Browsing Tag

sambalpur news

ହୀରାକୁଦ ଡ଼୍ୟାମ୍‌ : ଆଉ ୪ ଗେଟ୍‌ ଖୋଲାଗଲା

ସମ୍ବଲପୁର, (ଦାମୋଦର ପଣ୍ଡା) : ହୀରାକୁଦ ବନ୍ଧନିର୍ମାଣ ଉପର ପାର୍ଶ୍ଵରେ ପ୍ରବଳ ବର୍ଷା ଯୋଗୁଁ ଏବେ ବନ୍ଧର ୪ ଟି ଗେଟ୍ ଅଧିକ ଖୋଲା ଯାଇଛି, ମୋଟ ୧୬ ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଛି। ଏବେ ୫ ଲକ୍ଷ ୨୪ କ୍ୟୁସେକ ପାଣି ପ୍ରବେଶ କରୁଥିବା ବେଳେ ପ୍ରତି ସେକେଣ୍ଡରେ ୨ ଲକ୍ଷ ୪୮ କ୍ୟୁସେକ
Read More...

ସମ୍ବଲପୁରରେ କରୋନା ସ୍ଥିତି ଅସମ୍ଭାଳ

ସମ୍ବଲପୁର (ଦାମୋଦର ପଣ୍ଡା) : ସମ୍ବଲପୁର ସହରରେ ପୁଣି ମା’ ଓ ପୁଅଙ୍କ କରୋନାରେ ମୃତ୍ୟୁ ଘଟିଛି ଏବଂ ଝିଅ କୋଭିଡ୍ ହସ୍ପିଟାଲ ଆଇସିୟୁରେ ଚିକିତ୍ସିତ ହେଉଛି । ପୁର୍ବରୁ ଜଣେ ଡାକ୍ତର ଓ ତାଙ୍କ ମା’ଙ୍କ ମୃତ୍ୟୁ ହୋଇଥିଲା। ଗତ ବୁଧବାର ମୋଟ ୧୦୭ ଆକ୍ରାନ୍ତଙ୍କ ମଧ୍ୟରେ କେବଳ ଭୀମସାର୍ ର ୨୫ ଜଣ
Read More...

ଅଣ କୋଭିଡ୍ ରୋଗୀମାନେ ସ୍ବାସ୍ଥ୍ୟସେବା ପାଇବାରୁ ବଞ୍ଚିତ

ସମ୍ବଲପୁର, (ଦାମୋଦର ପଣ୍ଡା) : ସମ୍ବଲପୁର ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାକୁ କୋଭିଡ୍ ଡାକ୍ତରଖାନାରେ ପରିଣତ କରିବା ପରେ ଅଣ କୋଭିଡ୍ ରୋଗୀମାନେ ସ୍ବାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଏପରିକି ଭୀମସାର୍ ରେ ମଧ୍ୟ ଚିକିତ୍ସା ଉପଲବ୍ଧ ହେଉନାହିଁ। ଏ ବିଷୟରେ ସମ୍ବଲପୁର ବିଧାୟକ ଜୟ
Read More...

ଭିସୁଟରେ ସ୍ଥାପିତ ହେବ ଦେଶର ପ୍ରଥମ ଅତ୍ୟାଧୁନିକ ମହାକାଶ ଗବେଷଣା କେନ୍ଦ୍ର

ସମ୍ବଲପୁର (ଦାମୋଦର ପଣ୍ଡା) : ଇସ୍ରୋର ଆର୍ଥିକ ଓ ବୈଷୟିକ ସହାୟତାରେ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ(ଭିସୁଟ) ପରିସରରେ ସ୍ଥାପିତ ହେବ ଦେଶର ପ୍ରଥମ ଅତ୍ୟାଧୁନିକ ମହାକାଶ ଗବେଷଣା କେନ୍ଦ୍ର। ଇସ୍ରୋ ମଧ୍ୟରେ ବୁଝମଣାପତ୍ର ସ୍ବାକ୍ଷରିତ ହୋଇଛି ।ବୀର ସୁରେନ୍ଦ୍ର ସାଏ ସ୍ପେସ
Read More...

ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଲକ୍ଷ୍ୟକୁ ନେଇ ଚର୍ଚ୍ଚା

ସମ୍ବଲପୁର, (ଦାମୋଦର ପଣ୍ଡା) : ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପ୍ରତିଷ୍ଠା ହେବା ଦିନ ଠାରୁ ବହୁ ସମୟରେ ଚର୍ଚ୍ଚାରେ ରହିଛି । ପରିଷଦ ଯୋଗେଇ ଦେଉଥିବା ପାଣ୍ଠିର ମଧ୍ୟ ବିନିଯୋଗ ହୋଇ ପାରୁନାହିଁ । ଏପରିକି ୨୦୧୪ ମସିହାରୁ ମିଳିଥିବା ଅର୍ଥ ପଡି ରହିଥିବା ଦେଖା ଯାଉଛି। ଯେଉଁ କେତେକ ପ୍ରକଳ୍ପ
Read More...

