ଶିକ୍ଷକଙ୍କ ବଦଳି ପରେ ବ୍ରାହ୍ମଣୀ ସ୍କୁଲର ତାଲା ଖୋଲିଲା : ସ୍କୁଲ କମିଟି ଓ ଗ୍ରାମବାସୀ ମଧ୍ୟରେ ଖୁସିର ମାହୋଲ
ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଶିକ୍ଷା ବିଭାଗ ଅଧୀନସ୍ଥ ବ୍ଲକ କଲୋନୀ କ୍ଲଷ୍ଟର ସ୍ଥିତ ଡେଙ୍ଗ ପଞ୍ଚାୟତର ବ୍ରାହ୍ମଣୀ ସରକାରୀ ପ୍ରକଳ୍ପ ବିଦ୍ୟାଳୟଠାରେ ଶିକ୍ଷକ ବଦଳି ଦାବୀ ନେଇ ସ୍କୁଲ ପରିଚାଳନା କମିଟି ଓ ଗ୍ରାମବାସୀମାନେ ଗତ ୨ ଦିନ ଧରି ସ୍କୁଲ ଗେଟରେ ତାଲା ପକାଇ!-->…
Read More...
Read More...