Browsing Tag

patanagarh news

ବଡଉଡେନ ଗାଁରେ ମହାତ୍ମାଗାନ୍ଧୀ ଜାତୀୟ ସୁନିଶ୍ଚିତ କର୍ମ ନିଯୁକ୍ତି ଯୋଜନା କାମରେ ଦୁର୍ନୀତି ଅଭିଯୋଗ

ଶ୍ରମିକ ଭାବେ କାମ କରୁନଥିବା ଲୋକଙ୍କ ଏକାଉଣ୍ଟରେ ଟଙ୍କା ପଡ଼ୁଥିବା ଅଭିଯୋଗ ପାଟଣାଗଡ, (ଗୋରେଖନାଥ ବରିହା) : ଖପ୍ରାଖୋଲ ବ୍ଲକ ଦମାଇପାଲି ପଞ୍ଚାୟତ ବଡଉଡେନ ଗାଁରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା କାମରେ ଦୁର୍ନୀତି ହୋଇଥିବା ନେଇ ଶ୍ରମିକ ମାନେ
Read More...

ନିଆଁରା ଭାବେ ଗୁରୁଦିବସ ପାଳନ କଲେ ଗଛ ମଣିଷ ତ୍ରିଲୋଚନ ସାହୁ

ପାଟଣାଗଡ, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ ତମିଆଁ ଗ୍ରାମରେ ନିଆଁରା ଭାବେ ଗୁରୁଦିବସ ପାଳନ କଲେ ଗଛ ମଣିଷ ତ୍ରିଲୋଚନ ସାହୁ । ଶ୍ରୀ ସାହୁ ନିଜକୁ ଶିକ୍ଷାଦାନ କରିଥିବା ଗୁରୁମାନଙ୍କୁ ଗଛ ଉପହାର ଦେଇ ଗୁରୁ ଦିବସ ପାଳନ କରିଛନ୍ତି । ସେ ସମାଜକୁ ଏକ ନବ ବାର୍ତ୍ତା ଦେବା
Read More...

ଦୁଇ ବାଇକ ମୁହାଁମୁହିଁ ଧକ୍କା : ଜଣେ ମୃତ, ୨ ଗୁରୁତର

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ ଥାନା ଖପ୍ରାଖୋଲ ରାସ୍ତାର ବାଲିପଟା ଗାଁ ନିକଟ କୁକୁରଚବା ବ୍ରିଜ ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ହେବା ସହ ଅନ୍ୟ ୨ ଜଣ ଗୁରୁତର ହୋଇ ଡାକ୍ତରଖାନରେ ଚିକିତ୍ସିତ ହେଉଛନ୍ତି । ମୃତ ବ୍ୟକ୍ତି ହେଲେ
Read More...

ରାଜ୍ୟସଭା ସାଂସଦଙ୍କ ହଠାତ ଇନ୍ଦୁପୁର ଆଶ୍ରମକୁ ପରିଦର୍ଶନ : ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ନୂଆଁଖାଇ ଛୁଟିରେ,…

ପାଟଣାଗଡ, (ଗୋରେଖନାଥ ବରିହା) : ମଣିଷର ଭବିଷ୍ୟତ ନିର୍ମାଣରେ ଶିକ୍ଷା ହିଁ ଚାବିକାଠି ଏବଂ ମଣିଷ ଗଢା କାରଖାନା ହିଁ ବିଦ୍ୟାଳୟ । ଆଜି ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଅଚାନକ ପାଟଣାଗଡ଼ ବ୍ଲକ ଖୁର୍ସେଲ ପଞ୍ଚାୟତ ଇନ୍ଦୁପୁର କନ୍ୟାଶ୍ରମକୁ ପରିଦର୍ଶନ କରିଛନ୍ତି । ଆଶ୍ରମର ଛାତ୍ରଛାତ୍ରୀମାନେ
Read More...

ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଗୁରୁ ପୂଜନ ଉତ୍ସବ ପାଳନ

ମୋ ଶିକ୍ଷକ ହିଁ ପଥ ପ୍ରର୍ଦଶକ ତାଙ୍କ ପାଇଁ ମୁଁ ଏତେ ଦୂର ପହଞ୍ଚି ପାରିଛି : ବିଧାୟକ ସରୋଜ ମେହେର ପାଟଣାଗଡ଼, (ଗୋରେଖନାଥ ବରିହା) : ଆଜି ସକାଳ ୧୧ଟାରେ ସ୍ଥାନୀୟ ଶିକ୍ଷକ ଭବନ ସମ୍ମୁଖରେ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ପବିତ୍ର ଗୁରୁଦିବସ ଅବସରରେ ଗୁରୁ ପୂଜନ ଉତ୍ସବ ପାଳନ କରାଯାଇଛି
Read More...

