Daily Archives

ପାରିବାରିକ କଳହରୁ ଯୁବକଙ୍କ ଆତ୍ମହତ୍ୟା

ସଇଁତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଟିକ୍ରାପଡା ଫାଣ୍ଡି ଟିକ୍ରାପଡା କୈଳାସ ବିଶ୍ୱାଳ(ପପୁ)ଆଜି ଦିନ ୧ଟା ସମୟରେ ନିଜ ଘରେ ଫ୍ୟାନରେ ନିଜେ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ କୈଳାସ ଘରକୁ ଆସିବା ପରେ ଘରେ କୈ।ଣସି
Read More...

ଅଗଷ୍ଟ ୧୨ରେ ଆସିବ କରୋନା ଟୀକା

ନୂଆଦିଲ୍ଲୀ, (କେପିଏନ୍ଏସ୍) : ସାରା ବିଶ୍ୱରେ କରୋନା ମହାମାରୀ ତାର କାୟା ବିସ୍ତାର କରି ସାରିଥିବା ବେଳେ କରୋନାକୁ ନେଇ ବିଶ୍ୱବାସୀଙ୍କ ମନରେ ଗୋଟିଏ ପ୍ରଶ୍ନ, କରୋନା ଟୀକା ଆସିବ କେବେ ? ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ WHO ଅନୁସାରେ ସାରା ବିଶ୍ୱରେ ୨୧ରୁ ଉର୍ଧ ଟୀକାକରଣ କ୍ଲିନିକାଲ୍ ଟ୍ରାଏଲ୍
Read More...

ଦୁଇ କୋଭିଡ ଆକ୍ରାନ୍ତ ଚିହ୍ନଟ ପରେ ଆତଙ୍କ

ଲୋଇସିଂହ, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକର ବୁର୍ଡା ଓ ଲୋଇସିଂହାରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଏକ ଆତଙ୍କର ବାତାବରଣ ଦେଖାଦେଇଛି । ଉଭୟ କେସ ପୁରୁଣା ହୋଇଥିବା ବେଳେ ଆକ୍ରାନ୍ତଙ୍କ ପରିବାର ଲୋକେ ଶତାଧିକ ବ୍ୟକ୍ତିଙ୍କ ସଂସ୍ପର୍ଶରେ
Read More...

ନୂଆଁଖାଇ ଉପଲକ୍ଷେ କୋଭିଡ୍ କଟକଣା କୋହଳ କରାଯିବା ପାଇଁ ସିଭିଲ ସୋସାଇଟି ପକ୍ଷରୁ ଦାବୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆମ ଅଂଚଳର କୃଷିଭିତ୍ତିକ ପବିତ୍ର ମହାନ ଗଣପର୍ବ ନୂଆଁଖାଇ ଆସନ୍ତା ୨୩ ତାରିଖରେ ପାଳନ କରାଯିବ । ଏହି ସମୟରେ କୋଭିଡ୍-୧୯ ପାଇଁ ଲାଗୁ କରାଯାଉଥିବା କଟକଣାକୁ କୋହଳ କରାଯିବା ନିମନ୍ତେ ସିଭିଲ ସୋସାଇଟି, ବଲାଙ୍ଗିର ଜିଲ୍ଲାପାଳଙ୍କ ଠାରେ ନିବେଦନ କରୁଛି ।
Read More...

କନଟେନମେଂଟ୍ ହଟିଲା

ବଲାଙ୍ଗିର, (କେପିଏନ୍ଏସ୍) : କରୋନା ସଂକ୍ରମଣ ସ୍ଥିତିକୁ ଅନୁଧ୍ୟାନ କରି ବଲାଙ୍ଗିର ପୌରାଂଚଳର ବେହେରାପାଲି ଏବଂ ୱାଡର଼୍ ନଂ.୧୯ ରୁଗୁଡ଼ିପଡ଼ାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି କନଟେନମେଂଟ୍ ଜୋନ୍ ଘୋଷଣାକୁ ହଟାଯାଇଛି । ତେବେ ବଲାଙ୍ଗିର ଜିଲ୍ଲାପାଳ ଅରିନ୍ଦମ ଡାକୁଆଙ୍କ ନିର୍ଦେଶ ଅନୁସାରେ
Read More...

