ସୁବର୍ଣ୍ଣପୁର ଜିଲ୍ଲାର ଜିଲ୍ଲା ମୁଖ୍ୟ କୃଷି କାର୍ଯ୍ୟାଳୟ ପରିସରରେ ବିକ୍ଷୋଭ ସହ ଅଫିସ ଘେରାଓ
ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲାରେ ୟୁରିଆ ସାରର ଅଭାବୀ ଯୋଗାଣ ସାଂଗକୁ କଳା ବଜାରକୁ ନେଇ ଆଜି ଜିଲ୍ଲା କୃଷକ ସଂଗଠନ ପକ୍ଷରୁ ଜିଲ୍ଲା ମୁଖ୍ୟ କୃଷି କାର୍ଯ୍ୟାଳୟ ପରିସରରେ ବିକ୍ଷୋଭ ସହ ଅଫିସ ଘେରାଉ କରାଯାଇଛି । ଜିଲ୍ଲା କୃଷକ ସଂଗଠନର ଶତାଧିକ ଚାଷୀ ଜିଲ୍ଲା କୃଷି!-->…
Read More...
Read More...