ବରଗଡ଼ ଜିଲ୍ଲାରେ ଆଜି ୫୬ ଜଣ ପଜେଟିଭ୍

ବରଗଡ଼, (ଗୋପୀନାଥ ସାହୁ) : ଆଜି ବରଗଡ଼ରୁ ୫୬ ଜଣ କରୋନା ପଜେଟିଭ୍ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ତେବେ ବରଗଡ଼ ବ୍ଲକରୁ ୪, ବରଗଡ଼ ଟାଉନରୁ ୩୦, ସୋହେଲା ବ୍ଲକରୁ ୪, ବରପାଲି ବ୍ଲକରୁ ୨, ବରପାଲି ଏନଏସିରୁ ୪, ଭଟଲି ବ୍ଲକରୁ ୩, ପଦ୍ମପୁର ବ୍ଲକରୁ ୨, ଅତାବିରା ବ୍ଲକରୁ ୨, ଗାଇସିଲେଟ ବ୍ଲକରୁ ଜଣେ ଓ ବିଜେପୁର ବ୍ଲକରୁ ୪ ଜଣ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.