Browsing Tag

saintala news

ଏକାଠି ହୋଇ ନୂଆଁ ଖାଇଲେ ୮୫ରୁ ଅଧିକ ସଦସ୍ୟ

ସଇଁନ୍ତଲା,(ଅଜିତ କୁମାର ସାହୁ) : ଓଡ଼ିଶାର କୃଷି ଭିତ୍ତିକ ଗଣ ପର୍ଵ ନୂଆଁଖାଇ ଆଜି ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଳକ ବେଲଗାଁ ପଞ୍ଚାୟତ କୁସମଖାଲ ଗ୍ରାମର ମାଝିପଡା ଗିରିଧାରୀ ମାଝୀଙ୍କ ୮୫ ରୁ ଅଧିକପରିବାର ଲୋକେ ବିଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କରୋନା ମହାମାରୀକୁ ଦୃଷ୍ଟି ରେ ରଖି
Read More...

ସଇଁନ୍ତଳା ଅଞ୍ଚଳରେ ନୂଆଁଖାଇ ପର୍ବ ପାଳିତ ହୋଇଯାଇଛି

ସଇଁନ୍ତଲା, (ପ୍ରଶାନ୍ତ କୁମାର ସାହୁ) : ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପର୍ବ ସଇଁନ୍ତଳା ଅଞ୍ଚଳରେ ପାଳିତ ହୋଇଯାଇଛି । ଏହା ଏକ ଭାଇଚାରାର ପର୍ବ । ତେଣୁ ଯିଏ ଯେଉଁଠି ଥାଉନା କାହିଁକି ଘରକୁ ଫେରି ଆସିଥାନ୍ତି । ନୂଆଁଖାଇ ପର୍ବରେ ଘରର ଇଷ୍ଟଦେବତାଙ୍କୁ ପୂଜା ବିଧି ସମାପ୍ତ କରିବା ପରେ
Read More...

ଘରେ ଘରେ ଗଣେଶ ପୂଜା ପାଳିତ

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : କରୋନା ମହାମାରୀକୁ ଦୃଷ୍ଟିରେ ରଖି ସରକାରଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇ ଆଜି ସଇଁନ୍ତଳା ଅଞ୍ଚଳରେ ଘରେ ଘରେ ଗଣେଶ ପୂଜା ପାଳନ କରାଯାଇଛି । ତେବେ ଅନ୍ୟ ବର୍ଷ ଯେପରି ଧୁମ୍ଧାମରେ ପାଳନ କରାଯାଇଥାଏ, ତାହା ଦେଖିବାକୁ ମିଳିଲା ନାହିଁ ।
Read More...

ଘୁନସରରେ ୪୮ଘଣ୍ଟା ପାଇଁ ସଟଡାଉନ କଲେ ସରପଞ୍ଚ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଘୁନସର ଗ୍ରାମରେ ୪ଜଣ କରୋନା ସଂକ୍ରମିତ ଚିହ୍ନଟ ହେବାପରେ ଆଜି ଘୁନସର ସରପଞ୍ଚ ଦ୍ରୌପଦୀ ବେହେରା ଜିଲ୍ଲାପାଳ କ୍ଷମତା ଦେଖାଇ ପଞ୍ଚାୟତ କୁ ୪୮ ଘଣ୍ଟା ପାଇଁ ସଟଡାଉନ କରିଛନ୍ତି । ଏଥିରେ ଜରୁରୀକାଳୀନ ସେବା ବ୍ୟତୀତ ଅନ୍ୟ
Read More...

କରୋନା ମାଡ଼ରେ ଫିକା ପଡ଼ିବ ନୂଆଁଖାଇ ପର୍ବ

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ନୂଆଁଖାଇ ପର୍ବ ହେଉଛି ପଶ୍ଚିମ ଓଡ଼ିଶାର ଏକ ଗଣପର୍ବ ଓ ଭାଇଚାରାର ପର୍ବ । ଗାଁ ଠୁ ଆରମ୍ଭ କରି ସହର ପର୍ୟ୍ୟନ୍ତ, ଗରିବ ଠୁ ଧନୀ କିଛି ଫରକ୍ ନାହିଁ । ସମସ୍ତେ ସମାନ ଭାବରେ ପାଳନ କରିଥାନ୍ତି ନୂଆଁଖାଇ ପର୍ବ । ଏହା ଏକ ଚାଷୀ ଭିତ୍ତିକ ପର୍ବ । ଯେତେ
Read More...

ବର୍ଷା ଋତୁରେ ଆଦିବାସୀପଡା ଗ୍ରାମବାସୀ ହନ୍ତସନ୍ତ

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ଦେଶ ସ୍ୱାଧୀନ ହେବା ଆଜକୁ ୭୪ ବର୍ଷ ପୂରିଥିଲେ ହେଁ ଗ୍ରାମକୁ ଭଳ ରାସ୍ତା ନ ଥିବାରୁ ଗ୍ରାମବାସୀଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ସୂଚନା ଏହି କି ଯେ, ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ବ୍ଳକ କେରମେଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ
Read More...

ବେଲଗାଁ ୨୪ ଘଣ୍ଟା ଓ କରମତଲାରେ ୭୨ ଘଣ୍ଟା ସଟ ଡାଉନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଅଞ୍ଚଳରେ ଜଣେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ବେଲଗାଁ ସରପଞ୍ଚ ଶିର ରଣା ପଞ୍ଚାୟତକୁ ୨୪ ଘଣ୍ଟା ପାଇଁ ସଟଡାଉନ କରିଛନ୍ତି । ଏଥିରେ ଜରୁରୀକାଳୀନ ସେବା ବ୍ୟତୀତ ଅନ୍ୟ ସବୁ ଦୋକାନ ବଜାର ଏବଂ ଜନସାଧାରଣଙ୍କ
Read More...

ତ୍ରିରଙ୍ଗା ପତାକା ପ୍ରତି ଅସମ୍ମାନ : ଓଲଟା ଉଡିଲା ଜାତୀୟ ପତାକା

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ୭୪ତମ ସ୍ୱାଧୀନତା ଦିବସ ପାଳନ କରିବା ପାଇଁ ସମସ୍ତଙ୍କ ମନରେ ଆନନ୍ଦ ଭରି ହୋଇ ରହିଥାଏଥାଏ । କିନ୍ତୁ ଏହି ସମୟରେ ବେପାରୁଆ ମନୋଭାବ ରଖିବା ଓ ଜାତୀୟ ପତାକାକୁ ଅସମ୍ମାନ କରିବା ଅଞ୍ଚଳବାସୀଙ୍କୁ ସ୍ତମ୍ଭୀଭୂତ କରିଦେଇଛି । ସୁଚନା ଏହି କି ଯେ,
Read More...

ବିଧାୟକ ଓ ମନ୍ତ୍ରୀ ପରିଦର୍ଶନ କଲେ ଗୁରୁକୁଳ ଆଶ୍ରମ

ସଇଁତଲା, (ପ୍ରଶାନ୍ତ କୁମାର ମେହେର) : ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଳକ ଟିକ୍ରାପଡା ପଞ୍ଚାୟତ ଅନ୍ତର୍ଗତ ସପ୍ତର୍ଷି ଗୁରୁକୁଳ ଆଶ୍ରମକୁ ପାଟଣାଗଡ଼ ବିଧାୟକ ସରୋଜ ମେହେର ଓ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନୀ ସାହୁ ଏବଂ ରାଜ୍ୟ ବିଜେଡି ସମ୍ପାଦକ ନିହାର ରଞ୍ଜନ ବେହେରା ପରିଦର୍ଶନ କରିବା
Read More...