Browsing Tag

titilagarh news

ସାମ୍ବାଦିକଙ୍କ ପିତୃ ବିୟୋଗ

ଟିଟିଲାଗଡ, (କେପିଏନ୍‌ଏସ୍‌) : ‘କୋଶଳ ପ୍ରବାହ’ର ଟିଟିଲାଗଡ ପ୍ରତିନିଧି ଗୌରବ ଦର୍ଜୀଙ୍କ ବାପା ବିଦ୍ୟାଧର ଦର୍ଜୀ(୬୪)ଙ୍କ ଦେହାନ୍ତ ହୋଇଥିବା ଜଣାପଡିଛି । ଗତ କିଛି ଦିନ ତଳେ ସେ କୋଭିଡରେ ଆକ୍ରାନ୍ତ ହୋଇ ଘରେ ଚିକିତ୍ସିତ ହେଉଥିଲେ । ତେବେ ଆଜି ତାଙ୍କର ଦେହାନ୍ତ ହୋଇଥିବା ଖବର ମିଳିଛି ।
Read More...

ରହସ୍ୟମୟ ଭାବେ ଯୁବକ ଗାଏବ, ପରିବାର ଥାନାର ଦ୍ୱାରସ୍ଥ

ଟିଟିଲାଗଡ଼, (ଅଜିତ କୁମାର ସାହୁ) : ନିଜ ସାଙ୍ଗ ସହ ମୁଁ ଯାଉଛି କହି ଜଣେ ଯୁବକ ଘରୁ ବାହାରି ରହସ୍ୟମୟ ଭାବେ ଗାୟବ ହୋଇ ଯାଇଥିବା ପରି ଘଟଣା ଘଟିଛି । ଟିଟିଲାଗଡ ସହର ଅନ୍ତର୍ଗତ ୧୪ ନଂ ୱାର୍ଡ ନିବାସୀ ଗୋବର୍ଦ୍ଧନ କାଣ୍ଡ ନାମକ ଜଣେ ବ୍ୟକ୍ତିଙ୍କ ତୃତୀୟ ପୁଅ ଉମାକାନ୍ତ କାଣ୍ଡ(୨୦) ଗତ ୩
Read More...

ସୁନାମଧନ୍ୟ ସାହିତ୍ୟିକ ଡ.ଅଜାମ୍ବର ମଲ୍ଲ ଚାଲିଗଲେ

ଟିଟିଲାଗଡ଼, (ଗୌରବ ଦର୍ଜୀ) : କରୋନା ସଂକ୍ରମଣ ଯେମିତି ବଢ଼ୁଛି, କରୋନା ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ବି ସେମିତି ବଢ଼ି ବଢ଼ି ଚାଲିଛି । ଅନେକ ସୁନାମଧନ୍ୟ ସ୍ରଷ୍ଟା ପୁରୁଷଙ୍କୁ ନେଇ ସାରିଲାଣି କରୋନା ମହାମାରୀ । ଏମିତି ବେଳେ ପୁଣି ଏକ ଦୁଃଖଦ ଖବର ଟିଟିଲାଗଡ଼ ଅଂଚଳକୁ ସ୍ତବ୍ଧ କରି
Read More...

ବ୍ରଜ କିଶୋର ସିଂ ଭୋଇଙ୍କ ବିୟୋଗରେ ଶୋକସଭା

ଟିଟିଲାଗଡ, (ଗୌରବ ଦର୍ଜୀ) : ଉତ୍କଳ କନ୍ଧ ସମାଜ ଟିଟିଲାଗଡ ଟୁପା ପ୍ରଗଣା ତରଫରୁ ସ୍ଥାନୀୟ ଘଣ୍ଟାସୁନି ମନ୍ଦିର ଠାରେ ଟୁପା ପ୍ରଗଣାର ସଭାପତି ପଦ୍ମନ ପ୍ରଧାନୀଙ୍କ ସଭାପତି‌ତ୍ୱରେ ବଲାଙ୍ଗିର ଜିଲ୍ଲାର ବରପୁତ୍ର , ବଲାଙ୍ଗିର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଜିଲ୍ଲା ସଭାପତି, ସଂଘର ପୂର୍ବତନ
Read More...

ଦିବଂଗତ ସାମ୍ବାଦିକ ଯତୀଶ ଖମାରିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ଼ ସହର ସ୍ଥିତ ସ୍ଥାନୀୟ ଜଲାରାମ ହୋଟେଲ ପରିସରରେ ପାଟଣାଗଡର ବରିଷ୍ଠ ସାମ୍ବାଦିକ ଯତୀଶ ଚନ୍ଦ୍ର ଖମାରିଙ୍କ ଅକାଳ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ମହାମାରୀ କୋଭିଡ-୧୯ର ଭୟାବହତାକୁ ନେଇ ଜାରି ହୋଇଥିବା କୋଭିଡ-୧୯ ନିୟମ
Read More...

