କଂଟାବାଂଜିରେ ଜବର୍ ଦଖଲ୍ ଉଚ୍ଛେଦ କାର୍ଯ୍ୟକ୍ରମ

କଂଟାବାଂଜି, (ଗୁରୁଦୟାଲ ହଂସ) : ସ୍ଥାନୀୟ ଝାଙ୍କରପଡ଼ା ସ୍ଥିତ ପିଏଚଡ଼ି ପମ୍ପ ହାଉସ୍ ପାଖରେ ପ୍ରଶାସନ ପକ୍ଷରୁ ଜବର୍ ଦଖଲ୍ ଉଚ୍ଛେଦ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ତେବେ ପିଡ଼ବ୍ଲୁଡ଼ି ରାସ୍ତା ଉପରେ ଜବର୍ ଦଖଲ୍ ସ୍ଥାନରେ ନିର୍ମିତ ହୋଇଥିବା ୬ଟି ଦୋକାନ ଗୃହ ଭଂଗା ଯିବାକୁ ପ୍ରଶାସନ ପକ୍ଷରୁ
Read More...

ବିଜେପି କର୍ମୀ ଲୋକନାଥ ହତ୍ୟା ମାମଲା : ଗୃହ ବିଭାଗକୁ ଚିଠି ଲେଖିଲେ ଜିଲ୍ଲାପାଳ

ବୌଦ୍ଧ,(ବଂଶୀଧର ମାଝୀ): କଣ୍ଟାମାଳ ଥାନା ଅଧିନ ଖମନମୁଣ୍ଡା ପଞ୍ଚାୟତ ସିଆଲିଝୁଲି ଗ୍ରାମର ବହୁଚର୍ଚ୍ଚିତ ବିଜେପି କର୍ମୀ ଲୋକନାଥ ପ୍ରଧାନ ହତ୍ୟା ମାମଲାର ଉପଯୁକ୍ତ ତଦନ୍ତ ଦାବିରେ ବିଜେପି ପକ୍ଷରୁ ହୋଇଥିବା ସିବିଆଇ ତଦନ୍ତ ଦାବି ସଂପର୍କରେ ଗତକାଲି ବୌଦ୍ଧ ଜିଲ୍ଲାପାଳ ରାଜ୍ୟ ଗୃହ ବିଭାଗର
Read More...

ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ

ବଲାଙ୍ଗିର, ୧୪/୮: ଆଜି ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ସଂଘର ଲାଇବ୍ରେରୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ହରିନାରାୟଣ ପୂଜାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ସାଧାରଣ ସଂପାଦକ ବଳରାମ ମିଶ୍ର ସଂପାଦକୀୟ ବିବରଣୀ ପାଠ କରିଥିଲେ ।
Read More...

ବଲାଙ୍ଗିର ଜିଲ୍ଲାରୁ ଆଜି ୭ ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗିର, (କେପିଏନ୍ଏସ୍) : ଆଜି ବଲାଙ୍ଗିର ଜିଲ୍ଲାରୁ ୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ବଲାଙ୍ଗିର ସହରର ୫ ଜଣ ଚିହ୍ନଟ ହୋଇଥିବା ବେଳେ ୨ ଜଣ ଗ୍ରାମାଂଚଳର ବୋଲି ସରକାରୀ ରିପୋର୍ଟରେ ଦର୍ଶା ଯାଇଛି । ବଲାଙ୍ଗିର ପୌରାଂଚଳର ଲେକଚର୍ କଲୋନୀରୁ ୨, ଆନଂଦନଗରରୁ ୧ ଏବଂ ପୋଲିସ
Read More...

ଲଘୁଚାପ ବର୍ଷାରେ ଭାଙ୍ଗିଲା ଘର

ବୌଦ୍ଧ,(ବଂଶୀଧର ମାଝୀ): ଗତକାଲି ବିଳମ୍ବିତ ରାତିରେ ଲଘୁଚାପ ଜନିତ ବର୍ଷା ଯୋଗୁଁ ବୌଦ୍ଧ ବ୍ଳକ ଖୁଣ୍ଟବନ୍ଧ ପଞ୍ଚାୟତ ଅନ୍ତର୍ଗତ ଜହ୍ନାପଙ୍କ ଗ୍ରାମର ପିତ୍ତ ଛତ୍ରଙ୍କ ଚାଳ ଛପର ଘର କାନ୍ଥ ଭାଙ୍ଗିଯାଇଛି । ତେବେ ଘରେ ଶୋଇଥିବା ପରିବାରର ୬ ଜଣ ସଦସ୍ୟ ଅଳ୍ପକେ ବର୍ତ୍ତିଯାଇଛନ୍ତି । ସୂଚନା
Read More...