Browsing Tag

patanagarh news

ଅଶୋକ ଚନ୍ଦନ ସ୍ମୃତିନ୍ୟାସର ଆଲୋଚନାଚକ୍ର

ପାଟଣାଗଡ, (କେପିଏନ୍‌ଏସ୍‌) : ସ୍ୱର୍ଗତ ଅଶୋକ ଚନ୍ଦନଙ୍କ ବାସଭବନଠାରେ ବୁଧବାର ଅଶୋକ ଚନ୍ଦନ ସ୍ମୃତିନ୍ୟାସ ପକ୍ଷରୁ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଆଶିଷ ଚନ୍ଦନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଲୋଚନାଚକ୍ରରେ ଟିଟିଲାଗଡରୁ ଭିକାରି ମିଶ୍ର, ବଲାଙ୍ଗିରରୁ ବିନୟ ଦାସ ଓ ସାମ୍ବାଦିକ ରବି
Read More...

ନିଜ ସ୍ତ୍ରୀକୁ ନୃସଂଶ ଭାବେ ହତ୍ୟା କରି ସ୍ୱାମୀ ଅଟକ

ପାଟଣାଗଡ, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ ଲରମ୍ଭା ଥାନା ଘୁମେର ଗାଁରେ ବୁଧବାର ସନ୍ଧ୍ୟାରେ ଏକ ହତ୍ୟାକାଣ୍ଡ ଘଟିଛି । ରାଏମତୀ ସାହୁ(୬୦) ନାମ୍ନୀ ଜଣେ ବୃଦ୍ଧାଙ୍କୁ ତାଙ୍କ ସ୍ୱାମୀ ଲକ୍ଷୀନ୍ଦ୍ର ସାହୁ (୬୫) ଠେଙ୍ଗାରେ ପିଟି ପିଟି ନୃସଂଶ ଭାବେ ହତ୍ୟା କରିଛନ୍ତି ।
Read More...

ରାଜ୍ୟସଭା ସାଂସଦଙ୍କ କାର୍‌ ଧକ୍କାରେ ସ୍କୁଟି ଚାଳକ ମୃତ

ପାଟଣାଗଡ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅଧୀନସ୍ଥ ତମିଆଁ ଛକ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ଆଜି ପୂର୍ବାହ୍ନ ସାଢେ ୧୧ଟା ବେଳେ ଗୋଟିଏ ସ୍କୁଟିକୁ କାର୍‌ ଧକ୍କା ଦେଇଥିବା ବେଳେ ସ୍କୁଟି ଚାଳକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି ।
Read More...

ପାଟଣାଗଡ଼ ବନ ବିଭାଗ ଦ୍ୱାରା ୭ ଗୋଟି ଶାଗୁଆନ୍‌ ପଟା ସହ ବାଇକ୍‌ ଜବତ୍‌ : ଅଭିଯୁକ୍ତମାନେ ଫେରାର୍‌

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ଼ ବନ ବିଭାଗ ଦ୍ୱାରା ୭ ଗୋଟି ଶାଗୁଆନ୍‌ ଗଣ୍ଡି ସହ ଏକ ବାଇକ୍‌ ଜବତ୍‌ ହୋଇଥିବା ଜଣାପଡ଼ିଛି । ଗତ ୧୩ ତାରିଖ ରାତି ପ୍ରାୟ ସାଢେ ୧୦ଟା ସମୟରେ ପାଟଣାଗଡ ରେଞ୍ଜର କର୍ମଚାରୀମାନେ ପାଟଣାଗଡ଼ ବିଭାଗର ବରଘାଟି ଗ୍ରାମ ନିକଟରେ ୨.୭୧ ଘନଫୁଟ ମାପ ବିଶିଷ୍ଟ
Read More...

ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଉପଖଣ୍ଡସ୍ତରୀୟ କାର୍ଯ୍ୟକାରିଣୀ ବୈଠକ

ପାଟଣାଗଡ, (କେପିଏନ୍‌ଏସ୍‌) : ବ୍ରହ୍ମପୁରା ସ୍ଥିତ ଆଦିବାସୀ ଭବନଠାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଉପଖଣ୍ଡସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ପାଟଣାଗଡ ବ୍ଲକ ସଭାପତି ଅଷ୍ଟରତ୍ନ ବରିହାଙ୍କ ସଭାତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମୁଖ୍ୟ ଅତିଥି ଭାବରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି
Read More...

ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହେଲା : ଯୌତୁକଜନିତ ହତ୍ୟା ଅଭିଯୋଗ

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ଼ ବ୍ଲକ ଲରମ୍ଭା ଥାନା ଅନ୍ତର୍ଗତ ବାହାଲଭଟଲି ଗ୍ରାମରେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି । ପୁଲିସର ସୂଚନା ଅନୁଯାୟୀ ପାଟଣାଗଡ଼ ବ୍ଲକ ଲରମ୍ଭା ଥାନା ଅନ୍ତର୍ଗତ ବାହାଲଭଟଲି ଗ୍ରାମର ତାପସ ରଂଜନ ସୁନା ଗତ ୪ ବର୍ଷ ପୂର୍ବେ
Read More...

ପାଟଣାଗଡ଼ ଜବାହାରଲାଲ ନେହେରୁ ମହାବିଦ୍ୟାଳୟର ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର : ହତ୍ୟା ନା ଆତ୍ମହତ୍ୟା, କାରଣ…

ପାଟଣାଗଡ଼, (ଅଶୋକ ବାଗ) : ପାଟଣାଗଡ଼ ଉପଖଣ୍ଡ ଗଙ୍ଗାସାଗର ତୋଟାର ଏକ ଗଛରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଡୁମେରପିଟା ଗାଁର ଜ୍ୟୋତିଷ ଦଣ୍ଡସେନାଙ୍କ ଝିଅ ରଞ୍ଜୁ ଦଣ୍ଡସେନା(୨୦) । ସେ ପାଟଣାଗଡ଼ ଜବାହରଲାଲ ନେହେରୁ
Read More...

ଉପଖଣ୍ଡସ୍ତରୀୟ ପାଟଣାଗଡ଼ ଗଣ୍ଡାବଜା ମହୋତ୍ସବ- ୨୦୨୩ ଅନୁଷ୍ଠିତ

ପାଟଣାଗଡ଼, (କେପିଏନ୍‌ଏସ୍‌) : ମୁହୁରୀ କଳା ପରିଷଦ କୁତମୁଣ୍ଡା ତରଫରୁ ଗତକାଲି ଉପଖଣ୍ଡସ୍ତରୀୟ ଗଣ୍ଡାବଜା ମହୋତ୍ସବ ୨୦୨୩ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ତେଜରାଜ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାରୋହରେ ମନୋଜ ବାଗ ସ୍ୱାଗତ ଭାଷଣ ଦେଇଥିବା ବେଳେ ମଞ୍ଚ ପରିଚାଳନା କରିଥିଲେ
Read More...

ରାଜ୍ୟ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅନ୍ୱେଷା ଛାତ୍ରୀ ନିବାସ ପରିଦର୍ଶନ

ପାଟଣାଗଡ଼, (ସଦାଶିବ ସରାଫ୍‌) : ପାଟଣାଗଡ଼ରେ ରାଜ୍ୟ ସରକାରଙ୍କ ଦ୍ୱାରା ଅବସ୍ଥାପିତ ଅନ୍ୱେଷା ଆଦିବାସୀ ଛାତ୍ରୀ ନିବାସ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ଅନୁ ଗର୍ଗ ପରିଦର୍ଶନ କରିଛନ୍ତି । ଶ୍ରୀମତୀ ଗର୍ଗ ଏହି ଛାତ୍ରୀ ନିବାସକୁ ଆସି ପ୍ରଥମେ ଛାତ୍ରୀମାନେ କିଭଳି ରହୁଛନ୍ତି,
Read More...

ପାଟଣାଗଡ ଉପଖଣ୍ଡସ୍ତରୀୟ ସମସ୍ୟା ଉପରେ ପ୍ରଶାସନ ସହିତ ସିଟିଜେନ କମିଟିର ଆଲୋଚନା

ପାଟଣାଗଡ, (ସଦାଶିବ ସରାଫ) : ପାଟଣାଗଡ ସହରର ପ୍ରତ୍ୟେକ ୱାର୍ଡକୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରିବା ସହିତ ପାଟଣାଗଡ ବ୍ଲକ, ବେଲପଡା ବ୍ଲକ ଏବଂ ଖପ୍ରାଖୋଲ ବ୍ଲକର ସମସ୍ତ ଗାଁକୁ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବା, ପାଟଣାଗଡ ସହର ବାସିନ୍ଦା ପାଇଁ ସ୍ୱଚ୍ଛ ପାନୀୟ ଜଳ ଯୋଗାଣର ସ୍ଥାୟୀ
Read More...