Daily Archives

କବିତା : ବାୟା ଚଢେ଼ଇ

ଉଡ଼ିବ ଉଡ଼ିବ ବୋଲିଡେଣା ଫଡ଼୍-ଫଡେ଼ଇଲାଣିବାୟା ଚଢେ଼ଇଉଡ଼ିବ… ଏଥର ଉଡ଼ିଯିବ! ଝାଟିମାଟି ଚାଳଘର ମୋରବଡ଼ ଶାନ୍ତ ପରିବେଶଶୀତଳ ପବନ ଝର୍କା ବାଟେ ଆସୁଥିଲାନାକପୁଡ଼ାରେ ଯେତିକି ଧରିବମୁଁ ଶୋଷି ନେଉଥିଲିଆଲୁଅ ଅନ୍ଧାର ସାଂଗରେସମୟ ବିତୁଥିଲା ମୋର । କୋଉଠୁ କେଜାଣି ଡେଣା ମେଲେଇଉଡ଼ି
Read More...

୩ ପ୍ରତିଶତ ବୃଦ୍ଧି ପାଇଲା ବିମାନ ଇନ୍ଧନ ଦର

ନୂଆଦିଲ୍ଳୀ : ବିମାନ ଇନ୍ଧନ (ଏଟିଏଫ୍) ଦରରେ ୩ ପ୍ରତିଶତ ବୃଦ୍ଧି କରିଛନ୍ତି ସରକାରୀ ତେଲ କମ୍ପାନୀଗୁଡିକ । କିଲୋମିଟର ପିଛା ୧୩୦୪ ଟଙ୍କା ୧୫ ପଇସା ବୃଦ୍ଧି ପାଇ ୪୩୯୩୨ ଟଙ୍କା ୫୩ ପଇସା ହୋଇଛି । ପ୍ରତିମାସରେ ତେଲ କମ୍ପାନୀ ଗୁଡିକ ୧ ତାରିଖ ଓ ୧୬ ତାରିଖରେ ତୈଳ ଦର ବଢିବ କି କମିବ ତାହାର
Read More...

ଭାରତରେ ବ୍ୟାବସାୟିକ କୋଇଲା ଉତ୍ତୋଳନ ପାଇଁ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ

ନୂଆଦିଲ୍ଲୀ (ପିଆଇବି) : ଭାରତରେ ବ୍ୟାବସାୟିକ ଭିତ୍ତିରେ କୋଇଲା ଉତ୍ତୋଳନ ପାଇଁ କୋଇଲା ଖଣିଗୁଡିକର ଯେଉଁ ନିଲାମ ପ୍ରକ୍ରିୟା ଚାଲିଛି ସେହି କାର୍ୟ୍ୟଟି ଭାରତ ସରକାରଙ୍କ କୋଇଲା ମନ୍ତ୍ରଣାଳୟର ଏକ ମନୋନୀତ କର୍ତ୍ତୃପକ୍ଷଙ୍କ ଦ୍ୱାରା ଗତ ଜୁନ୍‌ ମାସରେ ଆରମ୍ଭ ହୋଇଥିଲା । ଏହାର ମୁଖ୍ୟ ଲକ୍ଷ୍ୟ
Read More...

କରୋନା ଟିକାର ଦ୍ୱିତୀୟ ଓ ତୃତୀୟ ପର୍ୟ୍ୟାୟ ପରୀକ୍ଷା ପୁଣେର ସେରମ୍‌ ପ୍ରତିଷ୍ଠାନରେ କରିବାକୁ ଡିସିଜିଆଇର ଅନୁମତି

ନୂଆଦିଲ୍ଲୀ (ପିଆଇବି) : • ଭାରତର ମୃତ୍ୟୁହାର (ସିଏଫ୍‌ଆର) ୨.୧୧ ପ୍ରତିଶତକୁ ଖସିଲା• ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୧.୮ ଲକ୍ଷରୁ ଅଧିକ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଓ ଅଷ୍ଟ୍ରାଜେନିକା କଂପାନୀର ମିଳିତ ଉଦ୍ୟମରେ ପ୍ରସ୍ତୁତ ହୋଇଥିବା କୋଭିଡ୍‌-୧୯ ଟିକା କୋଭିସିଲ୍‌ର ଦ୍ୱିତୀୟ ଓ ତୃତୀୟ
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ମୃତ

ବୌଦ୍ଧ, (କେପିଏନ୍ଏସ୍) : ସଂପୃକ୍ତ ଜିଲ୍ଲାର ମନମୁଣ୍ଡା ଥାନା ଅନ୍ତର୍ଗତ ଗୋପାଲମାଲ ପେଟ୍ରୋଲ ପମ୍ପ ପାଖରେ ତାଳ ଗଛକୁ ଧକ୍କା ଦେଲା ବଲେରୋ । ଏଥିରେ ୨ ଜଣଙ୍କ ମୃତୁ୍ୟ ଘଟିଥିବା ବେଳେ ୩ ଜଣ ଗୁରୁତର ଥିବା ସୂଚନାରେ କୁହାଯାଇଛି । ସୂଚନାଯୋଗ୍ୟ ଯେ, ପଲ୍ସାଗୋରା ଗାଁର ଗୋଟିଏ ପରିବାରର
Read More...

