ସଇଁତଲା ପାଳଗଦାରୁ ନର କଙ୍କାଳ ଉଦ୍ଧାର ଘଟଣା : ସ୍କେଚ୍ ଜାରିକଲା ପୋଲିସ, ସୂଚନା ଦେଲେ ପୁରସ୍କାର ଘୋଷଣା
ସଇଁତଲା, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନାର ଜାତୀୟ ରାଜପଥ-୨୬ ନବୀନ ଛକ ନିକଟ ଏକ ଚାଷଜମିର ପୋଡା ପାଳଗଦା ଭିତରୁ ନର କଙ୍କାଳ ଓ ୧୪ଟି ଚୁଡି, ପାଉଁଜି ପୁଲିସ ଜବତ କରିଥିଲା । ୨୦୨୧ ଫେବୃୟାରୀ ମାସର ଏହି ଘଟଣାକୁ ନେଇ ପୁଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି!-->…
Read More...
Read More...