Browsing Tag

patnagarh news

ସାମ୍ବାଦିକ ଶଙ୍କର ରାଜୁଙ୍କ ପରଲୋକ

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ଼ ଜିଲା ପେଷାଦାର ସାମ୍ବାଦିକ ସଙ୍ଘର ବରିଷ୍ଠ ସଦସ୍ୟ ତଥା ପାଟଣାଗଡ଼ ନିବାସୀ ଶଙ୍କର ରାଜୁ(୬୨)ଙ୍କ ବୁଧବାର ପରଲୋକ ହୋଇଯାଇଛି । ସେ ଗତ ସପ୍ତାହେ ଧରି ଅସୁସ୍ଥ ଥିଲେ । ଆଜି ସକାଳେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି
Read More...

ଜଙ୍ଗଲରୁ ଏକ ନବଜାତ ଶିଶୁ କନ୍ୟା ଉ‌ଦ୍ଧାର

ପାଟଣାଗଡ଼, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ସାଲେପାଲି ଗ୍ରାମ ପଞ୍ଚାୟତର ଚକାମାଲ୍ ଚାନ୍ଦିଲିତଲ୍ ବଡଡଙ୍ଗର ଜଙ୍ଗଲରୁ ଏକ ନବଜାତ ଶିଶୁ କନ୍ୟା ଉଦ୍ଧାର କରାଯାଇଥିବା ଜଣାପଡ଼ିଛି । ଛେଳି ଚରାଳିମାନେ ଶିଶୁ କନ୍ୟାର କୁଆଁ କୁଆଁ କାନ୍ଦ ଶୁଣି ସାଲେପାଲି ଗ୍ରାମର
Read More...

କାନ୍ଥ ଭୁଷୁଡି ମୃତ୍ୟୁବରଣ କରିଥିବା ଦୀପାଳିଙ୍କ ପରିବାର ପ୍ରତି ପ୍ରଶାସନର ଅବହେଳା : ପ୍ରତିଶ୍ରୁତିକୁ ପୂରିଲା ଦୁଇ…

ପାଟଣାଗଡ଼, (ରାଜେଶ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ଘୁନଘୁଟିପାଲି ଗ୍ରାମରେ ଦୁଇ ମାସ ତଲେ ଘଟିଥିଲା ଏକ ଦୁଖଃଦ ଘଟଣା । ଲଘୁଚାପର ଲଗାଣ ବର୍ଷା ଯୋଗୁଁ ଗାଁର ଶୋଭାବନ ବାରଲେଣ୍ଡିଆଙ୍କ ଘରକାନ୍ଥ ଭୁଷୁଡି ପଡିବାରୁ ପରିବାରର ତିନି ଜଣ ଗୁରୁତର ଆହତ ହୋଇଥିବା ବେଳେ
Read More...

ବରିଷ୍ଠ ବିଜେପି ନେତା ସ୍ୱର୍ଗତ କୃଷ୍ଣଚନ୍ଦ୍ର ଠାକୁରଙ୍କ ବିୟୋଗରେ ଶୋକସଭା

ପାଟଣାଗଡ଼, (ଅଜିତ ପୁରୋହିତ) : ବରିଷ୍ଠ ବିଜେପି. ନେତା ସ୍ୱର୍ଗତ କୃଷ୍ଣଚନ୍ଦ୍ର ଠାକୁରଙ୍କ ବିୟୋଗରେ ସ୍ଥାନୀୟ ରାଜଖମାର ଠାରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ସାଂସଦ ସଂଗୀତା କୁମାରୀ ସିଂହଦେଓ, ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ବିଧାୟକ କନକବର୍ଦ୍ଧନ ସିଂହଦେଓଙ୍କ ସମେତ
Read More...

ରକ୍ତଦାନ କରି ଜୀବନ ବଂଚାଇଲେ ଏସଡିଏମଓ ଡା. ବାଚସ୍ପତି ଦାସ

ପାଟଣାଗଡ, (ଅଜିତ ପୁରୋହିତ) : ପାଟଣାଗଡ ଉପଖଣ୍ଡ ଚିକିତ୍ସାଳୟରେ ସବୁବେଳେ ରକ୍ତର ଅଭାବ ରହୁଥିବା ବେଳେ ଗତକାଲି ମାନବିକତାର ପରିଚୟ ଦେଇ ଜଣେ ଗରିବ ରୋଗୀଙ୍କ ଜୀବନ ବଂଚାଇଛନ୍ତି ପାଟଣାଗଡ ଏସଡିଏମଓ ତଥା ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶେଷଜ୍ଞ ଡ. ବାଚସ୍ପତି ଦାସ । ଗତକାଲି ଖପ୍ରାଖୋଲ ବ୍ଲକ
Read More...