ଶ୍ରାବଣର ଶେଷ ସୋମବାର ଓ ରାକ୍ଷୀ ପୂର୍ଣ୍ଣିମା : ସବୁ ଫିକା ଫିକା

ଟିଟିଲାଗଡ ( ଗୌରବ ଦରଜୀ) : ଆଜି ହେଉଛି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ତା ସହ ଶ୍ରାବଣ ର ଶେଷ ସୋମବାର। ଏମିତି ସୁଯୋଗ ବହୁ ବର୍ଷ ପରେ ଆସିଥାଏ । ତେଣୁ ଆଜି ଟିଟିଲାଗଡ ଅଧିଷ୍ଠିତ ଦେବ ଦେବ ମହାଦେବଙ୍କୁ ସୁନ୍ଦର୍ ଭାବେ ସଜା ଯାଇଛି। କିନ୍ତୁ ଭଗଵାନ ଭକ୍ତଙ୍କ ବିନା ଶୋକାତୁର ହୋଇ ପଡିଛନ୍ତି ଓ
Read More...

କାହାଣୀ ଏକ ଏଭଳି ଭଉଣୀର….ନା’ ମିଳିଥିଲା ସୁରକ୍ଷା ନା’ ମିଳିପାରିଲା ନ୍ୟାୟ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ରକ୍ଷାବନ୍ଧନ । ଦିନଟି ଭଉଣୀମାନଙ୍କ ପ୍ରତି ସ୍ନେହ, ଶ୍ରଦ୍ଧା ଓ ସୁରକ୍ଷାର ପ୍ରତୀକ । ଆଜିର ଦିନରେ ଏହି ଉତ୍ସବର ମାହୋଲ୍ ଦେଖିଲେ ମନେହୁଏ ଏ ସମାଜରେ ଭଉଣୀମାନେ ବେଶ୍ ସୁରକ୍ଷିତ । ଖୁବ୍ ଆଦୃତ ବି । ଯେଉଁ ଦେଶରେ ଏଭଳି ପବିତ୍ର ପରମ୍ପରା ରହିଛି, ସେଇଠି
Read More...

ବଲାଙ୍ଗିର ଟାଉନ ପୁଲିସ ଦ୍ୱାରା ୪ ଲୁଟେରା ଗିରଫ୍

ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଆଦର୍ଶ ଟାଉନ ଥାନା ପୁଲିସ ଦ୍ୱାରା ୪ ଲୁଟେରା ଗିରଫ୍ ହୋଇଥିବା ସଂପୃକ୍ତ ଥାନା ପକ୍ଷରୁ ସୂଚନା ଦିଆଯାଇଛି । ଗତ ୩୧ ତାରିଖ ଦିନ ମଧ୍ୟାହ୍ନ ୧ଟା ୩୦ମି.ରେ ଘଟିଥିବା ଲୁଟ୍ ମାମଲାରେ ଗିରଫ୍ ଅଭିଯୁକ୍ତମାନେ ହେଲେ ବିଭୂତିପଡ଼ାର ରାକେଶ ଭୋଇ ଓ ଗୌତମ ସୁନା,
Read More...

କଂଟାବାଂଜି ବିଜେପି ପକ୍ଷରୁ ଅମିତ ଶାହାଙ୍କ ଆରୋଗ୍ୟ କାମନା

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ବିଜେପି. ପକ୍ଷରୁ ଅମିତ ଶାହାଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଛି । ଏହି ଅବସରରେ ସ୍ଥାନୀୟ ଶ୍ରୀଜଗନ୍ନାଥ ମନ୍ଦିରରେ ଦୀପ ପ୍ରଜ୍ୱଳନ କରି ପ୍ରାର୍ଥନା କରିଛନ୍ତି ଜିଲ୍ଲା ବିଜେପି. ସଭାପତି ଶିବାଜୀ ମହାନ୍ତି, ଉପ ସଭାପତି
Read More...