ଦେଦର୍ହା ଗାଁରେ ଝାଡାବାନ୍ତି : ଗୋଟିଏ ପରିବାରରୁ ଆଈ ନାତିଙ୍କ ମୃତ୍ୟୁ, ୨୦ରୁ ଅଧିକ ଆକ୍ରାନ୍ତ

ପାଟଣାଗଡ, (ଗୋରେଖନାଥ ବରିହା) : ଖପ୍ରାଖୋଲ ବ୍ଲକ ପଡ଼ିଆବହାଲ ଗ୍ରାମ ପଞ୍ଚାୟତ ଦେଦର୍ହା ଗାଁରେ ୨୦ରୁ ଅଧିକ ଲୋକ ଝାଡାବାନ୍ତି ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ କୁମାରୀ ମେହେର (୪୮)ଙ୍କ ଝାଡାବାନ୍ତି ରୋଗରେ ଆକ୍ରାନ୍ତ ହୋଇ ପାଟଣାଗଡ ଉପଖଣ୍ଡ ଡାକ୍ତରଖାନରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ
Read More...

ଗଣ୍ଡାମେଲରେ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାଟଣାଗଡ, (ଗୋରେଖନାଥ ବରିହା) : ବିଶ୍ୱାବସୁ ଶବର ସମାଜ ଘସିଏନ ଆଞ୍ଚଳିକ କେନ୍ଦ୍ର ଓ ଆଦିବାସୀ କର୍ମଚାରୀ ଓ ଛାତ୍ର ସଂଘର ମିଳିତ ଆନୁକୂଲ୍ୟରେ ପାଟଣାଗଡ଼ ବ୍ଲକ ଖୁଂଟସମଲେଇ ପଞ୍ଚାୟତ ଅନ୍ତର୍ଗତ ଗଣ୍ଡାମେଲ ଶବରୀନାରାୟଣ ମନ୍ଦିର ପ୍ରାଙ୍ଗଣରେ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ
Read More...

ଆଠ ବର୍ଷ ପରେ ଘରକୁ ଫେରିଲେ ଜିତେନ୍ଦ୍ର : ପରିବାର ଓ ଗାଁରେ ଖେଳିଯାଇଛି ଖୁସିର ଲହରୀ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଲାଠୋର ଥାନା ଅନ୍ତର୍ଗତ ଟଙ୍କପାଣି ଗାଁର ସୁନ୍ଦର ହିଆଳଙ୍କ ସାନ ପୁଅ ଜିତେନ୍ଦ୍ର ହିଆଳ ୨୦୧୪ ମସିହାରୁ କୁଆଡେ ପଳାଇଯାଇଥିଲେ । ଦୀର୍ଘ ଆଠ ବର୍ଷ ପରେ ନିଖୋଜ ଥିବା ପୁଅକୁ ପରିବାର ଲୋକେ ପାଇ ଖୁସି ବ୍ୟକ୍ତ କରିଛନ୍ତି । ହଜିଲା ପୁଅକୁ
Read More...

କୁତମୁଣ୍ଡାରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

ପାଟଣାଗଡ଼, (ପୁସ୍ତମ ଯୁଆଡି) : ଆଜି ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ ଅନ୍ତର୍ଗତ କୁତମୁଣ୍ଡା ଗ୍ରାମର ସୁବର୍ଣ୍ଣରେଖା ନଦୀ କୂଳରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗ୍ରାମର ପାନୀୟଜଳ ଯୋଗାଣ କରୁଥିବା କୂଅ ପାଖରେ ଲୋକେ ଫିଙ୍ଗିଥିବା ଅଳିଆ ଆବର୍ଜନା ଜମା ହେଉଥିବାରୁ ବର୍ଷା ପାଣି
Read More...

ନୂଆଁଖାଇ ତୃତୀୟ ଦିନ ଛୁଟି ପାଇଁ ସମସ୍ତ ସରକାରୀ ବେସରକାରୀ ଅନୁଷ୍ଠାନ ବନ୍ଦ କଲେ କୋସଲ ସଂଗ୍ରାମୀ

ପାଟଣାଗଡ, (କେପିଏନ୍‌ଏସ୍‌) : ଆଜି କୋଶଲ ରାଜ୍ୟ ମୁକ୍ତି ମୋର୍ଚ୍ଚାର ଆବାହକ ଡିଂଗର କୁମ୍ଭାର, ସୁଶିଲ କୁମାର ଗୁରୁ, କୋଶଲ ସଂଗ୍ରାମୀ ଶାନ୍ତନୁ କୁମାର ବୁଧିଆ, ଜନସନ୍ ନାଗଙ୍କ ନେତୃତ୍ୱରେ ଏବଂ କୋଶଲ ଯୁବ ଶକ୍ତିର ସହଯୋଗରେ ପାଟଣାଗଡ ସହରରେ ଥିବା ସମସ୍ତ ସ୍କୁଲ କଲେଜ କୋର୍ଟ କଚେରି ତଥା
Read More...