ମକରଧ୍ୱଜ ଅଘରିଆ ଧର୍ମଶାଳା ଭଇଁଷା ଗୁଡ଼ି ନିର୍ମାଣ କାର୍ଯ୍ୟ ଆରମ୍ଭ

ପାଟଣାଗଡ଼, (ଅଜିତ ପୁରୋହିତ) : ନିକଟସ୍ଥ ଭଇଁଷା ଗୁଡ଼ି ସଭାପତି ଜ୍ଞାନେନ୍ଦ୍ର ସାଏ, ଉପସଭାପତି ଚିନ୍ତାମଣି ରାଉତ, ଗୃହନିର୍ମାଣ କମିଟି ତଥା ଗ୍ରାମ୍ୟ ସଭାପତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମକରଧ୍ୱଜ ଅଘରିଆ ଧର୍ମଶାଳାର ପୁନଃ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଏଥିରେ ଭଇଁଷା ଗୁଡ଼ି ଅନ୍ତର୍ଗତ
Read More...

ମନରେଗା ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କ ନାଁରେ ଘୋଟାଲା ଅଭିଯୋଗ

ପାଟଣାଗଡ଼, (ଅଜିତ ପୁରୋହିତ) : ସରକାରଙ୍କ ସବୁ ଯୋଜନା ଗରିବଙ୍କ ପାଇଁ, ହେଲେ ଏଠି ଗରିବଙ୍କୁ ହିଁ ଲୁଟ ପାଇଁ ଅସାଧୁ ଅଧିକାରୀମାନେ ପ୍ରସ୍ତୁତ କରନ୍ତି ବ୍ଲୁ ପ୍ରି ବୋଲି ସାଧାରଣରେ ଆଲୋଚନା ହେଉଛି । ଆବାସ ଯୋଜନା ହେଉ ଅବା ପକ୍କା ଘର, ଭତ୍ତା ଟଙ୍କା ଠୁ ମନରେଗା କାମ, ସବୁଠି ଚାଲେ ଗାଁ
Read More...

ଅସହାୟତାର ସୀମା ଡେଇଁଲା : ପହଞ୍ଚିନି ପ୍ରଶାସନ

ପାଟଣାଗଡ଼, (କେପିଏନ୍‌ଏସ୍‌) : ବୃଦ୍ଧାବସ୍ଥାରେ କାମ କରିବା ବହୁତ କଷ୍ଟକର । ଏହି ବୃଦ୍ଧାବସ୍ଥାରେ ସ୍ୱାମୀ ସ୍ତ୍ରୀ ଦୁହେଁ କାମ କରି ପେଟ ପୋଷୁଛନ୍ତି । ସାହାଯ୍ୟ କରିବା ପାଇଁ କେହି ନାହାନ୍ତି । ପରିବାର କହିଲେ ମାତ୍ର ଏହି ଦୁଇ ଜଣ । ଏହି ଘଟଣା ହେଉଛି ପାଟଣଗଡ଼ ବ୍ଲକ ଅର୍ନ୍ତଗତ
Read More...

ବିଜେପି ନେତା କୈଳାଶ ମେହେରଙ୍କ ପରଲୋକ

ପାଟଣାଗଡ଼, (ଅଜିତ ପୁରୋହିତ) : ପାଟଣାଗଡ଼ ବ୍ଲକ୍‌ ମୁଣ୍ଡୋମହୁଲ ଗ୍ରା.ପ.ର ପୂର୍ବତନ ସରପଞ୍ଚ, ରାଣୀସଗର ଗାଁର ଗଅଁନ୍ତିଆ ତଥା ବିଜେପି. ନେତା କୈଳାଶ ମେହେର(୬୪)ଙ୍କ ପରଲୋକ ହୋଇଯାଇଥିବା ଖବର ଆସିବା ପରେ ସାରା ଅଂଚଳରେ ଶୋକାକୁଳ ବାତାବରଣ ସୃଷ୍ଟି ହୋଇଛି । କରୋନା ଆକ୍ରାନ୍ତ ହେବାପରେ ସେ
Read More...

ଆବାସ ଯୋଜନାରେ ଅନିୟମିତାକୁ ନେଇ ଭରତବାହାଲ ଗ୍ରାମବାସୀଙ୍କ ବ୍ଲକ କାର୍ଯ୍ୟାଳୟ ଘେରାଓ

ପାଟଣାଗଡ, (ଅଜିତ ପୁରୋହିତ) : ମାଳ ମାଳ ସରକାରୀ ଯୋଜନା, ହେଲେ ଅଯୋଗ୍ୟଙ୍କୁ ବରଦାନ ଯୋଗ୍ୟଙ୍କୁ ହତାଦର କରୁଛି ପାଟଣାଗଡ ବ୍ଲକ ପ୍ରଶାସନ । ଏପରିକି ଆବାସ ଯୋଜନାରେ ଠିକ ସମୟରେ ଟଙ୍କା ନ ପାଇ ବାରମ୍ବାର ବ୍ଲକ କାର୍ଯ୍ୟାଳୟକୁ ଧାଇଁ ଧାଇଁ ହଇରାଣ ହେବା ପରେ ବାଧ୍ୟ ହୋଇ ବ୍ଲକ ଘେରିଛନ୍ତି
Read More...