ରଜ ଭଳି ନୂଆଁଖାଇ ସମୟରେ ମଧ୍ୟ କରୋନା କଟକଣାକୁ କୋହଳ କରାଯାଉ : ବଲାଙ୍ଗିର ଏକ୍ସନ କମିଟି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଚାରି ମାସରୁ ଉର୍ଧ୍ବ ସମୟ ହେଲା କରୋନା କଟକଣା ଜାରୀ ରହିଛି । ସାମାଜିକ ଓ ଆର୍ଥିକ ବ୍ୟବସ୍ଥା ଭାଙ୍ଗିପଡିଥିବା ସତ୍ୱେ ଜନସାଧାରଣ ଏହାକୁ ଭରପୁର ସମର୍ଥନ ଓ ସହଯୋଗ କରିଛନ୍ତି । କିନ୍ତୁ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ସମୟରେ କରୋନା କଟକଣା ଅସହ୍ୟ ହେଉଛି
Read More...

ଲୋକକଳାକାରମାନଙ୍କ ପ୍ରତି ରାଜ୍ୟ ସରକାରଙ୍କ ଅଣଦେଖା!

ବଲାଙ୍ଗିର, (କେପିଏନ୍ଏସ୍) : କରୋନା ସଂକ୍ରମଣ କାଳରେ ସମସ୍ତ ବର୍ଗଙ୍କ ପାଇଁ ରାଜ୍ୟ ସରକାର ସହଯୋଗ ନିମନ୍ତେ ଯୋଜନା ପ୍ରଣୟନ କରିଥିବା ବେଳେ କଳାକାରମାନଙ୍କ ପ୍ରତି ଅଣଦେଖା କରିଥିବା ମନେ ହେଉଛି । ଏପରିକି ୫ ମାସ ପୂର୍ବରୁ କଳାକାରମାନଙ୍କଠାରୁ କାମ ନେଇ ରାଜ୍ୟ ସରକାର ସେମାନଙ୍କୁ ଉଚିତ୍
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ସର୍ବାଧିକ ୫୯ : ୩୩ ପୁରୁଣା ଓ ୨୬ ନୂଆ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ଜିଲ୍ଲାରୁ ସର୍ବାଧିକ ୫୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୨୬ ଜଣ ନୂଆ ରୋଗୀ ଚିହ୍ନଟ ହୋଇଥିବା ବେଳେ ୩୩ ଜଣ ପୁରୁଣା ରୋଗୀଙ୍କୁ ତାଲିକାରେ ସାମିଲ୍ କରାଯାଇଛି । ନୂଆ ତାଲିକାରୁ କରୋନା ଯୋଦ୍ଧାଙ୍କ ସହିତ ଟିଟିଲାଗଡ଼ ବ୍ଲକରୁ
Read More...

କବିତା : ଭଁଟାକେ ଯଉଛୁ ପହେଲା ହେଇ

ଦେଖରେ ପୁତା,ଭଁଟାକେ ଯଉଛୁ ପହେଲା ହେଇଆକାଶ ବଢେ଼ ଉସାର୍ ପିସାର୍ଯେତକି ଭଲକେ ସେତକି ଅସାର୍ଇନର୍ କଥା କାହିଁ ଜାନବୁ ତୁଇ! ଚାପର୍ ଏଡ଼କି ଗୁଡ଼ା ଭିତରେଦିନ୍ ସରୁଥିଲା ତୋର୍ବିପଦେ ଆପଦେ ତୋର୍ ଉପରେଆଏଁଖ୍ ଟେ ଥିଲା ମୋର୍ । ପାଆଁଲିଲା ତୋର୍ ଡେନା ଯେନ୍ତାଉଡ଼ବାର୍ ଶିଖାଲିଁ ତତେପଡ଼ି
Read More...