ସଂକ୍ରମଣକୁ ଦେଖି ପ୍ରଶାସନ ସଜାଗ

ଟିଟିଲାଗଡ, (ଗୌରବ ଦର୍ଜୀ) : ବଲାଙ୍ଗିର ଜିଲ୍ଲାରେ କରୋନା ସଂକ୍ରମଣ ଦୃତ ଗତିରେ ବଢ଼ିଚାଲିଛି । ପ୍ରତି ଦିନ ୨୦୦ ରୁ ଅଧିକ ସଂକ୍ରମଣ ବଢୁଥିବା ଦେଖିବାକୁ ମିଳୁଛି। ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ ଏକ ବଡ ସବ-ଡିଭିଜନ । ଏଠାରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଟିଟିଲାଗଡରେ ପ୍ରତି ଦିନ
Read More...

ବିଶିଷ୍ଟ ବ୍ୟଙ୍ଗକବି ପ୍ରଶାନ୍ତ କୁମାର ନାୟକ ଚାଲିଗଲେ

ଟିଟିଲାଗଡ଼, (ଗୌରବ ଦର୍ଜୀ) : ବିଶିଷ୍ଟ ବ୍ୟଙ୍ଗକବି ନିକଟସ୍ଥ ସିନ୍ଧେକେଲା ନିକଟସ୍ଥ ଚାନ୍ଦୋତରା ନିବାସୀ ପ୍ରଶାନ୍ତ କୁମାର ନାୟକ(୬୮)ଙ୍କ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଦେହାନ୍ତ ହୋଇଯାଇଥିବା ଖବର ମିଳିଛି । ତାଙ୍କ ଦେହାନ୍ତରେ ସାରା ଅଂଚଳରେ ଶୋକର ଛାୟା ଖେଳିଯାଇଛି । ତେବେ କରୋନା
Read More...

ଟିଟିଲାଗଡ ସହରରେ ସପ୍ତାହନ୍ତ ସଟ୍‌ଡାଉନ୍‌ : ରା‌ସ୍ତାଘାଟ ଜନଶୂନ୍ୟ

ଟିଟିଲାଗଡ, (ଗୌରବ ଦର୍ଜୀ) : ମହାମାରୀ କରୋନାର ଭୟାବହତାକୁ ନେଇ ଆଜି ଠାରୁ ଛତିଶଗଡ ରାଜ୍ୟ ସୀମାନ୍ତ ଅଞ୍ଚଳକୁ ଲାଗି ରହିଥିବା ଅଞ୍ଚଳ ଗୁଡ଼ିକରେ ରାତ୍ରୀକାଳୀନ କର୍ଫ୍ୟୁ ସଂଧ୍ୟା ୬ ଟାରୁ ସକାଳ ୫ଟା ପର୍ୟ୍ୟନ୍ତ ଜାରି କରାଯାଇଥିବା ବେଳେ ଆଜି ଠାରୁ ପ୍ରତି ଶନିବାର ଏବଂ ରବିବାର ଦୁଇ ଦିନ ଧରି
Read More...

ଛାତ୍ର କ୍ରିୟାନୁଷ୍ଠାନ କମିଟି ତରଫରୁ ଡିଏଭି ସ୍ୱୟଂଶାସିତ ମହାବିଦ୍ୟାଳୟରେ ଧାରଣା

ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ସ୍ଥାନୀୟ ଡିଏଭି ‌ସ୍ୱୟଂଶାସିତ ମହାବିଦ୍ୟାଳୟରେ ଯୁକ୍ତ ତିନି ତୃତୀୟ ସେମିଷ୍ଟର ପରୀକ୍ଷା ତଥା ଅନ୍ୟାନ୍ୟ ସେମିଷ୍ଟର ପରୀକ୍ଷା ଏବଂ ଚାଲିଥିବା ଅନଲାଇନ କ୍ଲାସ ଗୁଡିକ ନିୟମିତ ଭାବରେ କରାଯିବ ପାଇଁ ଛାତ୍ର କ୍ରିୟାନୁଷ୍ଠାନ କମିଟି ତରଫରୁ ଧାରଣା ଦିଅ ଯିବା
Read More...

ଜାତି ଭେଦଭାବକୁ ନେଇ ନାଳ ପାଣି ନିଷ୍କାସନରେ ବିବାଦ ଘଟଣା : ୧୪୪ ଧାରା ଜାରି କରି ଫେରିଗଲେ ପୋଲିସ ବାହିନୀ

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ ଉପଖଣ୍ଡ ଅନ୍ତର୍ଗତ ମୁରିବାହାଲ ପଞ୍ଚାୟତର ସିରୁଲ୍ ଗ୍ରାମରେ ଦେଖିବାକୁ ମିଳିଛି। ଜାତି ଭେଦଭାବ ଦେଖାଇ ଦୁଇ ସାହି ମଧ୍ୟରେ ନାଳ ପାଣି ନିଷ୍କାସନ ପାଇଁ ବିବାଦ । ଆଜି ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ଗାଁରେ ୧୪୪ ଧାରା ଜାରି କରି ସମସ୍ୟାର
Read More...