Browsing Tag

patnagarh news

ପାଟଣେଶ୍ୱରୀ ସାହିତ୍ୟ ସଂସଦ ଟ୍ରଷ୍ଟର ବାର୍ଷିକୋତ୍ସବ ପାଳିତ

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ପାଟଣେଶ୍ୱରୀ ସାହିତ୍ୟ ସଂସଦ ଟ୍ରଷ୍ଟର ବାର୍ଷିକୋତ୍ସବ ରାଧାକୃଷ୍ଣ ମନ୍ଦିର ପରିସରରେ ଧୂମଧାମ୍‌ରେ ପାଳିତ ହୋଇଯାଇଛି । ସଂସଦର ସଭାନେତ୍ରୀ ସୁଶ୍ରୀ ସଂଯୁକ୍ତା ପରିଚ୍ଛାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଡଃ.
Read More...

କୋଶଲ ରତ୍ନ ପଣ୍ଡିତ ପ୍ରୟାଗଦତ୍ତ ଯୋଷୀଙ୍କ ଜୟନ୍ତୀ ପାଳନ

ପାଟଣାଗଡ, (କେପିଏନ୍‌ଏସ୍‌) : ପାଟଣାଗଡ ସହର ଅନ୍ତର୍ଗତ ବାବାଜୀପଡା ଠାରେ କୋଶଲି ସାହିତ୍ୟ ଅନୁଷ୍ଠାନ କୋଶଲି ଡେରା ପାଟଣାଗଡ ତରଫରୁ କୋଶଲି ଭାଷାର ଜନକ ପ୍ରୟାଗଦତ୍ତ ଯୋଷୀ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଏ ଅବସରରେ ଅନୁଷ୍ଠାନର ଆବାହକ ସନ୍ତୋଷ କୁମାର ଦାଶ ପ୍ରଦୀପ ପ୍ରଜ୍ୱଳନ କରିଥିଲେ
Read More...

ଦମକିପାଲି ଉ.ପ୍ରା. ବିଦ୍ୟାଳୟରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ଼ ବ୍କକ ଅନ୍ତର୍ଗତ ଦମକିପାଲି ଉ.ପ୍ରା. ବିଦ୍ୟାଳୟରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ସବିତା ଭୋଇଙ୍କ ସଭାପତିତ୍ଵରେ ମୁଖ୍ୟ ଅତିଥିଭାବରେ ସହ ଶିକ୍ଷକ ଦେବରାଜ ପଧାନ ମାତୃଭାଷାର ସୁରକ୍ଷା ଉପରେ
Read More...

ଦମକିପାଲି ବିଦ୍ୟାଳୟରେ ନିପୁଣ ମେଳା ଅନୁଷ୍ଠିତ

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ଼ ବ୍ଳକ ଅନ୍ତର୍ଗତ ଛୁଆଲିଉଦର କ୍ଳଷ୍ଟର ସ୍ତରୀୟ ନିପୁଣ ଓଡ଼ିଶା ମେଳା- ୨୦୨୫ ଦମକିପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ସୁଶ୍ରୀ ସବିତା ଭୋଇ ସଭାପତିତ୍ଵ କରିଥିବା ହେଳେ ସଭାରେ ମୁଖ୍ୟ ଅତିଥି ଭାବରେ କ୍ଳଷ୍ଟର
Read More...

ପାଟଣାଗଡ଼ ଖଣ୍ଡ ଅର୍ନ୍ତଗତ ଭଇଁଷାରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାଟଣାଗଡ଼, (କେପିଏନ୍‌ଏସ୍‌) : ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ରାଜ୍ୟ ସଭାପତି ବିଶ୍ୱରଞ୍ଜନ ଦାଶଙ୍କ ଆହ୍ୱାନ କ୍ରମେ ବଲାଙ୍ଗିର ଜିଲ୍ଲାର ପାଟଣାଗଡ଼ ଖଣ୍ଡ ଅର୍ନ୍ତଗତ ଭଇଁଷାରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମ ଖଣ୍ଡ ସଂଯୋଜକ ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ତତ୍ତ୍ୱାବଧାନରେ
Read More...

