Browsing Tag

patanagarh news

ନିଆରା ପରମ୍ପରାରେ ନୂଆଁଖାଇଲେ ଜଲିଆ ଓ ଡାହିମାଲ ଗ୍ରାମବାସୀ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଅଞ୍ଚଳରେ ଏକ ନିଆରା ପରମ୍ପରାରେ ନୂଆଁଖାଇ ପାଳନ କରୁଥିବା ଦେଖିବାକୁ ମିଳିଛି । ୨ ଖଣ୍ଡ ଗାଁର ହଜାର ହଜାର ଲୋକ ଏକାଠି ମିଶି ନୂଆଁଖାଇ ପାଳନ କରୁଥିବା ଦେଖିବାକୁ ମିଳିଛି । ଏହି ଗାଁ ହେଉଛି ବେଲପଡା ବ୍ଲକର ଜଳିଆ ଓ ଡାହିମାଲ । ଦୁଇ ଖଣ୍ଡ ଗାଁର ୮
Read More...

ପାଟଣାଗଡ ବିଜ୍ଞାପିତ ପରିଷଦ ସ୍ଵାୟତ ଶାସନ ଦିବସ : ଅଧିକାରୀଙ୍କ ଆଚରଣ ନେଇ ଯୋଗ ଦେଲେନି ଶାସକ ବିଜେଡି

ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ବାତିଲବିକାଶ ଦିଗରେ ବାଧା ସୃଷ୍ଟିନେଇ ପାଟଣାଗଡ଼ ସହରରେ ଚର୍ଚ୍ଚା ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଏନଏସି ରାଜ୍ୟର ଏକ ପୁରୁଣା ଏବଂ ଏକ ନମ୍ବର ଏନଏସି ଭାବେ ପୁରସ୍କାର ଲାଭ କରିଥିବା ବେଳେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା ।
Read More...

କୁତମୁଣ୍ଡା ଗ୍ରାମରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ

ପାଟଣାଗଡ଼, (ପୁସ୍ତମ୍ ଯୁଆଡି) : ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଉପଲକ୍ଷେ ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ ଅନ୍ତର୍ଗତ କୁତମୁଣ୍ଡା ଗ୍ରାମର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଲକ୍ଷ୍ମଣ
Read More...

ଜଲିଆ ଗାଁର ଶତାୟୁ ବୃଦ୍ଧ ଗୌରହରି ବୁଡେକଙ୍କ ପରଲୋକ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ ଉପଖଣ୍ଡ ବେଲପଡା ବ୍ଲକ ଧୂମାଭଟା ପଂଚାୟତର ଜଲିଆ ଗାଁର ସବୁଠୁ ବୟସ୍କ ବୃଦ୍ଧ ଗୌରହରି ବୁଡ଼େକଙ୍କ ଦେହାନ୍ତ ହୋଇଯାଇଛି । ବୁଧବାର ମଧ୍ୟାହ୍ନ ୧୨ଟାରେ ସେ ଦେହତ୍ୟାଗ କରିଥିବା ବେଳେ ତାଙ୍କ ମୃତ୍ୟୁ ବେଳକୁ ତାଙ୍କୁ ୧୦୮ ବର୍ଷ ହେଉଥିଲା । ସେ ଜଣେ
Read More...

ପାଟଣାଗଡରେ ବିଭିନ୍ନ ସ୍ଥାନରେ ଅଂହିସା ରଥକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

ଛାତ୍ରଛାତ୍ରୀଙ୍କ ଦେଶାତ୍ମକବୋଧକ ନୃତ୍ୟ ଶୈଳୀ ହୃଦୟରେ ଦେଶାତ୍ମକ ଭାବାନା ଜାଗ୍ରତ କରିଥିଲା ପାଟଣାଗଡ, (ଗୋରେଖନାଥ ବରିହା) : ସ୍ୱାଧିନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶ ତଥା ରାଜ୍ୟ ଆଜାଦୀ ଅମୃତ କା ମହୋତ୍ସବ ପାଳନ କରିଆସିଛି । ଗାନ୍ଧୀଜୀଙ୍କ ଅଂହିସା ପରମଧର୍ମ ମହାମନ୍ତ୍ର ନେଇ
Read More...

