Daily Archives

ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପବିତ୍ର ଜନ୍ମାଷ୍ଟମୀ ଉପଲକ୍ଷେ ଶୁଭେଚ୍ଛା ପ୍ରଦାନ ଓ କୋଭିଡ଼ ସଂପର୍କୀତ…

ଭୁବନେଶ୍ୱର, (ଆଇପିଆର) : ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପବିତ୍ର ଜନ୍ମାଷ୍ଟମୀ ଉପଲକ୍ଷେ ସମସ୍ତଙ୍କୁ ଅଭିନନ୍ଦନ, ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ପ୍ରଭୁ ଶ୍ରୀକୃଷ୍ଣଙ୍କ ଅପାର କରୁଣାରୁ ବର୍ତ୍ତମାନର କଠିନ ସମୟ ଦୂର ହେବା ସହ ସମସ୍ତଙ୍କ ଜୀବନ ସୁଖ ସମୃଦ୍ଧିରେ ଭରିଯାଉ ବୋଲି
Read More...

ନୂଆଁଖାଇ ପାଇଁ କଟକଣା କୋହଳ ନିମନ୍ତେ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀଙ୍କୁ ଲୋଇସିଂହା ବିଧାୟକ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଆସନ୍ତା ୨୩ ତାରିଖ ଦିନ ରାଜ୍ୟ ତଥା ସମଗ୍ର ଦେଶରେ ନୂଆଁଖାଇ ପର୍ବ ପାଳନ ହେବାକୁ ଯାଉଥିବା ବେଳେ କୋଭିଡ଼-୧୯ କଟକଣା କୋହଳ ତଥା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗରିବ କଲ୍ୟାଣ ଯୋଜନାର ସାମଗ୍ରୀ ଓ ଅର୍ଥରାଶି ନୂଆଁଖାଇ ପୂର୍ବରୁ ହିତାଧିକାରୀମାନଙ୍କୁ ପ୍ରଦାନ
Read More...

ପାଣି ପାଇଁ ଚାଷୀ ହନ୍ତସନ୍ତ : ଏମଆଇପି. ପାଇଁ ନିବେଦନ

କଳାହାଣ୍ଡି, (କେପିଏନ୍ଏସ୍) : କୃଷି ଓ କୃଷକ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଶେଷ ଗୁରୁତ୍ୱ ଦେଉଥିବାର ଡିଣ୍ଡିମ ପିଟୁଛନ୍ତି । କିନ୍ତୁ ବାସ୍ତବ କ୍ଷେତ୍ରରେ ତାହାର ରୂପରେଖ ଚିନ୍ତା କଲେ, ହତାଶ ହେବାକୁ ପଡେ଼ । ମ. ରାମପୁର ବ୍ଲକ ଅନ୍ତର୍ଗତ ଉପର ନୂଆଗାଁରେ ଏ ପର୍ଯ୍ୟନ୍ତ ଚାଷ ଓ ଚାଷୀ
Read More...

ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଦ୍ୱାଦଶତମ ଶ୍ରାଦ୍ଧ ବାର୍ଷିକୀ

କଲାହାଣ୍ଡି/ଫୁଲବାଣୀ (କେପିଏନ୍ଏସ୍) : କରୋନା ମହାମାରୀର କାୟା ବିସ୍ତାର ଯୋଗୁଁ ସବୁ ପର୍ବପର୍ବାଣୀ ବିନା ଭକ୍ତରେ ମନ୍ଦିର ଭିତରେ ବିଧିରକ୍ଷା ପାଇଁ ପାଳନ କରାଯାଉଛି। ଆଜି ହେଉଛି ପବିତ୍ର ଜନ୍ମାଷ୍ଟମୀ ସହିତଏହି ଦିନ ସ୍ୱର୍ଗତ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଶ୍ରାଦ୍ଧ ବାର୍ଷିକୀ ରୂପେ
Read More...

ଅବସରପ୍ରାପ୍ତ ଫିସେରୀ ଅଫିସର ମୁକୁନ୍ଦ ନାୟକଙ୍କ ଦେହାନ୍ତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ତାଲପାଲିପଡା ନିବାସୀ ଅବସରପ୍ରାପ୍ତ ଫିସେରୀ ଅଫିସର ମୁକୁନ୍ଦ ନାୟକଙ୍କ ୬୩ ବର୍ଷ ବୟସରରେ ହୃଦଘାତରେ ପରଲୋକ ହୋଇଯାଇଛି । ଅବସର ନେଲା ପରେ ସେ ସମାଜସେବାରେ ମନୋନିବେଶ କରି ଆସିଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ଧର୍ମପତ୍ନୀ ସଂଯୁକ୍ତା ନାୟକ,
Read More...