ପାଟଣାଗଡ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ କାର୍ଯ୍ୟାଳୟଠାରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ

ପାଟଣାଗଡ, (କେପିଏନ୍‌ଏସ୍‌) : ସାରା ଦେଶରେ ପବିତ୍ର ୭୬ତମ ସାଧାରଣତନ୍ତ୍ର ଦିବସ ପାଳିଥିବା ବେଳେ ଏହି ଅବସରରେ ପାଟଣାଗଡ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ କାର୍ୟ୍ୟାଳୟ ଠାରେ ମଧ୍ୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥିଭାବରେ ପାଟଣାଗଡ଼ର ଜନପ୍ରିୟ ନେତା ତଥା ପୂର୍ବତନ
Read More...

ପାଟଣାଗଡ଼ ନିର୍ବାଚନୀ ମାମଲାରେ କନକ ବର୍ଦ୍ଧନ ସିଂହଦେଓଙ୍କ ଅନ୍ତରୀଣ ଆବେଦନ ଖାରଜ କଲେ ହାଇକୋର୍ଟ

ପାଟଣାଗଡ଼ : ପାଟଣାଗଡ଼ ନିର୍ବାଚନୀ ମାମଲାରେ ହାଇକୋର୍ଟ ବିଧାୟକ କନକ ବର୍ଦ୍ଧନ ସିଂହଦେଓଙ୍କ ଅନ୍ତରୀଣ ଆବେଦନ ଖାରଜ କରିଛନ୍ତି । ନାମାଙ୍କନ ପତ୍ରର ସାର୍ଟିଫାଏଡ୍ କପି, ଶ୍ରୀ ସିଂହଦେଓ ଓ ପରାଜିତ ପ୍ରାର୍ଥୀ ସରୋଜ କୁମାର ମେହେରଙ୍କ ଫର୍ମ ନମ୍ବର-୨୬, ପାଟଣାଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀର
Read More...

କ୍ରିକେଟ ଓ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ଯୋଗଦେଲେ ସରୋଜ ମେହେର

ପାଟଣାଗଡ : ଖପ୍ରାଖୋଲ ବ୍ଲକ ଓ ବେଲପଡା ବ୍ଲକରେ କ୍ରିକେଟ ଓ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ପାଟଣାଗଡର ପୂର୍ବତନ ବିଧାୟକ ତଥା ଜନନେତା ସରୋଜ ମେହେର ଆୟୋଜିତ କ୍ରିକେଟ୍‌ ଓ ଫୁଟବଲ ଟୁର୍ଣ୍ଣମେେଣ୍ଟର ଫାଇନାଲ ମ୍ୟାଚ୍‌ରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି କ୍ରୀଡ଼ାକ୍ଷେତ୍ର
Read More...

ପାଟଣାଗଡ଼ ପ୍ରେସ କ୍ଲବର ବାର୍ଷିକ ବୈଠକ

ପାଟଣାଗଡ଼, (ଭୋଜରାଜ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ପ୍ରେସ କ୍ଲବର ବାର୍ଷିକ ବୈଠକ ଆଜି ପୁରୋହିତ ଫାର୍ମ ହାଉସରେ ଅନୁଷ୍ଠିତ ହୋଇଯାଇଛି । କ୍ଲବର ସଭାପତି ଅଜିତ ପୁରୋହିତଙ୍କ ସଭାପତିତ୍ୱ କରିଥିଲେ । ଅନୁଷ୍ଠିତ ସଭାରେ ଆଗାମୀ ଦିନର କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇଥିବା ସାଙ୍ଗେ
Read More...

ପାଟଣାଗଡ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ଡିଜିଟାଲ ସକ୍ରିୟ ସଦସ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାଟଣାଗଡ଼, (କେପିଏନ୍‌ଏସ୍‌) : ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ପାଟଣାଗଡ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ପାଟଣାଗଡ ପୂର୍ବତନ ବିଧାୟକ ସରୋଜ ମେହେରଙ୍କ ଉପସ୍ଥିତିରେ ଡିଜିଟାଲ ସକ୍ରିୟ ସଦସ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ
Read More...