Browsing Tag

subarnapur news

କରୋନା ଟୀକାକରଣ ନିମନ୍ତେ ଜିଲ୍ଲା ସ୍ତରୀୟ ଟାସ୍କଫୋର୍ସ କମିଟି ବୈଠକ

ସୁବର୍ଣ୍ଣପୁର, ( ପ୍ରଭୁଦତ୍ତ ରଥ ) : କୋଭିଡ-୧୯ ଟୀକାକରଣ ନିମନ୍ତେ ସୁବର୍ଣ୍ଣପୁର ଜିଲ୍ଲା ଟାସ୍କଫୋର୍ସ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ ଜିଲ୍ଲାପାଳ ମୋନିଷା ବାନାର୍ଜୀ । ଜିଲ୍ଲାପାଳ ଶ୍ରୀମତୀ ବାନାର୍ଜୀ
Read More...

ବିଶ୍ୱ ଏଡସ୍ ଦିବସ ପାଳନ ଅବସରରେ ସଚେତନତା ରଥର ଶୁଭାରମ୍ଭ

ସୁବର୍ଣ୍ଣପୁର, ( ପ୍ରଭୁଦତ୍ତ ରଥ ) : ଆଜି ସୁବର୍ଣ୍ଣପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ବିଶ୍ୱ ଏଡସ୍ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ପରିସରରୁ ଏକ ଏଡ଼ସ୍ ସଚେତନତା ରଥକୁ ଅତିରିକ୍ତ ଜିଲ୍ଲାପାଳ ସୂର୍ୟ୍ୟନାରାୟଣ ଦାଶ ସବୁଜ ପତାକା ପ୍ରଦର୍ଶନ ପୂର୍ବକ
Read More...

ପାତାଳି ଶ୍ରୀକ୍ଷେତ୍ରଠାରେ ଆଜି ତିନିଦିଅଁଙ୍କର ଦୁର୍ଲ୍ଲଭ ନାଗାର୍ଜୁନ ବେଶ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଶ୍ରୀଜଗନ୍ନାଥଙ୍କ ଅନନ୍ୟ ମାଟି ସୁବର୍ଣ୍ଣପୁରର ପାତାଳି ଶ୍ରୀକ୍ଷେତ୍ରଠାରେ ଆଜି ତିନିଦିଅଁଙ୍କର ଦୁର୍ଲ୍ଲଭ ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଯାଇଛି । ତ୍ରିକୂଟ ପାହାଡର ଛଳିଆ ଶିଖରରେ ଥିବା ତିନି ଠାକୁରଙ୍କୁ ଶ୍ରୀମନ୍ଦିର ରୀତିନୀତି ଓ ପରମ୍ପରାରେ ବେଶ
Read More...

ଶ୍ରୀକ୍ଷେତ୍ରକୁ ସୁବର୍ଣ୍ଣପୁର ମାଟିରୁ ଆଜି ୧୬ ଝୁଡି ତୁଳସୀ ଓ ପଦ୍ମଫୁଲ ପଠାଯାଇଛି

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଶ୍ରୀକ୍ଷେତ୍ର ପୁରୀ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦୁର୍ଲ୍ଲଭ ନାଗାର୍ଜୁନ ବେଶ ପାଇଁ ପାତାଳି ଶ୍ରୀକ୍ଷେତ୍ର ସୁବର୍ଣ୍ଣପୁର ମାଟିରୁ ଆଜି ୧୬ ଝୁଡି ତୁଳସୀ ଓ ପଦ୍ମଫୁଲ ପଠାଯାଇଛି । ଏକ ସୁସଜ୍ଜିତ ରଥରେ ଜିଲ୍ଲାର ବିନିକା ଜଗନ୍ନାଥ ମନ୍ଦିରରୁ
Read More...

ସୁବର୍ଣ୍ଣପୁର ଜିଲ୍ଲାରେ ବି ପଡିଛି ଭାରତ ବନ୍ଦର ପ୍ରଭାବ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଗୋବିନ୍ଦ ମହାରଣାଙ୍କ ନେତୃତ୍ବରେ ଟ୍ରେଡ୍ ୟୁନିୟନ ଡାକରାରେ ଦିଆଯାଇଥିବା ଭାରତ ବନ୍ଦର ପ୍ରଭାବ ସୁବର୍ଣ୍ଣପୁର ଜିଲ୍ଲାରେ ବି ପଡିଛି । କେନ୍ଦ୍ର ସରକାରଙ୍କ ଶ୍ରମିକ, କୃଷକ ଓ ଜନ ବିରୋଧୀ ନୀତି ବିରୁଦ୍ଧରେ ଆଜି ସର୍ବ ଭାରତୀୟସ୍ତରରେ ୨୪ ଘଣ୍ଟିଆ ବନ୍ଦ
Read More...