ଚଚରାଭଟାରେ ଦାଦନ ଶ୍ରମିକ ଅଧିକାର ଓ ଶ୍ରମ କାର୍ଡ ପଞ୍ଜିକରଣ ସଚେତନତା କାର୍ଯ୍ୟକ୍ରମ

ପାଟଣାଗଡ, (ଗୋରେଖନାଥ ବରିହା) : ଖପ୍ରାଖୋଲ ବ୍ଲକର ଚଚରାଭଟା ଗ୍ରାମରେ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଖପ୍ରାଖୋଲର ନେତୃତ୍ୱରେ ଦାଦନ ଶ୍ରମିକମାନଙ୍କ ସଚେତନତା ପାଇଁ ଏକ ଶିବିର ଆୟୋଜିତ ହୋଇଯାଇଛି । ଉକ୍ତ ସଭାରେ ବ୍ଲକ ଡ଼. ସୁଜିତ କୁମାର ଶତପଥୀ ଅଧ୍ୟକ୍ଷତା କରି ଦାଦନ ଶ୍ରମିକମାନଙ୍କୁ ସରକାରୀ
Read More...

ପାଟଣାଗଡ଼ ଏନ୍‌ଏସିରୁ ଜନ୍ମ ପ୍ରମାଣ ପତ୍ର ପାଇବାରେ ବଞ୍ଚିତ ଅଭିଯୋଗ

ପାଟଣାଗଡ଼, (ଗୋରେଖନାଥ ବରିହା) : ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଥିବା ସହ ହିତାଧିକାରୀଙ୍କ ବହୁବିଧ ସ୍ୱାର୍ଥ ପାଇଁ ୫ଟି ଯୋଜନାରେ ଅନେକ ଯୋଜନା ହାତକୁ ନେଇଥିବା ବେଳେ ଏଥିରୁ ବଞ୍ଚିତ ହେବା ସହ ଅଧିକାରୀଙ୍କ ମନମୂଖୀ ଶାସନ ଯୋଗୁଁ ଜନ୍ମଗତ ପ୍ରମାଣ ପତ୍ର ପାଇବାରେ ବଞ୍ଚିତ ଥିବା ଅଭିଯୋଗ
Read More...

୨୦୨୧ ବର୍ଷର ବୀମା ରାଶି ପ୍ରଦାନ ଦାବୀରେ ତହସିଲ ଅଫିସ ଘେରାଉ କଲେ ଚାଷୀ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକର ଶତାଧିକ ଚାଷୀ ଗତକାଲି ତହସିଲ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ୨୦୨୧ ବର୍ଷର କୃଷି ବୀମା ପାଇ ନଥିବାରୁ ଚାଷୀମାନେ ଘେରାଉ କରି ଅଭିଯୋଗ କରିଛନ୍ତି । ଏନେଇ ଖପ୍ରାଖୋଲ ବ୍ଲକ ସମ୍ମୁଖରୁ ଶତାଧିକ ଚାଷୀ ଏକ ବିଶାଳ
Read More...

ଫସଲ ଅବଶେଷକୁ ଗୋଖାଦ୍ୟ ରୂପେ ବ୍ୟବହାର ପାଇଁ ତାଲିମ ଶିବିର

ପାଟଣାଗଡ଼, (ଗୋରେଖନାଥ ବରିହା) : ସ୍ଥାନୀୟ ବ୍ଲକ୍ ପ୍ରାଣୀ ସମ୍ପଦ ଚିକିତ୍ସା ଅଧିକାରୀ କାର୍ଯ୍ୟାଳୟ ପରିସରର କୃଷିଜାତ ଫସଲର ଅବଶେଷ ପୃଷ୍ଟିସାର ଗୋଖାଦ୍ୟ ପ୍ରସ୍ତୁତ ତାଲିମ ଶିବିର ଗତକାଲି ଅନୁଷ୍ଠିତ ହୋଇଯାଇଛି । ବ୍ଲକ୍ ପ୍ରାଣୀ ସମ୍ପଦ ଅଧିକାରୀ ଡ଼ା ସୁଜିତ କୁମାର ଶତପଥିଙ୍କ ଅଧ୍ୟକ୍ଷତାରେ
Read More...

ସାମ୍ବାଦିକଙ୍କ ମାତୃ ବିୟୋଗ

ପାଟଣାଗଡ, (କେପିଏନ୍‌ଏସ୍‌) : ପାଟଣାଗଡର ଯୁବ ସାମ୍ବାଦିକ ସୁବୋଧ କୁମାର ମେହେରଙ୍କ ମା’ ସୁମିତ୍ରା ମେହେରଙ୍କ ୮୩ ବର୍ଷ ବୟସରେ ପରଲୋକ ହୋଇଥିବା ଜଣାପଡିଛି । ସେ ବୃଦ୍ଧାବସ୍ଥା ଜନିତ ରୋଗରେ ପୀଡିତ ଥିଲେ । ଜଣେ ପରୋପକାରୀ, ଧର୍ମପରାୟଣା ମହିଳା ଭାବରେ ଅଞ୍ଚଳରେ ଖ୍ୟାତି ଅର୍ଜନ କରିଥିଲେ ।
Read More...