ପାଟଣାଗଡ଼ ଜିଲ୍ଲାପରିଷଦ ଜୋନ ନଂ. ୪, ୧୫ ଓ ୨୫ରେ ପ୍ରଥମ ଓ ଦ୍ୱିତୀୟ ରାଉଣ୍ଡରେ ଅନ୍ତରୀଣ ଗଣତି ଫଳାଫଳରେ ବିଜେଡି ଆଗୁଆ
ପାଟଣାଗଡ଼, (ଗୋରେଖ ନାଥ ବରିହା) : ଆଜି ପାଟଣାଗଡ଼ ଜବାହରଲାଲ ମହାବିଦ୍ୟାଳୟରେ ଭୋଟ ଗଣତି ପ୍ରକିିୟା ଜାରି ରହିଛି । ଖପ୍ରାଖୋଲ ବ୍ଲକ ଜୋନ ନଂ. ୪ରେ ପ୍ରଥମ ଓ ଦ୍ୱିତୀୟ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ପ୍ରମିଳା ପାଥର ୧୪୫ ଭୋଟରେ ଆଗୁଆ ରହିଥିବା ବେଳେ ପାଟଣାଗଡ଼ ଜୋନ ନଂ. ୧୫ରେ ପ୍ରଥମ ଓ!-->…
Read More...
Read More...