ସୁବର୍ଣ୍ଣପୁରରେ କୃଷକ ମେଳା-୨୦୨୦ ଅନୁଷ୍ଠିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ରଠାରେ କୃଷକ ମେଳା-୨୦୨୦ ଅନୁଷ୍ଠିତ ହୋଇଯାଇଛି । ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ, ଭୁବନେଶ୍ବର ଓ କୃଷି ବିଜ୍ଞାନ କେନ୍ଦ୍ରର ମିଳିତ ଆୟୋଜନରେ ଅନୁଷ୍ଠିତ ରବି କୃଷକ ମେଳା ସହ କୃଷକ-ବୈଜ୍ଞାନିକ
Read More...

ଘୂରି ବୁଲୁଛ‌ନ୍ତି ୨୪ ବଣୁଆ ହାତୀ : ଦଳି ଦେଉଛ‌ନ୍ତି ଚାଷୀ କପାଳ

ସୁବର୍ଣ୍ଣପୁର, (ପ୍ରଭୁଦ‌ତ୍ତ ରଥ) : ବଣୁଆ ହାତୀ‌ଙ୍କୁ ଦୌରା‌ତ୍ମ୍ୟରେ ଚାଷୀମାନେ ହ‌ନ୍ତସନ୍ତ ହୋଇ ପଡ଼ୁଥିବା ବେଳେ ସୁବର୍ଣ୍ଣପୁର ଜିଲା ବିନିକାରେ ୨୪ ହାତୀ ଚାଷ ଉପଦ୍ରବ ଦେଖାଦେଇଥିବା ଜଣାପଡ଼ିଛି । ବାରମ୍ବାର ପ୍ରକୃତିର ତାଡ଼ନାର ଶିକାର ହୋଇ ଚାଷୀର ଅଂଟା ଭାଂଗି ପଡ଼ୁଥିବା ସମୟରେ ବଣୁଆ
Read More...

ନିରୀହ ଚାଷୀଙ୍କ ହାତରେ ନୋଟିସ୍ : ୧୦ କୋଟି ଟଙ୍କାର ଜିଏସଟି ଠକେଇ ଅଭିଯୋଗ

ସୁବର୍ଣ୍ଣପୁର, (ପ୍ରଭୁଦ‌ତ୍ତ ରଥ) : ଗରିବଙ୍କ ନାଁରେ ଏବେ ଜିଏସଟି ଆକାଉଣ୍ଟ ଖୋଲି ରାଜ୍ୟରେ କୋଟି କୋଟି ଟଙ୍କାର ଠକେଇ ଅଭିଯୋଗ ବଢ଼ିବାରେ ଲାଗିଛି । ସୂଚନା ଅନୁସାରେ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସାଲେପାଲି ଗାଁର ନବୀନ ବାଘଙ୍କ ନାମରେ ୧୦ କୋଟି ଟଙ୍କାର ଜିଏସଟି ଠକେଇ
Read More...

ଓରମାସ ତରଫରୁ ସୁବର୍ଣ୍ଣପୁର ଜିଲ୍ଲା ରେ ଲେମନ ଗ୍ରାସ ପ୍ରସେସିଂପ୍ଲାଣ୍ଟର ଜିଲ୍ଲାପାଳ କଲେ ଶୁଭାରମ୍ଭ

ମହାତ୍ମାଗାନ୍ଧୀ ମନରେଗା ଅଧୀନରେ ଜିଲ୍ଲାର ସମସ୍ତ ବ୍ଲକରେ ‘ଲେମନ ଗ୍ରାସ’ ଚାଷ କରିବାକୁ ଲକ୍ଷ୍ୟସୁବର୍ଣ୍ଣପୁର ( ପ୍ରଭୁଦତ୍ତ ରଥ ) : ସୁବର୍ଣ୍ଣପୁର ଜିଲ୍ଲା, ସୋନପୁର ବ୍ଲକ ଲକର୍ମା ଗ୍ରାମରେ ଓରମାସ ସୁବର୍ଣ୍ଣପୁର, ସହାୟତାରେ ଲେମନ ଗ୍ରାସ ବା ଧନ୍ୱନ୍ତରୀ ଘାସ ଚାଷର ପ୍ରସେସିଂ ପ୍ଲାଣ୍ଟର
Read More...

ସୋନପୁର ସହର ବସଷ୍ଟାଣ୍ଡ ଅଞ୍ଚଳରୁ ୨ ଲକ୍ଷ ୧୦ ହଜାର ଟଙ୍କା ଲୁଟ ହେବା ଘଟଣାରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ

ସୁବର୍ଣ୍ଣପୁର, ( ପ୍ରଭୁଦତ୍ତ ରଥ) : ସୋନପୁର ସହରର ଜନଗହଳିପୂର୍ଣ୍ଣ ବସଷ୍ଟାଣ୍ଡ ଅଞ୍ଚଳରୁ ଗତକାଲି ଅପରାହ୍ନରେ ୨ ଲକ୍ଷ ୧୦ ହଜାର ଟଙ୍କା ଲୁଟ ହେବା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଘଟଣାରୁ ପ୍ରକାଶ ଯେ ଗତକାଲି ଅପରାହ୍ନରେ ମାଲିକ ଦେଇଥିବା ୨ଲକ୍ଷ ଦଶହଜାର ଟଙ୍କା
Read More...