ସିନ୍ଧେକେଲାରେ ବିଜେଡି ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ : ୧୫୨ ୟୁନିଟ୍ ରକ୍ତ ସଂଗ୍ରହ

ସିନ୍ଧେକେଲା, (ସୁଶାନ୍ତ ଥାନାପତି) : କଂଟାବାଂଜି ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧୀନସ୍ଥ ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲାରେ ବିଜେଡି ଦ୍ୱାରା ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି । ବିଜେଡି ବିଧାୟକ ପ୍ରାର୍ଥୀ ଅଜୟ ଦାସଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ରକ୍ତଦାନ
Read More...

ବିଏସଏନଏଲ ୪ଜି ଟାଓ୍ବାର ସ୍ଥାନାନ୍ତର ପ୍ରସଙ୍ଗ : ସାଧାରଣରେ ଅସନ୍ତୋଷ

କଳାହାଣ୍ଡି (କେପିଏନ୍ଏସ୍) : ନୀତି ଆୟୋଗ ପକ୍ଷରୁ ଚିହ୍ନଟ ଦେଶର ୧୧୭ଟି ଆକାଂକ୍ଷୀ ଜିଲ୍ଲା ମଧ୍ୟରୁ କଳାହାଣ୍ଡି ଓ ବଲାଙ୍ଗୀର ଜିଲ୍ଲା ପ୍ରମୁଖ ଅଟେ । ଏହି ଆକାଂକ୍ଷୀ ଜିଲ୍ଲା ଗୁଡିକୁ କେନ୍ଦ୍ର ସରକାର ସାମଗ୍ରୀକ ବିକାଶ କ୍ଷେତ୍ରରେ ସ୍ବତନ୍ତ୍ର ଦୃଷ୍ଟି ଦେଉଥିବା ବେଳେ ଭାରତ ସରକାରଙ୍କ
Read More...

ବରଗଡ଼ ଜିଲ୍ଲାରେ ଆଜି ୫୬ ଜଣ ପଜେଟିଭ୍

ବରଗଡ଼, (ଗୋପୀନାଥ ସାହୁ) : ଆଜି ବରଗଡ଼ରୁ ୫୬ ଜଣ କରୋନା ପଜେଟିଭ୍ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ତେବେ ବରଗଡ଼ ବ୍ଲକରୁ ୪, ବରଗଡ଼ ଟାଉନରୁ ୩୦, ସୋହେଲା ବ୍ଲକରୁ ୪, ବରପାଲି ବ୍ଲକରୁ ୨, ବରପାଲି ଏନଏସିରୁ ୪, ଭଟଲି ବ୍ଲକରୁ ୩, ପଦ୍ମପୁର ବ୍ଲକରୁ ୨, ଅତାବିରା ବ୍ଲକରୁ ୨,
Read More...

ଫେଲ୍ ମାରିଛି ସ୍ୱଚ୍ଛ ଭାରତ ମିଶନ : ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ଚାଲିଛି ମଧୁଚନ୍ଦ୍ରିକା ଅଭିଯୋଗ

ବରଗଡ଼, (ଗୋପୀନାଥ ସାହୁ) : ବରଗଡ଼ ଜିଲ୍ଲା ବରପାଲି ବ୍ଲକରେ ଫେଲ୍ ମାରିଛି ସ୍ୱଚ୍ଛ ଭାରତ ମିଶନ । ପାଇଖାନା ନିର୍ମାଣରେ ବଡ଼ ଦୁର୍ନୀତି ହୋଇଥିବା ଅଭିଯୋଗ ହେଉଛି । ଅତ୍ୟନ୍ତ ନିମ୍ନମାନର କାମ ଯୋଗୁଁ ପାଇଖାନା ନିର୍ମାଣ ହେବାର ଏକ ବର୍ଷ ନ ପୂରୁଣୁ ଅଧା ପାଇଖାନା ଭାଂଗି ସାରିଲାଣି । ଅନ୍ୟ
Read More...