କେବଳ ବିଧି ରକ୍ଷା ପାଇଁ ଘରେ ଘରେ ପାଳିତ ହୋଇଛି ନୂଆଁଖାଇ

ସମ୍ବଲପୁର, (ଦାମୋଦର ପଣ୍ଡା) : ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଏଥର କରୋନା କଟକଣା ଯୋଗୁଁ କେବଳ ବିଧି ରକ୍ଷା ପାଇଁ ଘରେ ଘରେ ପାଳିତ ହୋଇଛି । ସମଲେଶ୍ଵରୀ ମନ୍ଦିରରେ ଭକ୍ତମାନେ ଦର୍ଶନରୁ ବଞ୍ଚିତ ହୋଇଛନ୍ତି । ସବୁଠୁ ବେଶୀ ପ୍ରବ।ଭିତ ହୋଇଛି ସାଂସ୍କୃତିକ କାର୍ୟ୍ୟକ୍ରମ ଭେଟଘାଟ ।
Read More...

ହୀରାକୁଦ ଜଳଭଣ୍ଡାର, ଖୋଲିଲା ୧୮ଟି ଗେଟ

ସମ୍ବଲପୁର, (ଦାମୋଦର ପଣ୍ଡା) : ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ବଢ଼ିବାରେ ଲାଗିଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ଜଳସ୍ତର ବୃଦ୍ଧି ପାଉଥିବାରୁ ବନ୍ଧ କର୍ତ୍ତୃପକ୍ଷ ଆଉ ୧୮ଟି ଗେଟ ଖୋଲି ବନ୍ୟା ଜଳ ନିଷ୍କାସନ କରିଛନ୍ତି । ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୫. ୯୩ ଫୁଟ
Read More...

ସମ୍ବଲପୁର ସହରରେ ଥିବା ମହାନଦୀର ଦ୍ଵିତୀୟ ସେତୁ ଘଟଣା : ଦୁର୍ଘଟଣା, ରୋମାଞ୍ଚର କେନ୍ଦ୍ର ବିନ୍ଦୁ ପାଲଟିଛି

ସମ୍ବଲପୁର, (ଦାମୋଦର ପଣ୍ଡା) : ସମ୍ବଲପୁର ସହରରେ ଥିବା ମହାନଦୀର ଦ୍ଵିତୀୟ ସେତୁ ଘଟଣା, ଦୁର୍ଘଟଣା, ରୋମାଞ୍ଚର କେନ୍ଦ୍ର ବିନ୍ଦୁ ପାଲଟିଛି । ଏହି ଘଟଣା କ୍ରମରେ ଗତ ରବିବାର ସୌରଭ ଧର (୨୯) ନାମକ ଜଣେ ଯୁବକ ନଦୀ ସ୍ରୋତରେ ପଡି ଦେଢ଼ ଘଣ୍ଟା ପରେ ଶଙ୍କର ମଠ ଘାଟରେ ମତ୍ସ୍ୟଜୀବୀଙ୍କ ଦ୍ଵାରା
Read More...

ପୌର ପରିଷଦକୁ ମହାନଗର ନିଗମ ଘୋଷଣାର ସାତ ବର୍ଷ ପୂରିବାକୁ ଯାଉଥିଲେ ମଧ୍ୟ  ନିର୍ବାଚନ ହୋଇନାହିଁ

ସମ୍ବଲପୁର (ଦାମୋଦର ପଣ୍ଡା) : ସମ୍ବଲପୁର ପୌର ପରିଷଦକୁ ମହାନଗର ନିଗମ ଘୋଷଣାର ସାତ ବର୍ଷ ପୂରିବାକୁ ଯାଉଥିଲେ ମଧ୍ୟ ନିର୍ବାଚନ ହୋଇନାହିଁ । ରାଜ୍ୟରେ ପୌର ନିର୍ବାଚନ ହେବା ସମୟରେ ଏଠି ନିର୍ବାଚନ ହେବା ନେଇ ଅନିଶ୍ଚତତା ଦେଖା ଦେଇଛି ।ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇଥିବା ପରେ
Read More...

ପୂର୍ବତଟ ରେଳ ବିଭାଗ ପକ୍ଷରୁ ଲୋକଙ୍କୁ ଜାଗା ଛାଡ଼ିବାକୁ ନୋଟିସ

ସମ୍ବଲପୁର, (ଦାମୋଦର ପଣ୍ଡା) : ସମ୍ବଲପୁର ଜିଲ୍ଲା ଧନକଉଡା ବ୍ଲକ କଲାମାଟି ପଞ୍ଚାୟତ ଗୋଶାଳା ଛକରେ ଅନେକ ଲୋକ ଦୀର୍ଘ ୫୦ବର୍ଷରୁ ଅଧିକ ହେଲା ବସବାସ କରି ଦୋକାନବଜାର କରି ପରିବାର ପୋଷଣ କରି ଆସୁଥିବା ବେଳେ ହଠାତ ପୂର୍ବତଟ ରେଳ ବିଭାଗ ପକ୍ଷରୁ ଲୋକଙ୍କୁ ଜାଗା ଛାଡ଼ିବାକୁ ନୋଟିସ ହୋଇଛି ।
Read More...